IBN ଓଡ଼ିଶା ବ୍ୟୁରୋ

ଶାଶୁଘର ଲୋକଙ୍କୁ ଧନବାନ ବନେଇ ଦିଅନ୍ତି ଏହି 4 ନାମର ଝିଅ

ବିବାହ ପରେ ପ୍ରତେକ ପୁଅ ଓ ଝିଅଙ୍କ ଜୀବନରେ ପରିବର୍ତ୍ତନ ହୋଇଥାଏ । ଏହି ସମୟରେ ଦେଖିବାକୁ ମିଳିଥାଏ କୌଣସି ଝିଅଙ୍କର ଶାଶୁଘରକୁ ଯିବା ପରେ ଅଚାନକ ଉନ୍ନତି ହେବାରେ ଲାଗିଥାଏ । ଶାଶୁଘର ଲୋକଙ୍କର ସବୁ ସମସ୍ଯା ଦୂର ହେବାରେ ଲାଗିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏଭଳି ସ୍ଥିତି ଝିଅ ମାନଙ୍କର ଶୁଭ ଗ୍ରହ ନକ୍ଷତ୍ର କାରଣରୁ ହୋଇଥାଏ । ଏହା ସହ ଏମିତି କିଛି ଅକ୍ଷର ରହିଛି ଯେଉଁ ମାନଙ୍କର ନାମର ଆରମ୍ଭରୁ ଜଣା ଯାଇଥାଏ ସେମାନେ ତାଙ୍କ ସ୍ଵାମୀ ଓ ଶାଶୁଘର ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି ।

 

ଆଜି ଆମେ ଆପଣଙ୍କୁ ସେହି ୪ଟି ନାମର ଖାସ ଝିଅଙ୍କ ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ୧- D ନାମର ଝିଅ ମାନେ : ଯେଉଁ ଝିଅ ମାନାଙ୍କର ନାମ ଏହି ଅକ୍ଷର ରୁ ରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଇଥାନ୍ତି ସେଠାରେ କେବେ ବି ଧନର ଅଭାବ ରୁହେ ନାହି । ଏମାନଙ୍କୁ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ମାନା ଯାଇଥାଏ । ଏହି ନାମର ଝିଅ ମାନଙ୍କୁ ଟଙ୍କା ପଇସା ମାମଲାରେ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି ।

୨- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି ମାନା ଯାଇଥାଏ । ଏମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେଠାରେ ଧନ ଦୌଲତର ଅଭାବ ରୁହେ ନାହି । ଏମାନଙ୍କୁ ବହୁତ ପ୍ରେମ କରୁଥିବା ସ୍ଵାମୀ ମିଳିଥାନ୍ତି । ଏମାନଙ୍କୁ ବହୁତ ଭଲ ଶାଶୁଘର ମଧ୍ୟ ମିଳିଥାଏ । ମାନା ଯାଇଥାଏ କି ଏମାନେ ଯେଉଁ ଘରେ ବିବାହ କରିଥାନ୍ତି ସେଠାରେ କୌଣସି ସୁଖ ସୁବିଧାର ଅଭାବ ହୁଏ ନାହି ।

 

୩- L ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବିବାହ କରିବାକୁ ଯାଇଥାନ୍ତି ସେହି ଘରର ଲୋକଙ୍କୁ କେବେ ଆର୍ଥିକ ସ୍ଥିତି ର ସାମନା କରିବାକୁ ପଡେ ନାହି । ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ଏମାନଙ୍କ ଉପରେ ହିଥାଏ । ଏମାନଙ୍କ ରହିବା କାରଣରୁ ସ୍ଵାମୀଙ୍କର କ୍ଯାରିୟର ଚମକି ଥାଏ ।

୪- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ଦାଂପତ୍ଯ ଜୀବନ ଖୁସି ରେ ଭରି ରହିଥାଏ । କାରଣ ଏମାନଙ୍କୁ ବହୁତ ଭଲ ପାଉଥିବା ସ୍ଵାମୀ ଓ ଶାଶୁଘର ମିଳିଥାଏ । ଶାଶୁଘରର ସବୁ ଲୋକ ଏମାନଙ୍କର ବହୁତ ସମ୍ମାନ କରିଥାନ୍ତି । ଏମାନେ ଶାଶୁଘରକୁ ଯିବା ପରେ ଶାଶୁଘରର ଉନ୍ନତି ହେବାରେ ଲାଗିଥାଏ । ସ୍ଵାମୀ ଓ ଶାଶୁଘର ପାଇଁ ଏହି ଝିଅ ମାନେ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button