ରାଜ୍ୟ
କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]
ଭୁବନେଶ୍ୱର: ଜାଭଲିନ ଥ୍ରୋୟର କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରଷ୍କାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଆଥଲେଟିକୁ ଚାମ୍ପିୟନସିପରେ ଚମତ୍କାରିତା ପାଇଁ ପୁରଷ୍କାର ମିଳିଥିବା ସୂଚନା ରହିଛି । ୮୪.୭୭ ମିଟର ଜାଭଲିନ ପିଙ୍ଗି ୫ମ ସ୍ଥାନ ପାଇଥିଲେ କିଶୋର ।
ଛେଳି ଚୋରି ଅଭିଯୋଗରେ ୪ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ ଆଉ ତାପରେ…..
The post କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on ONA KHABAR.
[ad_2]