ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତ ଛିଟା, ବଡ଼ ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ – Ibnodisha

[ad_1]

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆନ୍ତର୍ଗତ ଅଢେଇବର ଗାଁରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବଡ଼ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ ଘଟିଛି।

ବିଚ୍ ରାସ୍ତାରେ ସାନଭାଇକୁ ଖଣ୍ଡାରେ ହାଣି ବଡଭାଇ ହତ୍ୟା କରିଛି। ଏନେ ସୂଚନା ଦେଇଛନ୍ତି ଥାନାଧିକାରୀ। ମୃତକ ସାନଭାଇଙ୍କ ନାଁ କାଳୁ ନାହାକ ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button