ରାଜ୍ୟ

କଣ୍ଟିଜେନ୍ସି ପ୍ଲାନ କରାଯାଇଛି: ଏସ୍‌ଆର୍‌ସି – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା । ଗଞ୍ଜାମରେ ୪୦% ନିଅଣ୍ଟିଆ ବର୍ଷା, ଆଉ କିଛି ଜିଲ୍ଲାରେ ବି ନିଅଣ୍ଟିଆ ବର୍ଷା । ସେପ୍ଟେମ୍ବରରେ ଭଲ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି ।  ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି ପ୍ଲାନ କରାଯାଇଛି । କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେଉଥିବା କହିଲେ ଏସ୍‌ଆର୍‌ର୍ସି ।

କଣ ପାଇଁ ପାଳନ କରାଯାଏ ରକ୍ଷା ବନ୍ଧନ ଆସନ୍ତୁ ଜାଣିବା….

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button