ଗୁଡ ଖାଇଲେ କଣ ଶୀଘ୍ର ବଢିଥାଏ ? ଏହା ସହ ଜାଣନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି ।
ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ମଣିଷ ଜୀବନ ପ୍ରଶ୍ନ ରେ ଘେରି ହୋଇ ରହିଥାଏ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ ।
କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ । ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ ।
ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ । ୧- ଏମିତି କେଉଁ ଫଳ ଅଛି ତାର ମଞ୍ଜି ଫଳ ରେ ନ ଥାଇ ଗଛ ମୂଳରେ ଥାଏ ?
ଉତ୍ତର- କଦଳୀ ।
୨- ପ୍ରଧାନ ମନ୍ତ୍ରୀ ଙ୍କ ଗୋଟିଏ ମାସର ଦରମା କେତେ ?
ଉତ୍ତର- ୨ ଲକ୍ଷ ଟଙ୍କା ।
୩- ମନୁଷ୍ୟ ସର୍ବ ପ୍ରଥମେ କେଉଁ ପଶୁ ର କ୍ଷୀର ପିଇଥିଲା ?
ଉତ୍ତର- ମେଣ୍ଢା ।
୪- କେଉଁ ଦେଶର ପ୍ରଧାନ ମନ୍ତ୍ରୀ ନିଜ ଝିଅ କୁ ବିବାହ କରିଥିଲେ ?
ଉତ୍ତର- ଡୋମିନିକା ।
୫- ଦୁନିଆରେ ସବୁଠାରୁ ଅଧିକ ଖାଉଥିବା ପରିବା ର ନାମ କଣ ?
ଉତ୍ତର- ଆଳୁ ।
୬- ସୂର୍ଯ୍ୟମୁଖ୍ୟ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ ?
ଉତ୍ତର- ୟୁକ୍ରେନ ।
୭- କେଉଁ ପକ୍ଷୀ କେବେଳ ବର୍ଷା ପାଣି ପିଇଥାଏ ?
ଉତ୍ତର- ଚାଟକ ପକ୍ଷୀ ।
୮- ଗୁଡ ଖାଇଲେ କଣ ଶୀଘ୍ର ବଢିଥାଏ ?
ଉତ୍ତର- ଓଜନ ।