ରାଜନୀତି

ସିଏମ ଫେସ ବଦଳିଲେ,ଏମାନେ ପୁରା ମାଟି ହୋଇଯିବେ-ପ୍ରଦୀପ ପାଣିଗ୍ରାହୀ – Ibnodisha

[ad_1]

ବ୍ରହ୍ମପୁର : ରାସ୍ତାରେ ଅଟକାଇବାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା | ମୁଁ ଆସିବା ପୂର୍ବରୁ ବ୍ରହ୍ମପୁର ଏସପି ଙ୍କୁ ଜଣାଇଥିଲି | ଏସପି ସମ୍ମତି ଦେଇଥିଲେ ବି ଏଯାଏଁ କୌଣସି ବ୍ୟବସ୍ତା କରିନାହାନ୍ତି | ଜଣେ ସଚିବ ଙ୍କ ସୁରକ୍ଷା ପାଇଁ ୪ ହଜାର ପୋଲିସ ବ୍ୟବସ୍ତା | କିନ୍ତୁ ଜଣେ ଜନପ୍ରତିନିଧି ଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ | ମୋର ଗାଡିକୁ ଏନଏଚ ରେ ଅଟକା ଯାଇଛି କାର୍ଯ୍ୟାନୁଷ୍ଠାନ ନିଆଯାଉ | ମୁଖ୍ୟମନ୍ତ୍ରୀ ଭଦ୍ର ଲୋକ ତାଙ୍କ ନାଁ କୁ ନେଇ ଏମାନେ ଶାସନ କରୁଛନ୍ତି | ଯଦି ସିଏମଓ ଫେସ ବଦଳିଯିବ , ଏମାନେ ପୁରା ମାଟି ହୋଇଯିବେ | ଆଉ କିଏ ମୁଖ୍ୟମନ୍ତ୍ରୀ ହେଲେ ଏମାନେ ବନ୍ଧା ହୋଇ ଭିତରକୁ ଯିବେ | ଜେଲ ଯିବା ଭୟରେ ଏମାନେ ଶାସନ କୁ ଜାବୁଡି ଧରିଛନ୍ତି ବୋଲି କହିଛନ୍ତି ପ୍ରଦୀପ |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button