IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀଙ୍କ ଦିୱାନା ହୋଇଥାନ୍ତି ଏହି 4 ଟି ନାମର ପୁରୁଷ, ସ୍ତ୍ରୀକୁ ରଖନ୍ତି ରାଣୀ ପରି

। ସୂଚନା ଅନୁସାରେ ପ୍ରତ୍ଯେକ ପୁରୁଷ ଓ ନାରୀ ନିଜ ଜୀବନରେ ଜଣେ ଭଲ ଜୀବନସାଥିଟିଏ ପାଇବା ପାଇଁ ଇଛା କରିଥାଏ । ସେମାନେ ତାଙ୍କ ଜୀବନର ସବୁ କିଛି କଥା ଓ କାର୍ଯ୍ୟ ତାଙ୍କ ଜୀବନସାଥି ସହିତ କରିବାକୁ ଓ କହିବାକୁ ପସନ୍ଦ କରିଥାନ୍ତି । ଆଜି ଆପଣ ମାନେ ଏପରି ୪ ନାମର ପୁଅ ମାନଙ୍କ ବିଷୟରେ ଜାଣିବାକୁ ପାଇବେ । ଯେଉଁ ମାନେ ତାଙ୍କ ଜୀବନସାଥି ତଥା ତାଙ୍କ ସ୍ତ୍ରୀ ପାଇଁ ଦିୱାନା ହୋଇଥାନ୍ତି ।

 

ପ୍ରଥମେ ହେଉଛି A ଅକ୍ଷରରୁ ଆରମ୍ଭ ନାମର ପୁରୁଷ ଯେଉଁ ମାନେ ନିଜ ସ୍ତ୍ରୀ ପ୍ରେମରେ ପାଗଳ ହୋଇଯାଇଥାନ୍ତି । ନିଜ ସ୍ତ୍ରୀର ଉପଯୁକ୍ତ ଯତ୍ନ ନେବା ଓ ତାର ଛୋଟ ଛୋଟ କଥାର ଧ୍ୟାନ ରଖିବାକୁ A ନାମର ପୁଅ ମାନେ ବହୁତ ପସନ୍ଦ କରିଥାନ୍ତି । ଏମାନଙ୍କ ଆଗରେ ନିଜ ସ୍ତ୍ରୀ ଠୁ ଅଧିକ ଅନ୍ୟ କାହାକୁ ଭାବିନଥାନ୍ତି ।

ଯେଉଁ ପୁରୁଷଙ୍କର ନାମର ଆରମ୍ଭ K ଅକ୍ଷରରୁ ଆରମ୍ଭ ହୋଇଥାଏ । ଏହି ନାମର ପୁରୁଷ ମାନେ ଜିଦି ସ୍ଵଭାବର ହୋଇଥାନ୍ତି କିନ୍ତୁ ବିବାହ ପରେ ଏମାନଙ୍କ ସ୍ଵଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେମାନେ ତାଙ୍କ ସ୍ତ୍ରୀର ସମସ୍ତ କଥାକୁ ମାନିଥାନ୍ତି । ନିଜ ଜୀବନଠୁ ଅଧିକ ନିଜ ସ୍ତ୍ରୀକୁ ଭଲ ପାଇଥାନ୍ତି ।

 

ଯେତେ ମଧ୍ୟ ରାଗିଥିବା ଅବସ୍ତାରେ କାହା କଥାକୁ ଗୁରୁତ୍ଵ ନଦେଉଥିବା ସମୟରେ ମଧ୍ୟ ତାଙ୍କ ସ୍ତ୍ରୀ ର କଥାକୁ ସେମାନେ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି । ଯେଉଁ ପୁରୁଷଙ୍କ ନାମର ଆରମ୍ଭ P ଅକ୍ଷରରୁ ହୋଇଥାଏ । ସେମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି । ସେମାନେ ସର୍ବଦା ନିଜ ସ୍ତ୍ରୀ ଛଡା ଅନ୍ୟ କେଉଁ ମହିଳା କଥା ସ୍ଵପ୍ନରେ ସୁଧା ଭାବିନଥାନ୍ତି । ଯେଉଁ କାରଣରୁ ଏମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲ ରହିଥାଏ ।

ଏହା ସହିତ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ । ଏହି P ନାମର ପୁରୁଷ ମାନେ ନିଜର ସଚୋଟ ପଣିଆ ସ୍ଵଭାବ କାରଣରୁ ନିଜ ଜୀବନସାଥି ତଥା ଅନ୍ୟ ମାନଙ୍କ ସାମ୍ନାରେ ମଧ୍ୟ ଭଲ ହୋଇରହିଥାନ୍ତି । ଯେଉଁ ପୁରୁଷ ନାମର ଆରମ୍ଭ R ଅକ୍ଷରରୁ ଆରମ୍ଭ ହୋଇଥାଏ । ସେହି ପୁରୁଷ ମାନେ ନିଜ ସ୍ତ୍ରୀକୁ ଅତ୍ୟନ୍ତ ଭଲ ପାଇଥାନ୍ତି ।

 

ଏହା ସହିତ ସେମାନେ ନିଜ ପ୍ରେମ ତଥା ଜୀବନସାଥି ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ସବୁ ପରିସ୍ଥିତିରେ ନିଜ ପାର୍ଟନର ସହିତ ସାଥି ହୋଇ ଛିଡା ହେବାକୁ ଭଲ ପାଇଥାନ୍ତି । ଏଥିପାଇଁ ଏହି ପୁରୁଷ ମାନଙ୍କୁ ତାଙ୍କ ସ୍ତ୍ରୀ ମାନେ ମଧ୍ୟ ବହୁତ ଭଲ ପାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button