IBN ଓଡ଼ିଶା ବ୍ୟୁରୋ

ପର ସ୍ତ୍ରୀ ସହିତ ସମ୍ପର୍କ ରଖନ୍ତି ଏହି 2 ରାଶିର ପୁରୁଷ

ଏହି ୨ ରାଶିର ପୁଅ ପର ସ୍ତ୍ରୀ ସହିତ ସମ୍ପର୍କ ରଖିଥାନ୍ତି । ଆଜି ଆମ୍ଭେ ଆପଣଙ୍କୁ ଏଭଳି ୨ ରାଶି ଥିବା ପୁରୁଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ କି ବିବାହ ପରେ ମଧ୍ୟ ପର ସ୍ତ୍ରୀ ସହିତ ସମ୍ବନ୍ଧ ରଖିଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଦୁଇ ପୁରୁଷଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଏହି ଦୁନିଆରେ ସବୁଠାରୁ ପବିତ୍ର ସମ୍ପର୍କ ସ୍ଵାମୀ ସ୍ତ୍ରୀ ର ହିଁ ହୋଇଥାଏ । ଆମ୍ଭ ହିନ୍ଦୁ ଧର୍ମରେ ବିବାହକୁ ଗୁରୁତ୍ଵର ମାନାଯାଇଅଛି ।

 

କୁହାଯାଇଅଛି ଯେ ବିବାହ ୨ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ ବରଂ ଦୁଇଟି ପରିବାର ମଧ୍ୟରେ ହୋଇଥାଏ । ଯେତେବେଳେ କାହାର ବିବାହ ହୋଇଥାଏ, ତେବେ ସେହି ସମ୍ପର୍କ କେବଳ ଗୋଟିଏ ଜନ୍ମ ନିମନ୍ତେ ନୁହେଁ ବରଂ ୭ ଜନ୍ମ ପର୍ଯ୍ୟନ୍ତ ବନିଯାଇଥାଏ । ବିବାହ ସମୟରେ ସ୍ଵାମୀ ସ୍ତ୍ରୀ ଏହି ନିଷ୍ପତି ନେଇଥାନ୍ତି ଯେ ସେମାନେ ଜନ୍ମ ଜନ୍ମ ପର୍ଯ୍ୟନ୍ତ ପରସ୍ପର ସହିତ ରହିବେ ।

ମାତ୍ର କିଛି ଲୋକ ଏହି ପବିତ୍ର ସମ୍ପର୍କର ମଧ୍ୟ ସନ୍ନମାନ କରି ନଥାନ୍ତି । ସେମାନେ ଅନ୍ୟ ମହିଳାଙ୍କ ସହିତ ଆକର୍ଷିତ ହୋଇ ସମ୍ବନ୍ଧ ବନାଇ ନେଇଥାନ୍ତି । ଏହା ବହୁତ ଭୁଲ ଅଟେ । ଆଜିକାଲି ଯୁବକ ମାନେ ଆରେଞ୍ଜ ମ୍ୟାରେଜ ବ୍ୟତୀତ ଲଭ ମ୍ୟାରେଜକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏବଂ ଏହି କାରଣ ହେତୁ ଲୋକେ ପରସ୍ପରକୁ ମାନ୍ୟତା ଦେଇନଥାନ୍ତି ।

 

ଆଜିକାଲି ଏହିଭଳି ଅନେକ ବିବାହିତ ଯୋଡା ଅଛନ୍ତି ଯେଉଁମାନେ ପରସ୍ପର ସହିତ ସନ୍ତୁଷ୍ଠ ରହିଥାନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ଏଭଳି କେଉଁ ଲୋକେ ଅଛନ୍ତି ଯେଉଁମାନେ ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ଆଡକୁ ଆକର୍ଷିତ ହୋଇଯାଇଥାନ୍ତି । ୧;- ମେଷ ରାଶି,ଏହି ରାଶିର ପୁରୁଷ ମଧ୍ୟ ନିଜ ସ୍ତ୍ରୀ ଙ୍କ ସହିତ ଖୁସିରେ ରହି ନଥାନ୍ତି । ଏହି କାରଣରୁ ଏମାନେ ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି । ଏହି ରାଶିର ପୁରୁଷ ଦେଖିବା ନିମନ୍ତେ ବହୁତ ଶାନ୍ତ ହୋଇଥାନ୍ତି । ମାତ୍ର ଭିତରୁ ବହୁତ ଚାଲାକ ହୋଇଥାନ୍ତି ।

 

୨;- ମକର ରାଶି, ଏହି ରାଶିର ଲୋକଙ୍କୁ ଦେଖାଇହେବାରେ ବହୁତ ସଊକ ରହିଥାଏ । ଏହି ଲୋକଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ସ୍ଵପ୍ନ ଆସିଥାଏ । ଏହି ରାଶିର ପୁରୁଷ ବିବାହ ହେବା ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହିତ ସମ୍ବନ୍ଧ ବନାଇଥାନ୍ତି । ଏହି ଲୋକମାନେ ନିଜ ଜୀବନର ସମସ୍ତ ନିଷ୍ପତ୍ତି ଘରଲୋକଙ୍କ ଠାରୁ ଲୁଚାଇ ନେଇଥାନ୍ତି । କେବଳ ଏଥି ନିମନ୍ତେ ଏମାନଙ୍କର ଅନ୍ୟ ମହିଳାଙ୍କ ସହିତ ଥିବା ସମ୍ପର୍କ ସମ୍ବନ୍ଧରେ କାହାକୁ ଜଣା ନଥାଏ । ତେବେ ଏହି ଦୁଇ ରାଶିର ପୁରୁଷ ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button