ସ୍ୱାସ୍ଥ୍ୟ ଆପଣ ବାସୀ ମୁହଁରେ ପାଣି ପିଉଛନ୍ତି କି, ତେବେ ପଢନ୍ତୁ ଏହି ଖବର
ବନ୍ଧୁଗଣ ଆଜି ଆମେ ଏକ ମହତ୍ବପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ଯାହା ଦ୍ୱାରା ଆମେ ଜାଣିପାରିବା ସକାଳ ସମୟରେ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ । ବନ୍ଧୁଗଣ ପାଣି ଆମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ । କିନ୍ତୁ ଆମେ ବାସୀ ମୁହଁରେ ଯଦି ପାଣି ପିଇଥାଉ ତା ହେଲେ ଆମେ ମୁହଁରେ ଥିବା ବାସୀ ଲାଳ ଆମ ପେଟକୁ ଯାଇଥାଏ ଏବଂ ଏହା ଆମକୁ ଅନେକ ରୋ-ଗ-ରୁ ବଞ୍ଚାଇ ଥାଏ । ବନ୍ଧୁଗଣ ଆମ ପାଟିରେ ହେଉଥିବା ଲା-ଳ ଏପରି ଏକ ତରଳ ପଦାର୍ଥ ଅଟେ ଯାହା ଆ-ନ୍ଟି-ସେ-ପ୍ଟି-କ ପରି କାମ ଦେଇଥାଏ । ପାଣି ଆପଣ ମାନଙ୍କ ଚ-ର୍ମ-ରେ ଅନେକ ରୋ-ଗ-କୁ ଦୂର କରିଥାଏ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସକାଳୁ ବାସୀ ମୁହଁରେ ପାଣି ପିଇବାର ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପାଣିର ଉପକାରିତା ବିଷୟରେ ।
୧. ବନ୍ଧୁଗଣ ସକାଳ ସମୟରେ ବାସୀ ମୁହଁରେ ଦୁଇ ଗ୍ଳାସ ପାଣି ପିଇବା ଦ୍ଵାରା ଶରୀର ମଧ୍ୟରେ ଥିବା ଅଙ୍ଗ ଗୁଡିକ ଆକ୍ଟିଭ ହୋଇଯାନ୍ତି ଏବଂ ଆପଣଙ୍କ ଚେହେରାରେ ଗ୍ଲୋ ଆସିଥାଏ । ଏହା ସହିତ ଶରୀରରେ ଥିବା ସମସ୍ତ ବି-ଷା-କ୍ତ ପଦାର୍ଥ ସଫା ହୋଇ ଯାଇଥାଏ । ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।
୨. ବନ୍ଧୁଗଣ ରାତିରେ ଶୋଇବା ସମୟରେ ଗୋଟେ ଗ୍ଳାସ ପାଣି ପିଇବା ଦ୍ଵାରା ହା-ର୍ଟ-ଆ-ଟା-କ ପରି ସମସ୍ୟା ଦୂର ହୋଇଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଶରୀରର ତାପମାତ୍ରା ଠିକ ରହିଥାଏ ଏବଂ ଏହା ହା-ର୍ଟ-ଟା-କ ଠାରୁ ବଞ୍ଚାଇ ଥାଏ ।
୩. ବନ୍ଧୁଗଣ ଗାଧୋଇବା ପୂର୍ବରୁ ଯଦି ଆପଣ ଗୋଟେ ଗ୍ଳାସ ପାଣି ପିଇବେ ତା ହେଲେ ଆପଣ ଉ-ଚ୍ଚ-ର-କ୍ତ ଚାପ ପରି ସମସ୍ଯା ଠାରୁ ମୁ-କ୍ତି ପାଇ ପାରିବେ । ଯଦି କାହାର ଉଚ୍ଚ ର-କ୍ତ ଚାପ ଆଦି ସମସ୍ୟା ରହୁଛି ତା ହେଲେ ସେମାନଙ୍କୁ ମଧ୍ୟ ଏହାର ନିର୍ଦେଶ ଦିଅନ୍ତୁ ।
୪. ବନ୍ଧୁଗଣ ଯଦି ଆପଣ ସନ୍ଧ୍ୟା ସମୟରେ ଜଳଖିଆ କରୁଛନ୍ତି ତା ହେଲେ ତାହା ପୂର୍ବରୁ ନିଶ୍ଚୟ ଗୋଟେ ଗ୍ଳାସ ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଦୁଇଟି ଫଳ ମିଳିବ । ପ୍ରଥମଟି ହେଉଛି ପାଣି ପିଇବା ଦ୍ଵାରା ଆପଣ ଅଧିକ ଜଳଖିଆ କରିପାରିବେ ନାହିଁ । ଯାହା ଦ୍ୱାରା ଆପଣ ମୋଟାପଣର ଶିକାର ହେବେ ନାହିଁ । ଏହାର ଦ୍ଵିତୀୟ ଫଳ ହେଉଛି ଆପଣ ଯାହା ଖାଉଛନ୍ତି ତାହା ନିଶ୍ଚୟ ତେଲରେ ତିଆରି ହୋଇଥିବ । ଯଦି ଆପଣ ଖାଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ପିଇବେ ତେବେ ଆପଣଙ୍କର ଖାଦ୍ୟ ମଧ୍ୟ ହଜମ ହୋଇଯିବ ଓ ଆପଣ ସୁସ୍ଥ ରହିବେ ।