IBN ଓଡ଼ିଶା ବ୍ୟୁରୋ

ଏହି 4ଟି ମାସରେ ଜନ୍ମ ହୋଇଥିବା ଝିଅ ମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ମା ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି…

1- ଫେବ୍ରୁଆରି ମାସ : ଏହି ମାସରେ ଜନ୍ମିତ ଝିଅ ମାନଙ୍କର ସ୍ଵଭାବ ବିନମ୍ର ଓ ଧୀର ସ୍ଥିର ହୋଇଥାଏ । ଏମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏହି ଝିଅ ମାନଙ୍କର ବାହାଘର ପରେ ଭଲ ଶ୍ଵଶୁର ମିଳିଥାଏ । ଏମାନଙ୍କ ଜୀବନରେ ସୁଖ ସମୃଦ୍ଧି ର କେବେ ବି ଅଭାବ ହୁଏ ନାହିଁ । ଏମାନଙ୍କର ଗ୍ରହ ର ଚଳନ ଏମାନଙ୍କ ପରିବାରକୁ ଲାଭ ଦେଇଥାଏ ।

2- ଏପ୍ରିଲ ମାସ : ଯେଉଁ ଝିଅ ମାନଙ୍କର ଜନ୍ମ ଏପ୍ରିଲ ମାସରେ ହୋଇଥାଏ ସେମାନେ ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶୁଭ ହୋଇଥାଏ । ଏହି ମାସରେ ଜନ୍ମିତ ଝିଅ ମାନଙ୍କର ସ୍ଵଭାବ ଦ୍ରୁତ ହୋଇଥାଏ । ଯାହା ଦ୍ଵାରା ଏମାନଙ୍କୁ ସଫଳତା ମିଳିଥାଏ । ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ ।

3- ଜୁନ ମାସ : ଯେଉଁ ଝିଅ ମାନେ ଜୁନ ମାସରେ ଜନ୍ମଗ୍ରହଣ କରିଥାନ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ଝିଅ ଶୁଭ ହୋଇ ନ ଥାନ୍ତି । କିନ୍ତୁ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି । ଏହି ମାସରେ ଜନ୍ମ ଲାଭ କରିଥିବା ଝିଅ ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି । ଏବଂ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରିଥାନ୍ତି ।

4- ସେପ୍ଟେମ୍ବର ମାସ : ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀ ରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏହି 3 ଟି ଗ୍ରହଙ୍କର ମିଳନ ହୋଇଥାଏ । ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ବଳରେ ସବୁ କିଛି ହାସଲ କରିଥାନ୍ତି । ଏମାନଙ୍କ ଜୀବନରେ କେବେ ବି କୌଣସି ଜିନିଷର ଅଭାବ ରୁହେ ନାହିଁ । ଏମାନଙ୍କର ବିବାହ କୌଣସି ଧନୀ ପାତ୍ର ସହ ହୋଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button