IBN ଓଡ଼ିଶା ବ୍ୟୁରୋ

କେଉଁ ଦିନ ସହବାସ କଲେ କିପରି ସନ୍ତାନ ଜନ୍ମ ହୁଏ ? ଜାଣନ୍ତୁ ଗୁପ୍ତ କଥା

କେଉଁ ଦିନ ସହବାସ କରିଲେ କିପରି ସନ୍ତାନ ଜନ୍ମ ହୋଇଥାଏ ? ବନ୍ଧୁଗଣ ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ସହ କେଉଁ ଦିନ ସହବାସ କରିଲେ କେଉଁ ଭଳି ସନ୍ତାନ ଜଣ ହୋଇଥାଏ ସେହି ସମ୍ପର୍କରେ ଆଜି ଏଠାରେ ଆଲୋଚନା କରିବା । ଯେତେବେଳେ ମହିଳା ରଜସ୍ଵଳା ହୋଇଥାଏ । ମହିଳା ରଜସ୍ଵଳା ହେବାର 3 ରୁ 4 ଦିନ ପର୍ଯ୍ୟନ୍ତ ମହିଳାଙ୍କ ସହ ସଂଭୋଗ କରିବା ଅନୁଚିତ । ଋତୁମତୀ ହେବାର 4 ଦିନ ପରେ ମହିଳା ସ୍ନାନ କରିବା ପରେ ପୁରୁଷ ନାରୀ ସହ ସଂଭୋଗ କରିପାରିବେ ।

ତେବେ ମହିଳା ଋତୁମତୀ ହେବା ପରେ କେଉଁ ଦିନରେ ସହବାସ କରିଲେ କେଉଁ ଭଳି ସନ୍ତାନ ପ୍ରାପ୍ତ ହୋଇଥାଏ ଜାଣନ୍ତୁ । ମହିଳା ଋତୁମତୀ ହେବାର ପଞ୍ଚମ ଦିନରେ ପୁରୁଷ ସହ ସହବାସ କରିଲେ । ସେଥିରୁ ଜାତ କନ୍ୟା ସୌଭାଗ୍ୟବତୀ ହୋଇଥାଏ । ଷଷ୍ଠ ଦିନରେ ସହବାସ କରିଲେ । ପୁତ୍ର ସନ୍ତାନ ପିତା କି ମାତାଙ୍କ ସ୍ଵଭାବ ଆଣିଥାଏ । ସପ୍ତମ ଦିନରେ ସହବାସ ଦ୍ଵାରା କନ୍ୟା ସୁନ୍ଦର ଓ ବୁଦ୍ଧିମତୀ ହୋଇଥାଏ । ଅଷ୍ଟମ ଦିନରେ ସହବାସ ଦ୍ଵାରା ପୁତ୍ର ଧନବାନ ହୋଇଥାଏ ।

ସହବାସ କରିବା ଦ୍ଵାରା କନ୍ୟା ଭାଗ୍ୟବତୀ ହୋଇ ଜନ୍ମଲାଭ କରିଥାଏ । ଦଶମ ଦିନରେ ସହବାସ କରିବା ଦ୍ଵାରା ସନ୍ତାନ ବେଶ ଗୁଣବାନ ହୋଇଥାଏ । ଏକାଦଶ ଦିନ ସହବାସ କରିବା ଦ୍ଵାରା ଅଧର୍ମୀ କନ୍ୟା ଜନ୍ମ ହୋଇଥାଏ । ଦ୍ଵାଦଶ ଦିନରେ ସହବାସ କରିବା ଦ୍ଵାରା ଗୌର ବର୍ଣ୍ଣ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ତ୍ରୟୋଦଶ ଦିନ ସହବାସ କରିବା ଦ୍ଵାରା କନ୍ୟା ମହାପାପିନୀ ହୋଇ ଜନ୍ମ ହୋଇଥାଏ ।

ଚତୁର୍ଦ୍ଧଶ ଦିନରେ ସହବାସ କରିବା ଦ୍ଵାରା ସୁଶୀଲ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ପଞ୍ଚଦଶ ଦିନ ସହବାସ କରିବା ଦ୍ଵାରା କନ୍ୟା ବହୁତ ସତୀ ହୋଇଥାଏ । ଷୋଡଶ ଦିନ ସହବାସ କରିବା ଦ୍ଵାରା ବୁଦ୍ଧିମାନ ସନ୍ତାନ ଜନ୍ମ ହୋଇଥାଏ । ସପ୍ତଦଶ ଦିନ ଠାରୁ ଅଷ୍ଟବିଂଶ ଅର୍ଥାତ ମହିଳା ଋତୁମତୀ ହେବାର 28 ଦିନ ପର୍ଯ୍ୟନ୍ତ ପୁରୁଷ ସହ ସହବାସ କରିଲେ । ସେହି ସମୟରେ କୌଣସି ସନ୍ତାନ ଜନ୍ମ ହୋଇନଥାନ୍ତି ।

କାରଣ ଡିମ୍ବକୋଷରୁ ଯେଉଁ ଡିମ୍ବଟି ଆସି ଜରାୟୁରେ ଅବସ୍ଥାନ କରିଥାଏ । ଷୋଡଶ ଦିନ ପର ଠାରୁ ଆଉ ଗର୍ଭଧାରଣ କରିବାର ତାହାର କ୍ଷମତା ନଥାଏ । 28 ଦିନ ପରେ ପୁଣି ଥରେ ନାରୀ ରଜସ୍ଵଳା ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button