7 ଦିନ ଏହାକୁ ସେବନ କରନ୍ତୁ, ଆଁଠୁ ଗଣ୍ଠି ବିନ୍ଧା, କିଡନୀ, ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ସମସ୍ଯା ଦୂର ହେବ…

ଏହି ରେମେଡି ଥରେ ବନାଇବା ପାଇଁ 3ରୁ 4ଟି ତେଜପତ୍ର ନିଅନ୍ତୁ । ଏକ ପ୍ୟାନରେ 3ରୁ 4 ଗ୍ଳାସ ପାଣି ନେଇ ଏହି ପତ୍ରକୁ ଛିଡାଇ ପକାନ୍ତୁ । ଏବେ 30 ମିନିଟ ଯାଏଁ ସେମିତି ଭିଯାଇ ରଖନ୍ତୁ । ଶରୀରରେ ଯେଉଁ ଜାଗାରେ ଫୁଲା ହେଉ ବା ଆଁଠୁ ଅଣ୍ଟା ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେଜପତ୍ର ପେନକ୍ଲିୟର ଭଳି କାମ କରିଥାଏ । ଏହା ଛଡା ଆଣ୍ଠୁ ଗଣ୍ଠି ଫୁଲା ହୋଇଥିଲେ ତେଜପତ୍ରରେ ଲବଙ୍ଗ ବାଟି ଏହାର ଲେପ ଲଗାଇବା ଦ୍ଵାରା ଫୁଲା କମ ହୋଇଯାଏ ।
ଏହା ସହ ଭୋକ କୁ ମଧ୍ୟ କଣ୍ଟ୍ରୋଲରେ ରଖିଥାନ୍ତି । ତେଜପତ୍ରର ପାଣି ମୋଟାପଣ କମ କରିବାରେ ସାହାର୍ଯ୍ୟ କରିବ । ତେଜପତ୍ର ର ପାଣି ପିଇବା ଦ୍ଵାରା ନିଦ ଭଲ ଆସିଥାଏ । ଡାଇବେଟିସ ପାଇଁ ମଧ୍ୟ ତେଜପତ୍ର ବହୁତ ଲାଭଦାୟକ ଅଟେ । ଯେଉଁ ମାନଙ୍କର ଅଧିକ ମୁଣ୍ଡ ବିନ୍ଧା, କାଶ, ଥଣ୍ଡା ହେଉଥାଏ ତେବେ ତେଜପତ୍ରର ପାଣି ସହାୟକ ହୋଇଥାଏ ।
କୀଡନି ସମ୍ବଧିତ ସମସ୍ଯା ପାଇଁ ତେଜପତ୍ର ପାଣି ଲାଭଦାୟକ ଅଟେ । ତେଜପତ୍ର ଭିଜିଲା ପରେ ପାଣିକୁ ଗରମ କରନ୍ତୁ । ଏହାପରେ ସେଥିରେ ଏକ ଚାମଚ ପାନମଧୁରୀ ମିଶାନ୍ତୁ । ପାନମଧୁରୀ ହଜମ ପାଇଁ ବହୁତ ଲାଭଦାୟକ ଅଟେ । ଏହା ଡାଇଜେସନ କୁ ଠିକ କରିବା ସହ ଗ୍ଯାସ ଭଳି ସମସ୍ୟାକୁ ଠିକ କରିଥାଏ ।
ଏହାକୁ ଧିମା ଆଞ୍ଚ ରେ ପାଣି ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ନ ହୋଇଛି । ପାଣି ଫୁଟିବା ପରେ ଏହାକୁ ଛାଣି ନିଅନ୍ତୁ । ଏହାକୁ ହରବଲ ଟି ମଧ୍ୟ କହି ପାରିବେ । ଏହି ଡ୍ରିଂକ କୁ ଚାହା ପିଇବା ସମୟରେ ଲଗାତାର ସେବନ କରନ୍ତୁ । ତାପରେ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ରେ ହେଉଥିବା କଷ୍ଟ, ଫୁଲା ସମସ୍ଯା ଠିକ ହେବ ।
ଯେଉଁ ମାନଙ୍କୁ ଡାଇବେଟିସ, କୋଲେଷ୍ଟ୍ରୋଲ ଅଛି ସେମାନେ ଏହାର ସେବନ କରି ପାରିବେ । କୀଡନୀ ଷ୍ଟୋନ ସମାସ୍ୟା ଥିଲେ ଏହା ସେବନ କରି ପାରିବେ । ମୋଟାପଣ ଶେଷ ହେବ ଓ ଯେଉଁ ମାନଙ୍କୁ ଭୁଲିବା ରୋଗ ଅଛି ସେମାନେ ଏହାର ସେବନ କରି ପାରିବେ ।
ଦିନକୁ ଥରେ ଏହାର ସେବନ କରିବାକୁ ହେବ । 2 ସପ୍ତାହ ମଧ୍ୟରେ ଆପଣ ରେଜଲ୍ଟ ଦେଖିବାକୁ ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।