ରାଜନୀତି

କଂଗ୍ରେସରେ ଯୋଗଦେବେ ହକି ତାରକା ପ୍ରବୋଧ ତିର୍କୀ – Ibnodisha

[ad_1]

ଭୁବନେଶ୍ୱର : କଂଗ୍ରେସରେ ଯୋଗଦେବେ ହକି ତାରକା ପ୍ରବୋଧ ତିର୍କୀ । ଭାରତୀୟ ହକି ଦଳର ପୂର୍ବତନ ଅଧିନାକୟ ପ୍ରବୋଧ ତିର୍କୀ । କଂଗ୍ରେସରେ ଯୋଗଦେବେ ଦେବେ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ କଂଗ୍ରେସରେ ମିଶିବି । ଅଞ୍ଚଳରେ ବିକାଶ ଓ ଲୋକଙ୍କ ସେବା ପାଇଁ ଚାକିରି ଛାଡ଼ି ଆସିଛି ।

ଆସନ୍ତାକାଲି ପିସିସି ସଭାପତିଙ୍କୁ ଭେଟିବେ । ସଭାପତିଙ୍କୁ ଭେଟି କେବେ ଦିଲ୍ଲୀ ଯାଇ ଯୋଗଦେବି ବୋଲି ନିଷ୍ପତି ନେବୁ । ତଳସରାରୁ କଂଗ୍ରେସ ଟିକଟରେ ବିଧାୟକ ପାଇଁ ଲଢ଼ିବି ବୋଲି କହିଛନ୍ତି ପ୍ରବୋଧ ତିର୍କୀ ।

ସୌମ୍ୟଙ୍କୁ ଚ୍ୟାଲେଞ୍ଜ କଲେ ଅନୁଭବ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button