ସ୍ୱାସ୍ଥ୍ୟ

ରାତି ରେ ଶୋଇବା ଆଗରୁ ମାତ୍ର ୨ ଟା ଲବଙ୍ଗ ଖାଇ କି ସୋଇ ଯାଆନ୍ତୁ, ସକାଳେ ହେବ ଆଶ୍ଚର୍ଯ୍ୟଜନକ ଫାଇଦା

ହୁଏତ ଆପଣ ମାନେ ଜାଣି ନଥିବେ କିନ୍ତୁ ଆୟୁର୍ବେଦ ର ଚମତ୍କାରୀ ଉପଯୋଗୀତା ଯାହା ପୁରାଣ ସମୟ ରୁ ଚାଲି ଆସୁଛି । ଆୟୁର୍ବେଦ ରେ ସବୁ ପ୍ରକାର ତତ୍ୱ ରହିଛି ଓ ସବୁ ରୋଗ ର ପ୍ରତିକାର । ଆସନ୍ତୁ ଜାଣିବା ଲବଙ୍ଗ ବିଷୟରେ ଯାହା କୁ ଆମେ ରୋଷେଇ ରେ ଗୋଟେ ମସଲା ଭାବ ରେ ବେବହାର କରୁ, ଏହାର ର ପ୍ରୟୋଗ ରେ କରିବା ବହୁତ ସ୍ୱାଦିଷ୍ଟ ଆଉ ସୁଗନ୍ଧ ମୟ ହୋଇଥାଏ । ଲବଙ୍ଗ ଭିତରେ ପ୍ରଚୁର ମାତ୍ରା ରେ ଏମିତି ପୋଷକ ତତ୍ୱ ରହିଛି ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ଅଟେ ।

ଆଜି ଆମେ ଆପଣ ଙ୍କୁ ଏମିତି ଏକ ଜବରଦସ୍ତ ଫାଇଦା ବିଷୟରେ କହିବି ଯାହା ଆପଣ ଆଗରୁ ଜାଣି ନଥିବେ:

ପେଟ ରୋଗ ସମ୍ବନ୍ଧୀ ସମସ୍ୟା –

ଲବଙ୍ଗ ଭିତରେ ପ୍ରଚୁର ମାତ୍ର ରେ ଫାଇବର ଓ ଅନ୍ୟ ପୋଷକ ତତ୍ୱ ମିଳିଥାଏ, ଯଦି ଆପଣ ରାତି ରେ ୨ ଟା ଲବଙ୍ଗ ଖାଇ ଗୋଟେ ଗିଲାଶ ପାଣି ପି ଦେଉଛନ୍ତି ତ ପେଟ ସମ୍ବନ୍ଧୀ ସବୁ ରୋଗ ଦୂର ହୋଇଯିବ, ଯେମିତି କି ଗ୍ୟାସ, ଏସିଡ଼ିଟି , କୋଂସ୍ଟିପିଏସନ ସମସ୍ୟା ଆଦି ।

ହାଡ ରେ ହେଉଥିବା ଯନ୍ତ୍ରଣା –

ଯଦି ଆପଣ ଚୋବେଇ ରାତି ସମୟରେ କିଛି ଲବଙ୍ଗ ଖାଇ ଦେଉଛନ୍ତି କିଛି ସମୟ ଭିତରେ ହାଡ ରେ ହେଉଥିବା ଯନ୍ତ୍ରଣା ରୁ ଉପଶମ ମିଳିବ, ଖାସ କରି ବୟସ୍କ ବ୍ୟକ୍ତି ମାନେ ଯାହାଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ରହିଛି ତାଙ୍କ ପାଇଁ ଏହା ସର୍ବୋଉତ୍ତମ ।

 

Related Articles

Leave a Reply

Your email address will not be published. Required fields are marked *

Back to top button