ଫୁସଫୁସ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 5 ଟି ସଂକେତ, ଜାଣି ନ ପାରିଲେ …
ପ୍ରକତ୍ଯେକ ବ୍ୟକ୍ତି ଙ୍କର ଏହା ଇଛା ଥାଏ କି ସେ ଅଧିକ ରୁଅ ଧିକ ଦିନ ପର୍ଯ୍ୟନ୍ତ ଯେପରି ସୁଖୀ ଓ ସ୍ଵସ୍ଥ ହୋଇ ରହୁ । ଏହା ପାଇଁ ମଣିଷ କେତେ କଣ ଉପାୟ ମନ ମଧ୍ୟ କରିଥାଏ । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳତାର ଜୀବନ ଓ ତାହାସହ ବର୍ତମାନ ଖାଦ୍ୟ କିଛି ଏପରି ହୋଇ ଯାଇଛି, ଯାହା ର କାରଣ ରୁ ମଣିଷ ନିଜ ଶରୀର ର ଠିକ ଭାବରେ ଯତ୍ନ ନେଇ ମଧ୍ୟ ପାରୁ ନାହିଁ ।
ଅନେକ ଥର ରୋଗ ର ଲକ୍ଷଣ ମାନ ନ ଜାଣି ପାରିବା ଯୋଗୁଁ ବ୍ୟକ୍ତି ଠିକ ସମୟ ରେ ଠିକ ଭାବରେ ଚିକିତ୍ସା ଆରମ୍ଭ କରି ପରେ ନାହିଁ ଓ ଫଳରେ ମୃତ୍ୟୁ ର ନିକଟତର ମଧ୍ୟ ହୋଇଯାଏ । ବନ୍ଧୁଗଣ ଫୁସଫୁସ ଆମ ଶରୀରର ଏକ ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଅଙ୍ଗ ହୋଇଥାଏ । ଏହା ମଣିଷ କୁ ଶ୍ଵାସ ନେବା ଆଣିବାରେ ସାହାର୍ଯ୍ୟ କରିଥାଏ । ପ୍ରତିବର୍ଷ ଲକ୍ଷେ ରୁ ଅଧିକ ଫୁସଫୁସ ଖରାପ ରୋଗ ରୁ ପୀଡିତ ହୋଇଥାନ୍ତି ।
ଆମ ଶରୀର ରେ ଯେତେବେଳେ କିଛି ରୋଗ ହୁଏ ସେତେବେଳେ ଆମକୁ କିଛି ସଂକେତ ମାନ ମିଳିଥାଏ । କିନ୍ତୁ ଫୁସଫୁସ ଖରାପ ହେଲେ ସହଜ ରେ କୌଣସି କିଛି ସଂକେତ ଜଣା ପଡି ନଥାଏ । ଏହାର ଅନେକ ଧୀରେ ଧୀରେ ହୋଇ ଖରାପ ହୋଇଥାଏ । ଏହି ଫୁସଫୁସ ଜନିତ ରୋଗ କେବଳ ବୟସ୍କ ନୁହେଁ ଅପିତୁ ଯୁବା ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ ।
ଖରାପ ହେବାର ପ୍ରଥମ ଲକ୍ଷଣ ଟି ହେଉଛି ଶ୍ଵାସ ନେବା ରେ କଷ୍ଟ ଅନୁଭବ ହୋଇଥାଏ । ଦ୍ଵିତୀୟ ରେ ଛାତି ରେ ଯନ୍ତ୍ରଣା ଦେଖା ଦେବା ଆରମ୍ଭ ହୁଏ । ତୃତୀୟ ରେ ଲଗାତାର ବାରମ୍ବାର କାସ ହେବା ଆରମ୍ଭ ହୋଇଯାଏ । ବନ୍ଧୁଗଣ କାଶ ହେବା ଏକ ସାମାନ୍ଯ ପ୍ରଣାଳୀ ହୋଇଥାଏ । କିନ୍ତୁ ବିନା କାରଣ ରେ ବହୁ ଦିନ ଧରି କାସ ହେଲେ ଏହାକୁ ଅଣଦେଖା ନ କରି ଯଥା ଶୀଘ୍ର ଡାକ୍ତର ଙ୍କ ସହ ପରାମର୍ଶ ଯାଇ କରି ନେବା ଉଚିତ ।
ଚତୁର୍ଥ ରେ ଫୁସଫୁସ ରେ ଯଦି କିଛି ଅସୁବିଧା ହୁଏ, ତେବେ ଏହାର ପ୍ରଭାବ ରେ ହାତ ଗୋଡ ରେ ମଧ୍ୟ ଯନ୍ତ୍ରଣା ଦେଖା ଦେଇଥାଏ । ତ୍ଵଚା ଜନିତ ସମସ୍ଯା ଦେଖା ଦେବା ଏକ ସାମାନ୍ଯ ବିଷୟ ଅଟେ, କିନ୍ତୁ ଫୁସଫୁସ ଜନିତ ସମସ୍ଯା ରୁ ତ୍ଵଚା, ଚର୍ମ ତଥା ନଖ ରେ ରଙ୍ଗ ପରିବର୍ତ୍ତନ ହେବା ପରି ଦେଖା ଦେଇଥାଏ ।