ଗୋଟି ଗୋଟି ଧଳା ବାଳ ସବୁଦିନ ପାଇଁ କଳା ହୋଇଯିବ, କେବଳ କରନ୍ତୁ ଏହି ଦେଶୀ ଘରୋଇ ଉପାୟ

ଆଜିକାଲି ର ଦୈନଦିନ ଜୀବନଶୈଳୀ ରେ ଆମେ ମାନେ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ, ତାହସହ ପ୍ରତ୍ୟେକ କଥା ରେ ଅତ୍ୟାଧିକ ଷ୍ଟ୍ରେସ କାରଣ ରୁ ଖୁବ୍ କମ୍ ବୟରୁ ହିଁ କେଶ ଜନିତ ସମସ୍ୟା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ଅନେକ ଲୋକ କେଶ ଝଡ଼ିବା, କେଶ ଛିଣ୍ଡିବା ଓ କେଶ ଧଳା ପଡ଼ିବା ଆଦି ସମସ୍ୟାରୁ ମାନସିକ ଚିନ୍ତା ମଧ୍ୟ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆମେ ଆଜି ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ,
ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ସ୍ତରରେ କଳା ହେବା ସହ ଘନ ମଧ୍ୟ ହୋଇଯିବ । ବନ୍ଧୁଗଣ ଏହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଚାହା ପତି । ଯାହା ଆମ କେଶର ମୂଳ ବା ଯାହାକୁ ଆମେ ସ୍କେଲ ବୋଲି କହିଥାଉ, ଚାହା ରେ ଥିବା କେଫିନ ସେହି ସ୍କେଲ କୁ ନଷ୍ଟ କରିବାକୁ ଦେଇନଥାଏ ।
ଯାହାଫଳ ରେ ଆମର କେଶ ଭଲ ରହିବା ସହ ଝଡିବା ମଧ୍ୟ କମ ହୋଇ ଯାଇଥାଏ । ବନ୍ଧୁଗଣ ଏହାଛଡା ଆପଣ ଙ୍କର ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକ ହେବ ତେଜ ପତ୍ର ଯାହା ଆପଣଙ୍କୁ ଅତି ସହଜରେ ନିଜ ରୋଷେଇ ଘରୁ ମିଳିଯିବ । ବନ୍ଧୁଗଣ ତେଜ ପତ୍ର କେଶ ବଢେଇବା ରେ ସାହାର୍ଯ୍ୟ କରିଥାଏ ।
ହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ଶେଷ ସାମଗ୍ରୀ ରୂପେ ଗୋଟିଏ ପାଖୁଡା ରସୁଣ ର ଆବଶ୍ୟକ ପଡିବ । ଯାହା ଆପଣଙ୍କ ସ୍କେଲ୍ଫ କୁ ସମସ୍ତ ଇନଫେକସନ ରୁ ରକ୍ଷା କରିଥାଏ । ବନ୍ଧୁଗଣ ପ୍ରଥମେ ଆପଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଏକ ପାତ୍ରରେ ୨ ଚାମଚ ଚାହା ପତି ନିଅନ୍ତୁ । ବର୍ତ୍ତମାନ ଆପଣ ଏଥିରେ ୩ ଟି ତେଜ ପତ୍ର ଓ ତାହାସହ ୧ ପାଖୁଡା ରସୁଣ ଓ ୧ ଗ୍ଲାସ ପାଣି ଦେଇ ଭଲ ଭାବରେ ଫୁଟିବା ପାଇଁ ଗ୍ଯାସ କୁ ସିମ କରି ଛାଡି ଦିଅନ୍ତୁ ।
ବନ୍ଧୁଗଣ ଏହି ଉପଚାର ଟିକୁ ପୁରୁଷ ଓ ମହିଳା ସମସ୍ତେ ବ୍ୟବହାର କରି ପାରିବେ । ୧୦ ମିନିଟ ପରେ ଆପଣ ଏହାକୁ ଗ୍ଯାସରୁ କାଢି ଆଣି ଏକ ପାତ୍ର ମଧ୍ୟରେ ଛାଣି ନିଅନ୍ତୁ । ବନ୍ଧୁଗଣ ବର୍ତ୍ତମାନ ଏହି ଉପଚାର ଟି ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହାକୁ ଥଣ୍ଡା କରି ନିଜ କେଶରେ ଭଲ ଭାବରେ ଲଗାଇ କିଛି ସମୟ ପାଇଁ ଶୁଖିବାକୁ ଛାଡିଦିଆନ୍ତୁ । ଓ କିଛି ସମୟ ପରେ ନିଜ କେଶକୁ ଧୋଇ ନିଅନ୍ତୁ



