ଦେଶ

ତିନି ଦିନ ସଟଡାଉନ ରହିବ ଦିଲ୍ଲୀ! – Ibnodisha

[ad_1]

ନୂଆଦିଲ୍ଲୀ : ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ । ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ । ତେଣୁ ସୁରକ୍ଷା ଦୃଷ୍ଟରୁ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ଏତେବଡ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀ ଟ୍ରାଫିକ ପୋଲିସ ସେପ୍ଟେମ୍ବର ମାସରେ ଚାରି ଦିନ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରିଛି । ଏହି ନିର୍ଦ୍ଦେଶନାମା ଅନୁସାରେ ସେପ୍ଟେମ୍ବର ୭ରୁ ୧୦ ଦିଲ୍ଲୀ ସଟଡାଉନ ରହିବ । ୧୦ତାରିଖ ମଧ୍ୟରାତ୍ରିରୁ ଲୁଟେନ୍ସ ଦିଲ୍ଲୀରେ ବସ ଚଳାଚଳ କରିବ ନାହିଁ । ତେବେ ଏଭଳି ପରିସ୍ଥିତିରେ ଯଦି ଲୋକଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ସେମାନେ ମେଟ୍ରୋରେ ଯାତାୟାତ କରିବେ ।

ପଦାରେ ପଡିଲା ପ୍ରଦୀପଙ୍କ କଳଙ୍କିତ ଚରିତ୍ର; ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button