ପରସ୍ପର ଠାରୁ କେବେ ବି ଅଲଗା ହୁଅନ୍ତି ନାହିଁ ଏହି 5ଟି ନାମର ଯୋଡି-

ବନ୍ଧଗଣ ଆମ ଜୀବନରେ ପ୍ରେମ ଏମିତି ଏକ ଅନୁଭୂତି ହୋଇଥାଏ ଯାହାକୁ ବହୁତ ସୁନ୍ଦର ହୋଇଥାଏ । ପୁଅ ହେଉ କି ଝିଅ ହେଉ ପ୍ରତେକଙ୍କ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେବେ ସେମାନେ ନିଜ ଲାଇଫ ପାର୍ଟନର ବାଛିଥାନ୍ତି । ପ୍ରତେକଙ୍କର ଇଚ୍ଛା ରହିଥାଏ କି ସେମାନଙ୍କ ଜୀବନ ସାଥି ବହୁତ ଭଲ ହୋଇଥାଉ ଓ ଜୀବନସାରା ତାର ସାଥ ଦେଇଥାଉ । ସେ ପ୍ରେମୀ ଯୁଗଳ ହୁଅନ୍ତୁ କି ଦମ୍ପତି ହୁଅନ୍ତୁ । କିନ୍ତୁ ଆଜିର ସମୟରେ କାହାର ଇଚ୍ଛା ସିମିତି ରହି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି 5ଟି ନାମର ଯୋଡ଼ିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପରସ୍ପର ଠାରୁ କେବେ ବି ଅଲଗା ହୁଅନ୍ତି ନାହିଁ ।
1- H ଓ J ନାମର ଯୋଡି : ଏହି ଦୁଇ ନାମର ଯୋଡି ବା କପଲ ସବୁବେଳେ ନିଜ ସାଥୀଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ଏମାନେ କେବେ ବି ପରସ୍ପର ସହ କଳହ କରନ୍ତି ନାହିଁ । ଏମାନେ ପରସ୍ପର କୁ ବହୁତ ଅଧିକ ଭଲ ପାଇଥାନ୍ତି ଓ ଉଭୟଙ୍କ ମନରେ ପରସ୍ପର ପାଇଁ ସମ୍ମାନ ରହିଥାଏ । ଏମାନଙ୍କ ମଧ୍ୟରେ ଅଧିକ ଭରସା ମଧ୍ୟ ଦେଖିବାକୁ ମିଳିଥାଏ ।
2- A ଓ S ନାମର ଯୋଡି : ଏହି ନାମର ଯୋଡି ବିଷୟରେ କହିବାକୁ ଗଲେ ପ୍ରେମ ମାମଲାରେ ଭଲ ସାବ୍ୟସ୍ତ ହୋଇଥାନ୍ତି । ଏମାନେ ନିଜ ସାଥିଙ୍କ ସାଥ ଜୀବନ ସାରା ନିଭାଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ଏମାନେ ନିଜ ସାଥୀଙ୍କୁ ଖୁସି ରଖିଥାନ୍ତି । ଜୀବନ ସାରା ପରସ୍ପରର ସାଥ ନିଭାଇବା ସହ ଅଧିକ ଭରସା କରିଥାନ୍ତି । ଏମାନେ ପରସ୍ପର ଠାରୁ କିଛି କଥା ଲୁଚାନ୍ତି ନାହିଁ ।
3- B ଓ M ନାମର ଯୋଡି : ଏହି ଦୁଇ ନାମର ଯୋଡି ନିଜ ଅପେକ୍ଷା ନିଜ ପାର୍ଟନରଙ୍କ ଉପରେ ଅଧିକା ଭରସା କରିଥାନ୍ତି । ଏହି ନାମର ଲୋକ ନିଜ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ । ଏମାନେ ପରସ୍ପରକୁ ବହୁତ ଅଧିକା ଭଲ ପାଇଥାନ୍ତି ଓ ଭରସା ମଧ୍ୟ କରିଥାନ୍ତି । ଏହି କାରଣରୁ ଏମାନଙ୍କର ସମ୍ପର୍କ ସାରା ଜୀବନ ତିଷ୍ଠି ରହିଥାଏ ।
4- K ଓ T ନାମର ଯୋଡି : ଏହି ନାମର କପଲ ପରସ୍ପର କୁ ହୃଦୟରୁ ସଚ୍ଚା ପ୍ରେମ କରିଥାନ୍ତି । ଏମାନେ ନିଜ ସମ୍ପର୍କରେ ଅନ୍ୟ କାହାକୁ ଆସିବାକୁ ଦିଅନ୍ତୁ ନାହିଁ । ଏମାନେ ନିଜ ସାଥିଙ୍କ ପାଇଁ ବିଶ୍ଵସ୍ତ ହେବା ସହ ଜୀବନ ସାରା ନିଜ ସାଥୀଙ୍କୁ ହିଁ ଭଲ ପାଇଥାନ୍ତି । ଏମାନେ ପରସ୍ପର ଠାରୁ କେବେ ବି ଦୂରେଇ ଯିବାକୁ ଭାବନ୍ତି ନାହିଁ ।
5- R ଓ P ନାମର ଯୋଡି : ଏହି ନାମର କପଲ ନିଜ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି ଓ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ପରସ୍ପର ଉପରେ କେବେ ସନ୍ଦେହ କରନ୍ତି ନାହିଁ । ଏମାନେ ପରସ୍ପର ଉପରେ ଅଧିକ ଭରସା ରଖୁଥିବାରୁ ଏମାନଙ୍କର ସମ୍ପର୍କ ମଜବୁତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।