ସକାଳୁ ସକାଳୁ ବାସି ରୁଟି ଖାଇବା ର ଫାଇଦା ଜାଣିଲେ ପାଦ ତଳୁ ମାଟି ଖସିଯିବ – ମୂଳରୁ ଶେଷ ହେବ ଏହି 4 ଟି ରୋଗ
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବାସୀ ଖାଦ୍ୟ ଶରୀର ପାଇଁ ହା-ନି-କା-ର-କ ଅଟେ । କିନ୍ତୁ କିଛି ବାସୀ ଖାଦ୍ୟ ଏଭଳି ରହିଛି ଯାହା ଶରୀର କୁ କୌଣସି ହା-ନୀ ପହଞ୍ଚାଇ ନଥାଏ, ବରଂ ତାହା ଶରୀର ପାଇଁ ଲାଭଦାୟୀ ହୋଇଥାଏ । ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି ଗହମ । ପ୍ରାୟତଃ ଘରେ ଗହମ ରେ ତିଆରି ରୁଟି ହୋଇଥାଏ । ଅଧିକାଂଶ ସମୟ ସେହି ରୁଟି ବଳକା ରହିଯାଏ ଏବଂ ତାକୁ ପଶୁ ପକ୍ଷୀ ଙ୍କୁ ଦେଇ ଦିଅନ୍ତି ଅଥବା ଫୋପାଡ଼ି ଦିଅନ୍ତି । କିନ୍ତୁ ଯଦି ଆପଣ ସେହି ବାସୀ ରୁଟି କୁ ଖାଇବେ ତେବେ ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାସୀ ରୁଟି ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ଯଦି ଆପଣ ରାତି ରେ ତିଆରି କରିଥିବା ରୁଟି ବଳକା ରହି ଯାଇଛି, ତେବେ ସେହି ରୁଟି କୁ ବାହାରେ ପକାନ୍ତୁ ନାହିଁ । ଆପଣ ସେହି ବାସୀ ରୁଟି କୁ କ୍ଷୀର ରେ ଭିଜାଇ ରଖି ଦିଅନ୍ତୁ ଏବଂ ତାକୁ ସେବନ କରନ୍ତୁ । ଏହିପରି ଖାଇବା ବିଶେଷ କରି ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଡାଇବେଟିସ ରୋଗୀ ଙ୍କ ଶରୀର ରେ ଇନ୍ସୁଲୀନ ର ଅଭାବ ଥାଏ । ଯଦି ବାସୀ ରୁଟି କୁ କ୍ଷୀର ସହିତ ଭିଜାଇ ଖାଇବେ ତେବେ ଏହା ଶରୀର ରେ ଧୀରେଧୀରେ ପ୍ରାକୃତିକ ଉପାୟ ରେ ଇନ୍ସୁଲୀନ ତିଆରି କରିଥାଏ । ଯାହାଦ୍ୱାରା ୩ ମାସ ମଧ୍ୟରେ ଆବଶ୍ୟକ ମାତ୍ରାରେ ଇନ୍ସୁଲୀନ ତିଆରି ହୁଏ ଏବଂ ଡାଇବେଟିସ ରୋଗ ରୁ ସବୁଦିନ ପାଇଁ ମୁ-କ୍ତି ମିଳିଥାଏ ।୨. ଯଦି ଆପଣଙ୍କ ଶରୀର ରେ ଆଣ୍ଠୁ ଗଣ୍ଠି ବି-ନ୍ଧା ସମସ୍ୟା ରହୁଛି ଏବଂ ଯ-ନ୍ତ୍ର-ଣା ହେଉଛି, ଏହା ସହିତ ଯଦି ଶରୀରର କୌଣସି ଅଙ୍ଗ ଫୁଲି ଯାଉଛି ତେବେ ଆପଣ ବାସୀ ରୁଟି ର ସେବନ କରନ୍ତୁ । ଶରୀର ରେ ଏଭଳି ଯ-ନ୍ତ୍ର-ଣା ର ମୁଖ୍ୟ କାରଣ ହେଉଛି ପେଟ ରେ ହେଉଥିବା ଗ୍ୟାସ । ତେଣୁ ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଆପଣଙ୍କୁ ଗ୍ୟାସ ହେବ ନାହିଁ ଏବଂ ଶରୀର ରେ କୌଣସି ଯ-ନ୍ତ୍ର-ଣା ମଧ୍ୟ ହେବ ନାହିଁ ।
୩. ଯଦି ଆପଣଙ୍କ ପାଚନ କ୍ରିୟା ରେ ସମସ୍ୟା ରହିଛି ତେବେ ଆପଣ ବାସୀ ରୁଟି କୁ କ୍ଷୀର ସହିତ ଖାଆନ୍ତୁ । କାରଣ ଏଥିରେ ଫାଇବର ର ମାତ୍ରା ଅଧିକ ରହିଥାଏ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଏବଂ ପାଚନ ତ-ନ୍ତ୍ର ମଜବୁତ ହୋଇଥାଏ ।୪. ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଏହାଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇ ପାରିବ । ବାସୀ ରୁଟି କୁ କ୍ଷୀର ସହିତ ଖାଇବା ଦ୍ବାରା ଏହା ଆମ ମେଟାବୋଲିଯିମ କୁ ବୁଷ୍ଟ୍ କରିଥାଏ । ଯାହାଦ୍ଵାରା ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ଯେଉଁମାନେ ଜିମ୍ ଯାଉଛନ୍ତି ଅଥବା ଏକ୍ସରସାଇଜ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବାସୀ ରୁଟି ଲାଭଦାୟୀ ହୋଇଥାଏ । ଏହା ସହିତ ବାସୀ ରୁଟି ଖାଇବା ଦ୍ବାରା ଏହା ଆମ ଶରୀରର ତାପମାତ୍ରା କୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ଲୁ ଭଳି ସମସ୍ୟା ରୁ ମୁ-କ୍ତି ମିଳିଥାଏ ଏବଂ ଏହାଦ୍ବାରା ହା-ର୍ଟ ଆ-ଟା-କ ହେବାର ସମ୍ଭାବନା ମଧ୍ୟ ବହୁତ କମ ଥାଏ ।