IBN ଓଡ଼ିଶା ବ୍ୟୁରୋ

ପାଣିରେ ଗୋଟିଏ ଚାମଚ ଲୁଣ ପକାଇ ଗାଧୋଇବା ଦ୍ଵାରା ହୋଇଥାଏ ଏହି ୫ଟି ଅଦ୍ଭୁତ ଲାଭ

ଆମେ ସମସ୍ତେ ଜାଣିଛୁ କି ଖାଇବା ହେଉ କିମ୍ବା ଅନ୍ୟ କିଛି, ସବୁଥିରେ ଲୁଣ ସବୁଠୁ ମହତ୍ଵପୂର୍ଣ ଭୂମିକା ନିଭାଇ ଥାଏ । ଯଦି ବିନା ଲୁଣରେ ଆମେ ତରକାରୀ କରିବା ତେବେ ସେଥିରେ ସ୍ଵାଦ କମ ହୋଇଯାଏ । ସେଥିପାଇଁ ଆମ ଜୀବନରେ ଲୁଣର ବଡ ମହତ୍ଵ ଅଛି । ଏହା ସହିତ ଖାଇବାରେ ଲୁଣ ପକାଇ ଖାଇବା ଦ୍ଵାରା ଆମର ହାଡ ମଜବୁତ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ଏହି ସବୁ ଲାଭ ବ୍ୟତିତ ଲୁଣର ଅନ୍ୟ ବହୁତ ଲାଭ ମଧ୍ୟ ଅଛି । ଆଜି ଆମେ ଏହି ଆର୍ଟିକ୍ଲ ମାଧ୍ୟମରେ ଆପଣଙ୍କୁ ଲୁଣର କିଛି ଖାସ ଲାଭ ବିଷୟରେ କହିବାକୁ ଯାଉଛୁ ।

ପ୍ରାୟତଃ ଲୋକମାନଙ୍କୁ ହାଡରେ ବ୍ୟଥା ଭଳି ସମସ୍ୟା ହୋଇଥାଏ ଏବଂ ଯାହାର ଚିକିସ୍ଛା ପାଇଁ ଲୋକମାନେ ପାଣି ଭଳି ଟଙ୍କା ଖର୍ଚ କରିଥାନ୍ତି । କିନ୍ତୁ ତଥାପି ତାଙ୍କର ସେହି ବ୍ୟଥା ଯାଏ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ମାଗଣା ଏବଂ ଲାଭଦାୟକ ଚିକିସ୍ଛା ଆଣିଛୁ । ଯଦି ଆପଣଙ୍କୁ ହାଡ ସମ୍ବନ୍ଧିତ କିଛି ବି ସମସ୍ୟା ଅଛି ତେବେ ଆପଣ ସବୁଦିନ ଗାଧୋଇବା ପୂର୍ବରୁ ପାଣିରେ ଲୁଣ ପକାଇ ଗାଧାନ୍ତୁ । ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ବଞ୍ଚି ପାରିବେ ।

 

ଯଦି ଆପଣଙ୍କର ସ୍କ୍ରିନ ସବନ୍ଧିତ କିଛି ସମସ୍ୟା ଅଛି ଏବଂ ସେଥିପାଇଁ ଆପଣଙ୍କର ଶରୀରରେ କୁଣ୍ଡେଇ ହେଉଛି ତେବେ ଆପଣ ସବୁଦିନ ପାଣିରେ ଅଳ୍ପ ଲୁଣ ମିଶାଇ କୁଣ୍ଡେଇ ହେଉଥିବା ଜାଗାରେ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସେହି ରୋଗ ଗୁଡିକ ବହୁତ ଜଲ୍ଦି ଭଲ ହୋଇଯିବ ।

 

ଯଦି ଆପଣଙ୍କୁ କୌଣସି ବିଷଧର ପଶୁ କାଟି ଦେଇଛି ତେବେ ଆପଣ ଘରେ ସେହି ଜାଗାରେ ପାଣିରେ ଅଳ୍ପ ଲୁଣ ମିଶାଇ ଲଗାନ୍ତୁ । ଏହା କରିବା ଦ୍ଵାରା ସେହି ଜାଗାରେ ଥିବା ବିଷକୁ ଲୁଣ ବହୁତ ଜଲ୍ଦି ନଷ୍ଟ କରିଦେଇଥାଏ । ଏବଂ ଆପଣଙ୍କୁ ଆରାମ ଲାଗେ ।

 

ଯେଉଁ ଲୋକମାନଙ୍କର ଗୋଡର ଆଣ୍ଠୁରେ ବ୍ୟଥା ଭଳି ସମସ୍ୟା ଅଛି, ତେବେ ସେହି ଲୋକମାନଙ୍କୁ ପାଣିରେ ଲୁଣ ପକାଇ ଗାଧୋଇବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କର ବ୍ୟଥା ସବୁ ବହୁତ ଜଲ୍ଦି ଦୂର ହୋଇଯାଏ ।

 

ଯଦି ଆପଣଙ୍କୁ ବଥ ଭଳି କିଛି ରୋଗ ହୋଇଛି ତେବେ ଏହି ରୋଗରୁ ବଞ୍ଚିବା ପାଇଁ ସବୁଦିନ ଲୁଣ ଥିବା ପାଣିରେ ଗାଧୋଇବା ଉଚିତ । ଏହା ଦ୍ଵାରା ସେହି ରୋଗ ଗୁଡିକ ଭଲ ହୋଇଯାଏ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ ଆଗକୁ ଏହିଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button