କେବଳ ଏହି 1 ଫୁଲ ଆପଣଙ୍କ High BP କୁ କଣ୍ଟ୍ରୋଲ କରିଦେବ, ଦେଖନ୍ତୁ କେମିତି କରିବେ ବ୍ୟବହାର ?

ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ଼ ପ୍ରେସର ଏକ ଗମ୍ଭୀର ସମସ୍ଯା ଅଟେ ଯାହା ଆଧୁନିକ ଯୁଗର ରୋଗ କୁହାଯାଏ । ମଣିଷ ଶରୀରରେ ଏହା ସାଇଲେନ୍ଟ କିଲର ଭଳି ହୋଇଥାଏ ଯାହା ପ୍ରାରମ୍ଭରୁ ଜଣା ପଡେ ନାହି । ଧୀରେ ଧୀରେ ଭିତରେ ଭିତରେ ବଢି ଚାଲେ । ଆଜିର ସମୟରେ ଖ୍ୟାଦ୍ୟପେୟରେ ଅନିୟମିତତା, ବାୟୁ ପ୍ରଦ୍ଯୁଷଣ, କମ ଆରାମ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି । ଅଧିକ ଚିନ୍ତା ନେବା କାରଣରୁ ରକ୍ତରେ ପ୍ରବାହ କମ ହେବା କାରଣରୁ ଉଚ୍ଚ ରକ୍ତଚାପ ସମସ୍ଯା ଦେଖାଯାଏ ।
ଆଜି ଆମେ ଆପଣଙ୍କୁ ଏମିତି ଏକ ଫୁଲ ଓ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବ । ଏହି ପ୍ରଭାବଶାଳି ହୋମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ପୋସ୍ତ ଓ ତରଭୁଜ ମଞ୍ଜୀର । ତରଭୁଜ ମଞ୍ଜି ଆମ ରକ୍ତ କୋସିକାକୁ ଡାଇଲେସ କରିବାର କାମ କରିଥାଏ । ଏହା ସହ କିଡନି କାମ କରିବାରେ ସାହାଜ୍ଯ କରିଥାଏ ।
ପୋସ୍ତ ଓ ତରଭୁଜ ମଞ୍ଜିକୁ ସମାନ ମାତ୍ରାରେ ନେଇ ଏହାର ପାଉଡର ତିଆରି କରନ୍ତୁ । ଏହି ଗୁଣ୍ଡକୁ ଆପଣ ପ୍ଲାଷ୍ଟିକ ବା କାଚ ଜାର ରେ ରଖିପାରିବେ । ପ୍ରତିଦିନ ସକାଳୁ ଖାଇବା ପୂର୍ବରୁ ଏହି ପାଉଡର ଅଧ ଚାମଚ ପାଣିରେ ମିଶାଇ ସେବନ କରନ୍ତୁ । ପୋସ୍ତ ରକ୍ତ ସହ ଜଡିତ ସବୁ ପ୍ରକାରର ରୋଗକୁ ଠିକ କରିବା ପାଇଁ ଲାଭଦାୟକ ହୋଇଥାଏ ।
ଏଥିରେ ଆଇରନ, ପୋଟାସିୟମ, ଭିଟାମିନ-ବି୬ ମାତ୍ରା ଅଧିକ ରହିଥାଏ । ଯାହାର ସିଧା ପ୍ରଭାବ ଆମ ରକ୍ତଚାପରେ ପଡିଥାଏ । ତରଭୁଜ ଖାଇବାର ଏହାର ପ୍ରଭାବ ରକ୍ତଚାପ ଉପରେ ପଡିଥାଏ । ଦ୍ଵିତୀୟ ରେମେଡି ତିଆରି କରିବା ଆବଶ୍ୟକ ରହିଛି ଆମଲା ଜୁସ, ମହୁ ଓ ଡାଲଚିନି । ଆମଲାରେ ଭିଟାମିନ-ଇ ଓ ସି ମିଳିଥାଏ ଯାହା ଉଚ୍ଚ ରକ୍ତଚାପ ପାଇଁ ଲାଭଦାୟକ ହୋଇଥାଏ ।
ଏହି ରେମେଡି ତିଆରି କରିବା ପାଇଁ ୩୦ ଏମଏଲ ଆମଲା ରସ, ଅଧ ଚାମଚ ଡାଲଚିନି ଗୁଣ୍ଡ ଓ ଏକ ଚାମଚ ମହୁ ମିଶାଇ ଭଲ ଭାବେ ମିଶ୍ର କରନ୍ତୁ । ପ୍ରତିଦିନ ଏହି ଡ୍ରିଂକ୍ସ ର ସେବନ ଦିନ ବେଳା ଖାଇବା ସମୟରେ କରନ୍ତୁ । ଡାଲଚିନି ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବା ଶାଗ ସୁଗାର ଲେବଲକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ତୃତୀୟ ଉପଚାର ତିଆରି କରିବା ପାଇନ ଆବଶ୍ୟକ ରହିଛି ମନ୍ଦାର ଫୁଲ ଓ ଗୁଜୁରାତି । ଆଜିକାଲି ମନ୍ଦାର ଫୁଲର ବ୍ୟବହାର ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବାକୁ ବ୍ୟବହାର କରାଯାଉଛି ।
ମନ୍ଦାର ଫୁଲକୁ ଶୁଖାଇ ଏହାର ପାଉଡର ତିଆରି କରି ରଖିପାରିବେ । ଏହି ରେମେଡି ତିଆରି କରିବା ପାଇଁ ତାଜା ୨ଟି ମନ୍ଦର ଫୁଲର ପାଖୁଡା ବା ଦୁଇ ଚାମଚ ପାଉଡର ଦେଢ ଗ୍ଳାସ ପାଣିରେ ପକାନ୍ତୁ । ପରେ ଚୁମିଟାଏ ଗୁଜୁରାତି ଗୁଣ୍ଡ ପକାଇ ସେତେ ଯାଏଁ ଫୁଟନ୍ତୁ ଯେବେ ଯାଏଁ ପଣି ଏକ ଗ୍ଳାସ ନ ହୋଇଛି । ଏହି ଡ୍ରିଂକ୍ସ ଥଣ୍ଡା ହେବା ପରେ ପ୍ରତିଦିନ ଦିନକୁ ୨ଥର ଖାଲି ପେଟରେ ମହୁ ଆଡ କରି ସେବନ କରିପାରିବେ ।




