IBN ଓଡ଼ିଶା ବ୍ୟୁରୋ

ଏହି ରାଶିର ପୁରୁଷ ମାନେ ଯୁବତୀଙ୍କୁ ପଟେଇବାରେ ହୋଇଥାନ୍ତି ମାହୀର ! ଖୁବ ଶୀଘ୍ର ଝିଅ ପ୍ରେମରେ ପଡିଯାଇଥାନ୍ତି ।

ଏହି ପୁଅମାନେ ଝିଅ ପଟେଇବାରେ ହୋଇଥାନ୍ତି ଏକ୍ସପର୍ଟ ! ବନ୍ଧୁଗଣ ପ୍ରେମ କାହାଣୀ ବହୁ ପୁରାତନ କାଳରୁ ଏବେ ପର୍ଯ୍ୟନ୍ତ ସେମିତି ଜାରୀ ରହିଛି । ସବୁ ପୁଅ ଏବଂ ଝିଅ ମାନେ ନିଜ ମନ ପସନ୍ଦର ଲଭ ପାର୍ଟନର ବା ଜୀବନସାଥି ପାଇବାକୁ ଚାହିଁଥାନ୍ତି । ହେଲେ ସମସ୍ତଙ୍କୁ ନିଜ ମନ ପସନ୍ଦର ଲଭ ପାର୍ଟନର ମିଳିବା କିନ୍ତୁ ଏତେ ସହଜ ହୋଇନଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ପୁଅ ମାନେ ଝିଅ ପଟେଇବାରେ ଧୁରନ୍ଧର ହୋଇଥାନ୍ତି ।

ମେଷ ରାଶି;- ଏହି ରାଶିର ପୁଅ ମାନେ ଝିଅ ପଟେଇବାରେ ବହୁତ ଆଗୁଆ ରହିଥାନ୍ତି । ଏମାନେ ନିଜ ଉପସ୍ଥିତି ବୁଦ୍ଧିକୁ ପ୍ରୟୋଗ କରି ଝିଅଙ୍କର ମନ କିଣିବାରେ ମାହୀର ହୋଇଥାନ୍ତି । ତେଣୁ ଏହି ରାଶିର ପୁଅ ମାନେ ଖୁବ ଶୀଘ୍ର ନିଜ ମନ ପସନ୍ଦର ଝିଅକୁ ନିଜ ଲଭ ପାର୍ଟନର କରିଦେଇଥାନ୍ତି ।

ମିଥୁନ ରାଶି;- ଏହି ରାଶିର ପୁଅ ବହୁତ ସ୍ମାର୍ଟ ହୋଇଥାନ୍ତି । ଏମାନେ ଝିଅଙ୍କୁ କେମିତି ପଟେଇବେ ସେଥିରେ ସେମାନେ ବହୁତ ଚତୁର ହୋଇଥାନ୍ତି । ଝିଏ ମାନେ ମଧ୍ୟ ଏହି ମିଥୁନ ରାଶିର ପୁଅଙ୍କ ପ୍ରେମରେ ଖୁବ କମ୍ ଦିନରେ ପଡିଯାଇଥାନ୍ତି ।

ତୁଳା ରାଶି;- ଏହି ରାଶିର ପୁଅ ମାନେ ଦେଖିବାକୁ ବହୁତ ହ୍ୟାଣ୍ଡସମ ହୋଇଥାନ୍ତି । ତେଣୁ ଏମାନଙ୍କ ପର୍ସୋନାଲିଟି ଦେଖି ଝିଅ ମାନେ ଫିଦା ହୋଇଯାଇଥାନ୍ତି । ତେବେ ଏହି ରାଶିର ପୁଅ ମାନେ ନିଜ ପାର୍ଟନରକୁ ନୂଆ ନୂଆ ଢଙ୍ଗରେ ଖୁବ ସାରା ପ୍ରେମ ମଧ୍ୟ କରିଥାନ୍ତି ।

କୁମ୍ଭ ରାଶି;- ଏହି କୁମ୍ଭ ରାଶିର ପୁଅ ମାନେ ବହୁତ ମେଳାପୀ ପ୍ରକୃତିର ହୋଇଥାନ୍ତି । ଏମାନେ ସମସ୍ତଙ୍କ ସାଥିରେ ଖୁବ ଶୀଘ୍ର ମିଶିଯାଇଥାନ୍ତି । ତେଣୁ ଝିଅ ପଟେଇବା କି ପ୍ରପୋଜ କରିବାରେ ଏମାନେ କେବେ ମଧ୍ୟ ଲାଜ କରିନଥାନ୍ତି ।

ମୀନ ରାଶି;- ଏହି ରାଶିର ପୁରୁଷ ମାନେ ଝିଅ ମାନଙ୍କୁ ନିଜ ପ୍ରେମରେ ପକାଇବାକୁ ବହୁତ ସାରା ପ୍ରୟାସ କରିଥାନ୍ତି । ଏଥିସହ ନିଜ ମନ ପସନ୍ଦର ଯୁବତୀଙ୍କୁ ସେମାନେ ପାଇବା ପାଇଁ କିଛି ବି କରିପାରନ୍ତି । ଏଥିସହ ଏହି ମୀନ ରାଶିର ପୁଅ ମାନେ ନିଜ ଲଭ ପାର୍ଟନରକୁ ଖୁବ ସହଜରେ ମଧ୍ୟ ପାଇଯାଇଥାନ୍ତି । ଏହି ରାଶିର ପୁଅ ମାନେ ଖୁବ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।

 

ତେବେ ଏହି ପୁଅ ମାନେ ଝିଅ ମାନଙ୍କୁ ଖୁବ ଶୀଘ୍ର ଶୀଘ୍ର ନିଜ ପ୍ରେମରେ ପକେଇ ଦେଇଥାନ୍ତି । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ଏବଂ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ କରିଦେବା ସହ କମେଣ୍ଟ ଓ ଶେୟାର ମଧ୍ୟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button