IBN ଓଡ଼ିଶା ବ୍ୟୁରୋ

ବାଛନ୍ତୁ ଏଥିରୁ ଗୋଟିଏ ତାଲା ଓ ଜାଣନ୍ତୁ ନିଜ ଜୀବନସାଥି ବିଷୟରେ 1 ଖାସ ରାଜ

କୌଣସି ବ୍ୟକ୍ତି ର ପସନ୍ଦ ତା ବିଚାର ଏବଂ ସ୍ଵଭାବ ର ଆଇନା ହୋଇଥାଏ । ତାକୁ କଣ ପସନ୍ଦ ଆଊ କଣ ନାପସନ୍ଦ ଏହା ତାର ବ୍ୟବହାରରୁ ଜଣାପଡ଼ିଥାଏ। ଆଜି ଆପଣଙ୍କୁ ଏଠାରେ ଥିବା ୫ ଟି ଅଲଗା ଅଲଗା ତାଲା ଦେଖାଯାଉଥିବ ଯେଉଁଥିରୁ ଆପଣଙ୍କୁ ଆପଣଙ୍କ ପସନ୍ଦ ର ଗୋଟିଏ ତାଲା ବାଛିବାକୁ ହେବ। ଏହି ତାଲା ଆପଣଙ୍କ ଜୀବନ ସାଥିଙ୍କ କିଛି ବଡ଼ ଖୁଲାସା କରିବ। ତେବେ ପ୍ରଥମ ନଜରରେ ବାଛି ନିଅନ୍ତୁ ଗୋଟେ ତାଲା ଆଊ ଜାଣନ୍ତୁ ନିଜ ଜୀବନସାଥି ବିଷୟରେ । ତେବେ ଚାଲନ୍ତୁ ଜାଣିବା।

ନମ୍ବର ୧ ତାଲା:-

ଯଦି ଆପଣ ପ୍ରଥମ ତାଲା ବାଛିଚନ୍ତି ତେବେ ଆପଣଙ୍କ ଜୀବନସାଥି ବହୁତ ନିର୍ମଳ ହୃଦୟର ହୋଇଥାନ୍ତି । ସେ ସବୁବେଳେ ସିଧା କଥା କହିବାକୁ ପସନ୍ଦ କରନ୍ତି ତାଙ୍କୁ କଥା ବୁଲେଇକି କହିବା ପସନ୍ଦ ନୁହେଁ।ଆପଣଙ୍କ ସବୁ କଥା ସେ କହିବା ଆଗରୁ ବୁଝିନିଅନ୍ତି । ଆପଣଙ୍କ ଜୀବନସାଥି ଆପଣଙ୍କୁ ବହୁତ ବିଶ୍ୱାସ କରନ୍ତି । ଆପଣଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି ।

ନମ୍ବର ୨ ତାଲା:-

ଆପଣଙ୍କ ଜୀବନସାଥି ବହୁତ ଇମୋସ୍ନାଲ ବ୍ୟକ୍ତି ଅଟନ୍ତି।ସେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି।ଏହି ବ୍ୟକ୍ତି ମାନେ ବହୁତ ଦୟାଳୁ ହୋଇଥାନ୍ତି।ଆପଣଙ୍କ ଜୀବନସାଥି ସବୁବେଳେ ଆପଣଙ୍କ ପାଇଁ ଠିଆ ହୋଇଥାନ୍ତି।ସେ ଆପଣଙ୍କୁ ବହୁତ ଭଲ ପାଇବା ସହିତ ଇଜ୍ଜତ ମଧ୍ୟ ଦେଇଥାନ୍ତି।

ନମ୍ବର ୩ ତାଲା :-

ଆପଣଙ୍କ ଜୀବନସାଥି ଆପଣଙ୍କୁ ବହୁତ ଭଲ ପାଇଥାନ୍ତି।ସେ ଆପଣଙ୍କ ସବୁ କଥା ମାନିଥାନ୍ତି।ଆପଣଙ୍କୁ ଖୁସି ରଖିବାକୁ ସେ ନିଜର ସବୁ ଚେଷ୍ଟା କରନ୍ତି।ଆପଣଙ୍କ ସବୁ ନିଷ୍ପତି କୁ ସେ ସମ୍ମାନ ଦେଇଥାନ୍ତି। ଏବଂ ବହୁତ କେରିଂ ମଧ୍ୟ ଅଟନ୍ତି।

ନମ୍ବର ୪ ତାଲା :-

ଆପଣଙ୍କ ଜୀବନସାଥି ବହୁତ ହସଖୁସ ବ୍ୟକ୍ତି ଅଟନ୍ତି।ସେ କାହାକୁ କଷ୍ଟ ଦେବା କଥା ନିଜ ସ୍ୱପ୍ନରେ ମଧ୍ୟ ଭାବିନଥାନ୍ତି।ସେ ସବୁବେଳେ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।ସେ ଆପଣଙ୍କୁ ସବୁଠାରୁ ବେଶି ଭଲ ପାଇଥାନ୍ତି ଏବଂ ଆପଣଙ୍କ ସବୁ ଇଚ୍ଛା କୁ ପୁରଣ କରିଥାନ୍ତି।ସେ ଆପଣଙ୍କୁ ବହୁତ ଭଲ ପାଇବା ସହିତ ସମ୍ମାନ ମଧ୍ୟ କରନ୍ତି।

ନମ୍ବର ୫ ତାଲା :-

ଆପଣଙ୍କ ଜୀବନସାଥି ବହୁତ ପରିଶ୍ରମୀ ଅଟନ୍ତି।ସେ ଆପଣଙ୍କ ପାଇଁ ସବୁବେଳେ ସଚ୍ଚୋଟ ରହିଥାନ୍ତି।ସେ ନିଜର ଦାୟିତ୍ବ ଠିକ ଭାବରେ କରିଥାନ୍ତି।ଆପଣଙ୍କୁ ସେ ସବୁ ସ୍ଥିତିରେ ସାହାଯ୍ୟ କରିଥାନ୍ତି ଏବଂ ଆପଣଙ୍କ ସହିତ ଛିଡ଼ା ହୋଇଥାନ୍ତି।ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଆପଣଙ୍କୁ କେବେ ମଧ୍ୟ ଦୁଃଖ ଦେଇଥାନ୍ତି।ସେ ସବୁବେଳେ ଆପଣଙ୍କୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button