Uncategorized

Health କ୍ୟାନ୍ସର ରୋଗ ପାଇଁ ପ୍ରକୃତିର ଅମୂଲ୍ୟ ବରଦାନ, ଖାଆନ୍ତୁ ଏହି ଚାଉଳ ଜୀବନରେ କେବେ ବି ହେବ ନାହିଁ

ଯାଞ୍ଚ ରୁ ଜଣା ପଡିଛି କି ପୃଥିବୀର ଅଧିକ ରୁ ଅଧିକ ରୋଗ ବର୍ତ୍ତମାନ ର ସମୟରେ କ୍ୟାନସର ରୋଗ ରେ ପିଡିତ ହୋଇ ଅଛନ୍ତି । ଆମ ଦେଶ ର କେତେ କେତେ ଲୋକ ମଧ୍ୟ ଏହି ରୋଗ ର କାରଣ ରୁ ମୃତ୍ୟୁ କୁ ପ୍ରାପ୍ତ ହେଉଛନ୍ତି । ସବୁଠାରୁ ବଡ ବିଷୟ ଏହାକି ବର୍ତ୍ତମାନ ର ସମୟ ରେ ବିଜ୍ଞାନ ଏତେ ମାତ୍ରାରେ ଉନ୍ନତି କରି ମଧ୍ୟ ଏହି କ୍ୟାନସର ରୋଗ କୁ ମୂଳ ଭଲ କରିଲା ଭଳି କୌଣସି ଔଷଧ ବାହାର କରି ପାରି ନାହିଁ ।

 

କିନ୍ତୁ ବନ୍ଧୁଗଣ ଆମ ସଂସାର ରେ ଯେତେ ସବୁ ରୋଗ ବ୍ୟାଧି ରହିଛି, ସେହି ସବୁର ଔଷଧ କୁ ପ୍ରକୃତି ରାଣୀ ନିଜ ଦେହ ରେ ଔଷଧ ରୂପୀ ଗଛ ଲତା, ଜଡିବୁଟି ମାଧ୍ୟମ ରେ ନିଜ ଦେହ ରେ ଧାରଣ କରି ରଖିଛି । ଏପରି ରେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ବିଷୟ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଏକ ଏପରି ଧାନ ରହିଛି, ଯାହା ଦ୍ଵାରା କ୍ୟାନସର ରୋଗ ରୁ ରକ୍ଷା ପାଇ ହେବ ।

ବନ୍ଧୁଗଣ ଏହି ଧାନ କୁ କଳାବତୀ ବୋଲି କୁହାଯାଉଛି । ଏହା ଆମ ଓଡିଶା ରାଜ୍ୟ ର କୋରାପୁଟ ଅଞ୍ଚଳ ରେ ଏହି ଧାନ ବହୁଳ ପରିମାଣ ରେ ଉତ୍ପାଦନ କରା ଯାଉଛି । ବନ୍ଧୁଗଣ ଏହି ଧାନ ରେ କିଛି ଏପରି ଗୁଣ ରହିଅଛି କି ଏହା କେବଳ କ୍ୟାନସର ନୁହେଁ, ଅପିତୁ ମଧୁମେହ ପରି ରୋଗ କୁ ମଧ୍ୟ ମୂଳ ରୁ ଭଲ କରି ଦେଇ ପାରିବ ।

 

କିଛି ଲୋକ ଏହି ଧନ କୁ କଳାବତୀ କହୁଥିବା ସମୟ ରେ କିଛି ଲୋକ ଏହାକୁ କଳା ବଇଁଶି ବୋଲି ମଧ୍ୟ କହୁଛନ୍ତି । ଏହି କଳା ଧନ ର ମୂଲ୍ୟ ୨୦୦ ରୁ ୩୦୦ ଥିବା ସମୟ ରେ ବଜାର ରେ ଏହି କଳା ଚାଉଳ ର ମୂଲ୍ୟ ପ୍ରାୟ ୪୦୦ ରୁ ୫୦୦ ଟଙ୍କା ରେ ବିକ୍ରି ହେଉଛି । ଏହି କଳାବତୀ ବା କଳା ବଇଁଶି ହେଉଛି ଏକ ପୁରୁଣା ଦେଶୀୟ ଧାନ ।

ଏଥିରୁ ଯେଉଁ ଚାଉଳ ତି ପ୍ରସ୍ତୁତ ହୋଇଥାଏ ସେହି ଚାଉଳ ମଧ୍ୟ ଦେଖିବାକୁ ପୁରା କଳା ହୋଇଥାଏ । ଏଥିରେ ଭିଟାମିନ୍ସ ପ୍ରଚୁର ମାତ୍ରା ରେ ରହିଅଛି  । କିନ୍ତୁ ଏହା ଦେଖିବାକୁ କଳା ହୋଇଥିବାରୁ ଲୋକେ ଏହାକୁ ଏତେ ମାତ୍ରା ରେ ପସନ୍ଦ କରି ନଥା’ନ୍ତି । ବଜାର ରେ ଏହାର ସେତେ ଅଧିକ ଚାହିଦା ରହି ନାହିଁ ।

 

କିନ୍ତୁ ଆନ୍ତେର୍ଜାତିକ ବଜାର ରେ ଏହାର ଖୁବ ଅଧିକ ଚାହିଦା ରହିଅଛି । କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଏହାକି ଏଥିରେ ଏତେ ମାତ୍ରା ରେ ଭଲ ଗୁଣ ରହିଥିଲେ ମଧ୍ୟ ଏହାକୁ ଚାଷୀ ମାନେ ଚାଷ ଅକରିବାକୁ ଇଚ୍ଛା କରୁ ନାହାନ୍ତି । ମାତ୍ର କୌଣସି ପ୍ରକାରର ସରକାରୀ ପ୍ରୋତ୍ସାହନ ନ ମିଳୁଥିବା କାରଣ ରୁ ଚାଷୀ ଭାଇ  ମାନେ ଏହାକୁ ଉତ୍ପାଦନ କରିବାକୁ ମନ ବଳାଉ ନାହାଁନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button