Uncategorized

ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା, ସବୁଦିନ ପାଇଁ ହୋଇଯିବ ଭଲ ବାସ କରନ୍ତୁ ଏହି Home Remedy !

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆଣ୍ଠୁ ଗଣ୍ଠି ସମସ୍ୟା ଓ ଅନ୍ୟ ବିନ୍ଧା ବିନ୍ଧି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରି ଘରୋଇ ଉପଚାର ବିଷୟରେ। ଦର୍ଶକ ବନ୍ଧୁ ଆଜିର ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ।

ତାହା ହେଉଛି ରାଶି ବା ଖସା ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଧଳା ଖସା ଆବଶ୍ୟକତା ପଡ଼ିବ ତାପରେ ଆପଣ ଏହାକୁ ପେଶି ପାଉଡଅର୍ ଏହା ପରେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ପାଣି ଶେଷରେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ଅଲ୍ମଣ୍ଡ ବା ବାଦାମ ଏହା ପରେ ଆପଣ ଏହାର ଚୋପା ଛଡାଇ ଛୋଟ ଛୋଟ କରି କଟି ଦିଆନ୍ତୁ ।

ଏବେ ଆପଣ ଏକ ଗ୍ଲାସ୍ ପାଣିରେ ଗୁଣ୍ଡ ଖସା ସହିତ କଟା ବଡ଼ ପକାଇ ୩ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଯାଇ ଛାଡି ଦିଅନ୍ତୁ ତାପରେ ଏହାକୁ ମିଶାଇ ପିଅନ୍ତୁ ଦେଖିବେ ଆପଣଙ୍କ ଦେହରେ କ୍ୟାଲସିୟମ ଅଭାବ ରହିବା ନାହିଁ ।

ଏହାର ନିୟମିତ ସେବନ ଦ୍ଵାରା ଆପଣଙ୍କ ଦେହର କ୍ୟାଲସିୟମ ଅଭାବ ଦୂର ହେବ ସହିତ ଆପଣଙ୍କ ଆଣ୍ଠୁ, ଗଣ୍ଠି ଓ ଅଣ୍ଟା ଆଦି ବିନ୍ଦା ବିନ୍ଦି ସମସ୍ୟା ମଧ୍ୟ ସବୁ ଦିନ ପାଇଁ ଶେଷ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button