IBN ଓଡ଼ିଶା ବ୍ୟୁରୋ

ନିବସ୍ତ୍ର ହୋଇ ଏହି 3 କାମ କରିଲେ ଗୃହକୁ ଆସିଥାଏ ଗରିବୀ-

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ମନୁଷ୍ୟ ଙ୍କୁ ନେଇ ଅନେକ ନୀତିବାଣୀ ବା ଉପଦେଶ ଦେଇଛନ୍ତି ଯାହା ଗ୍ରନ୍ଥ ରେ ବର୍ଣ୍ଣିତ ଅଛି । ସେଥିମଧ୍ୟରୁ ଭଗବାନ କୃଷ୍ଣ ଙ୍କ ଦ୍ଵାରା କୁହା ଯାଇଥିବା କିଛି ଉପଦେଶ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆଜିର ସମୟରେ ପ୍ରତେକ ବ୍ୟକ୍ତି ଇଚ୍ଛା ରଖିଥାଏ ଖୁସି ରେ ରହିବା ପାଇଁ । କେବେ ବି ତା ଜୀବନରେ କଷ୍ଟ ନ ଆସୁ ।

କେବେ ଯେବେ ମଣିଷ ଜୀବନରେ ଦୁଃଖ ଘେରି ଯାଏ ତେବେ ମନୁଷ୍ୟ ବିଚଳିତ ହୋଇଯାଏ ଆଉ ଭାବି ଥାଏ ମୋ ସହ ଏମିତି କାହିଁକି ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ଉପଦେଶ ବିଷୟରେ ଯାହା ଭଗବାନ କୃଷ୍ଣ କହିଛନ୍ତି । ଭଗବାନ କୃଷ୍ଣ କହିଛନ୍ତି ଏମିତି କିଛି କମ ଅଛି ଯାହାକୁ ମନୁଷ୍ୟ ନଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ । କାରଣ ଏମିତି କରିଲେ ଆମ ଜୀବନରେ ବହୁତ ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣି ନେବା ସେହି କାମ ବିଷୟରେ ଯାହାକୁ ନିବସ୍ତ୍ର ହୋଇ କରିବା ଉଚିତ ନୁହେଁ ।

1- ପ୍ରତେକ ମଣିଷ କୁ କେବେ ବି ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । କାରଣ ଏମିତି କରିଲେ ଜଳ ଦେବତାଙ୍କ ଅପମାନ ହୋଇଥାଏ । ତେଣୁ ସ୍ନାନ କରିବା ସମୟରେ ଶରୀର ରେ କିଛି ବି ବସ୍ତ୍ର ରହିବା ଜରୁରୀ ଅଟେ ।

 

2- ଅନେକ ଲୋକ ଅନେକ ସମୟରେ ନିବସ୍ତ୍ର ହୋଇ କେବେ ବି ସୟନ କରିବା ଉଚିତ ନୁହେଁ । କାରଣ ସେମାନଙ୍କୁ ଏମିତି ସୟନ କରିବା ଦ୍ଵାରା ଆରାମ ମିଳିଥାଏ । କିନ୍ତୁ ବିଶୁଣୁ ପୁରାଣ ଅନୁଯାୟୀ ଏମିତି କରିବା କୁହିତ ନୁହେଁ । ଏମିତି କରିବା ଦ୍ଵାରା ଚନ୍ଦ୍ର ଦେବତା ରୁଷ୍ଟ ହୋଇଥାନ୍ତି । ରାତିରେ ନିବସ୍ତ୍ର ହୋଇ ଶୋଇବା ଦ୍ଵାରା ନେଗେଟିଭ ଶକ୍ତି ର ପ୍ରଭାବ ଅଧିକ ରହିବାର ସମ୍ଭାବନା ବଢି ଯାଇଥାଏ ।

3- ପୂଜା ପାଠ କରିବା ସମୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିବସ୍ତ୍ର ହୋଇ ଦେବୀ ଦେବତାଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପୂଜା ସମୟରେ ବିନା ସିଲେଇ ହୋଇଥିବା ବସ୍ତ୍ର ଧାରଣ କରିବାକୁ କୁହା ଯାଇଛି । କିନ୍ତୁ ଭୁଲ ଉପାୟ ରେ ନିବସ୍ତ୍ର ହୋଇ ପୂଜା ପାଠ କରିଲେ ଶୁଭ ନୁହେଁ ବରଂ ଅଶୁଭ ପରିଣାମ ରାପ୍ତି ହୋଇଥାଏ ।

 

ଯଦି ଆପଣ ମଧ୍ୟ ଏହି ସବୁ ଅଭ୍ଯାସରେ ଲୀନ ଅଛନ୍ତି ତେବେ ତୁରନ୍ତ ତ୍ୟାଗ କରନ୍ତୁ । ଆଉ କୌଣସି ବି କାମ ନିବସ୍ତ୍ର ହୋଇ କରନ୍ତୁ ନାହିଁ । ତେବେ ଏହି ସବୁ କାମ ରୁ ନିବୃତ୍ତ ହେଲେ ମଣିଷ ଜୀବନରେ ନିଶ୍ଚୟ ବଡ ଉପଲବ୍ଧି ପ୍ରାପ୍ତ କରି ପାରିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button