ରାତି ଦିନ ପାଠ ପଢି ପରୀକ୍ଷା ଦେବା ପରେ ଲିଖିତ ପରୀକ୍ଷା ଓ ପରେ କ୍ୟାଣ୍ଡିଡେଟକୁ ଇଣ୍ଟରଭ୍ୟୁ ପାଇଁ ଡକାଯାଏ । ସେତେବେଳେ ଯାହା ଆପଣଙ୍କୁ ବେଶୀ ଦରକାର ହୋଇଥାଏ ସେଇଟା ହେଉଛି ଆତ୍ମବିଶ୍ୱାସ ଏବଂ ନିଜ ଜ୍ଞାନ ରୁ ଅଧିକ ଭାବିବାର କ୍ଷମତା । ଏହି ପ୍ରଶ୍ନ ଶୁଣି ବହୁତ ଥର ଲୋକମାନେ ଡରି ଯାଆନ୍ତି ନହେଲେ ତାଙ୍କର ଝାଳ ବୋହିବା ଆରମ୍ଭ ହୋଇଯାଏ । କିନ୍ତୁ ଏହି ପ୍ରଶ୍ନ ଗୁଡିକ ବୁଲେଇ ବାଲେଇ ପଚାର ଯାଉଥିବା ସହଜ ପ୍ରଶ୍ନ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ଓ ତାହାର ଉତ୍ତର କହିବୁ ।
ପ୍ରଶ୍ନ :୧
ଭାରତର ପ୍ରଥମ ଆଇ ଏ ଏସ୍ ଅଫିସର ମହିଳା କିଏ ହେଇଥିଲେ?
ଉତ୍ତର :ଅନ୍ନା ରାମଜନ୍ ମାଲହୋତ୍ରା
ପ୍ରଶ୍ନ :୨
ଇଂରାଜୀରେ ଏମିତି କେଉଁ ଶବ୍ଦ କୁ ସବୁବେଳେ wrong ହିଁ ପଢାଯାଏ?
सेପ୍ରଶ୍ନ :୩
ଦୁଇଟି ଘରେ ନିଆଁ ଲାଗିଛି ଗୋଟେ ଧନୀର ଓ ଅଉ ଗୋଟେ ଗରିବ ର ତାହେଲେ ପୁଲିସ କାହା ଘର କୁ ଆଗ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବ?
ଉତ୍ତର : ପୁଲିସ ନିଆଁ ଲିଭାଇବା କାମ କରନ୍ତି ନାହଁ ଏଥିପାଇଁ ଫ୍ୟାୟର ବ୍ରିଗେଡ଼ କୁ ଡାକିବାକୁ ପଡିବ ।
ପ୍ରଶ୍ନ :୪
ମନୁଷ୍ୟର ଆଖିର ଓଜନ୍ କେତେ ଗ୍ରାମ ହୋଇଥାଏ?
ଉତ୍ତର :ମନୁଷ୍ ର ଗୋଟେ ଆଖିର ଓଜନ 8 ଗ୍ରାମ ହୋଇଥାଏ ।
ପ୍ରଶ୍ନ :୫
ଗୋଟେ ପିଲା ପାକିସ୍ତାନ ର ଲାହୋରରେ ଜନ୍ମ ନେଲା କିନ୍ତୁ କିପରି ସେ ପାକିସ୍ତାନୀ ବୋଲି ଗ୍ରହଣୀୟ ନୁହେଁ?
ଉତ୍ତର : ସେ ପିଲା ଜନ୍ମ 1947 ରେ ଲାହୋର ରେ ହୋଇଥିଲା ସେହି ସମୟରେ ଲାହୋର ସହର ସ୍ଥାପିତ ହୋଇନଥିଲା । ତାହେଲେ ସେତେବେଳେ ସେ ଭାରତୀୟ ଥିଲା ।
ପ୍ରଶ୍ନ :୬
ମାଇକେଲ ପିତାଙ୍କର 3 ଟି ପିଲା ଥିଲେ, ପ୍ରଥମ ପିଲାର ନାଁ ମାର୍ଚ ଦ୍ଵିତୀୟ ପିଲାର ନାଁ ଜୁନ ଓ ତୃତୀୟ ପିଲା ର ନାଁ କଣ ଅଟେ?
ଉତ୍ତର :ମାଇକେଲ
ପ୍ରଶ୍ନ : ୭
ରେଳ ଲାଇନ କଡରେ ଲାଗିଥିବା ଡବ୍ଲ୍ୟୁ /ଏଲ୍ (wistel/board) ର ମାନେ କଣ?
ଉତ୍ତର : ଡବ୍ଲ୍ୟୁ /ଏଲ୍ (westel /board) ର ମାନେ ହର୍ଣ୍ଣ ମାରିବା । ଯେଉଁଠି ଏଭଳି ବୋର୍ଡ ଲାଗିଛି ସେ ଜାଗାରେ ହର୍ଣ୍ଣ ମାରିବା ଦରକାର ।
ପ୍ରଶ୍ନ :୮
ମହିଳାଙ୍କ ଏମିତି କୌଣସି ରୂପ ବା ବେଶ ଅଛି ଯାହାକୁ ସମସ୍ତେ ଦେଖିଥିବେ କିନ୍ତୁ ତାଙ୍କ ସ୍ଵାମୀ ଦେଖି ନଥିବେ ।
ଉତ୍ତର : ବିଧବା ବେଶ
ପ୍ରଶ୍ନ :୯
ଜେଡ୍ ର 8 ଗୋଟି ପୁଅ ଅଛନ୍ତି ଓ ତାଙ୍କ ସମସ୍ତ ଙ୍କ ଗୋଟିଏ ଲେଖା ଭଉଣୀ ଅଛି ତାହାଲେ ଜେଡ୍ ର କେତୋଟି ପିଲା ?
ଉତ୍ତର :ଜେଡ୍ ସମୁଦାୟ 9 ଟି ପିଲା ଅଛନ୍ତି ।
ପ୍ରଶ୍ନ : ୧୦
Here ଓ There ମଧ୍ୟରେ କଣ ଫରକ୍ ରହିଛି ?
ଉତ୍ତର :Here ଓ There କେବଳ T ର ଫରକ୍ ଅଛି ।
ତେବେ ଆପଣଙ୍କୁ ଆମର ଏହି ଆର୍ଟିକିଲଟି କିପରି ଲାଗିଲା ଆମକୁ ଜଣାନ୍ତୁ ଓ ଏମିତି ହିଁ କିଛି ନୂଆ ନୂଆ ପୋସ୍ଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।