IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାଂସ ଖାଇ ସାରି ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ, ହୋଇଯିବ ଏମିତି ଖାତରନାକ ରୋଗ

ଏ ସମାଜରେ କିଛି ଏମିତି ଲୋକ ଅଛନ୍ତି, ଯେଉଁ ମାନଙ୍କୁ ଆମୀସ ଅର୍ଥାଥ ନନଭେଜ ବହୁତ ପସନ୍ଦ । ସେମାନେ ଆମୀସ ଖାଇବାକୁ ବହୁତ ଭଲ ପାଆନ୍ତି ମଧ୍ୟ । ଆମୀସବି କିଛି ଖରାପ ଜିନିଷ ନୁହେଁ, ଆମୀସ ଖାଇବା ସ୍ବାସ୍ତ୍ୟ ପାଇଁ ଭଲ ମଧ୍ୟ । ଆମୀସ ଅର୍ଥାଥ ମାଛ, ମାଂସ ଆଦିରେ ଭିଟାମିନ ସହ ପୃଷ୍ଟି ସାର ମଧ୍ୟ ରହିଥାଏ, ଯାହା ଆମ ଶରୀର ପାଇଁ ହିତକର । ଡାକ୍ତର ମାନେ ମଧ୍ୟ ସପ୍ତାହକୁ ଦୁଇ ଦିନ ଆମୀସ ଖାଇବା ପାଇଁ କହିଥାନ୍ତି । ଆମେବି କହୁଛୁ ଆମୀସ କିଛିବି ଖରାପ ନୁହେଁ । ହେଲେ ବୌଜ୍ଞନିକ ମାନେ ଏବେ ଏବେ ଏମିତି କଥା କହିଛନ୍ତି, ଯାହା ଶୁଣିଲେ ଆପଣ ଆଜିହିଁ ଆମୀସ ଖାଇବା ଛାଡିଦେବେ, କଣ ବନ୍ଧୁ ଚମକି ପଡିଲେ କି, ହଁ ଆମେ ଆଜି ଆପଣଙ୍କୁ କହିବାକୁ ଜାଉଛୁ ଆମୀସ ଅର୍ଥାଥ ମାଛ, ମାଂସ ଖାଇବା ପରେ ଆପଣମାନେ କରୁଥିବା ଏହି ସାଧାରଣ ଭୁଲ ପାଇଁ ହୋଇପାରେ ଏହି ମାରାତ୍ମକ ରୋଗ ।

ନନ୍ ଭେଜ୍ ଖାଈବା କିମ୍ବା ନ ଖାଇବା ଏହା ନିଜ ପସନ୍ଦ ଉପରେ ନିର୍ଭର କରେ , କିଛି ଲୋକ ଏପରି ଥାନ୍ତି କି ସେମାନେ ନିଜେ ଖାଇନଥାନ୍ତି , ଓ ଯିଏ ଖାଇଥାଏ ତାଙ୍କୁ ଖାଈବାକୁ ଦିଅନ୍ତି ନାହିଁ ।ଯଦି ଆପଣ ନନ୍ ଭେଜିଟେରିଆନ୍ ହୋଇଥାନ୍ତି ତେବେ ଆପଣଙ୍କ ପାଇଁ ଏହି ପୋଷ୍ଟ ବିଷୟରେ ଜାଣିବା ବହୁତ ମହତ୍ୱପୁର୍ଣ୍ଣ ଅଟେ , ଯେଉଁ ଲୋକ ନନ୍ ଭେଜ୍ ଖାଇଥାନ୍ତି ସେମାନେ ଖାଇବା ସମୟରେ କିଛି ଭୁଲ୍ କରି ବସନ୍ତି, ଓ ସେଇ ଭୁଲ୍ ଏପରି ହୋଇଥାଏ କି ତାର ପ୍ରଭାବ ସିଧା ତାଙ୍କ ଶରୀର ଉପରେ ପଡିଥାଏ ।

ସେଥିପାଇଁ ଆପଣଙ୍କୁ ଜରୁରୀ କି ଆପଣ ଚିକେନ୍ ସହ କଣ ଖାଇବା ଜରୁରୀ , ଏହି ଜ୍ଞାନର ଅଭାବ ଯୋଗୁଁ ବହୁ ପ୍ରକାରର ରୋଗ ହୋଇଥାଏ ।ଯେମିତି ଆମ ସମସ୍ତଙ୍କୁ ଜଣା ଅଛି କି ନନ୍ ଭେଜ ମାନେ ମାଂସ ଗରମ ହୋଇଥାଏ , ଓ ଯାହାର ଖାଇବା ଦ୍ୱାରା ଆମ ଶରୀରରେ ଗରମ ହୋଇଥାଏ , ଏଥିପାଇଁ ଧ୍ୟାନ ରଖିବା ଉଚିତ୍ କି ମାଂସ ସହ ଏପରି କିଛି ଜିନିଷ ଖାଆନ୍ତୁ ନାହିଁ , ଯାହା ଦ୍ୱାରା ଆପଣଙ୍କ ଶରୀରକୁ ଥଣ୍ତା କରିବ , ଏମିତି କରିବା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ଦୁପ୍ରଭାବ ପକେଇଥାଏ , ଏଥିପାଇଁ ଧ୍ୟାନ ରଖନ୍ତୁ କି ମାଂସ ସହ କୌଣସି ଥଣ୍ତା ଜାତିକ ଖାଦ୍ୟ କିମ୍ବା ପାନୀୟ ସେବନ କରନ୍ତୁ ନାହିଁ ।

ଦ୍ବିତୀୟ ଜିନିଷଟି ହେଉଛି ମାଂସ ଖାଇ ସାରିବା ପରେ ଭୁଲରେବି କ୍ଷୀର ପିଅନ୍ତୁନି, କ୍ଷୀର ଦେହ ପାଇଁ ହିତକର ଏହା ସମସ୍ତେ ଜାଣନ୍ତି, ଡାକ୍ତର ମାନେ ବି ପରାମର୍ଶ ଦିଅନ୍ତି କ୍ଷୀର ପିଇବା ପାଇଁ । କ୍ଷୀରରେ ପୋଷକ ତତ୍ତ୍ବ ସହିତ କ୍ୟାଲସିୟମ, ମିନିୟରିୟଲ ଓ ପୋଟାସିୟମ ମଧ୍ୟ ରହିଥାଏ । ମାଂସରେ ମଧ୍ୟ କ୍ୟାଲସିୟମର ପରିମାଣ ବହୁତ ଅଧିକ ଥାଏ । ଆପଣ ମାନେ ସମସ୍ତେ ଜାଣନ୍ତି ଗୋଟିଏ ଜାଗାରେ କେବେହେଲେ ଦୁଇଟି ଏକା ଭଳି ଜିନିଷ ରହିପାରନ୍ତିନି । ତେଣୁ ଆପଣ ମାଂସ କିମ୍ବା ଆମୀସ ଖାଇବାର ଠିକ ପରେ ପରେ ଜଦି କ୍ଷୀର ପିଇଦିଅନ୍ତି ଏହା ସ୍ବାସ୍ତ୍ୟ ପାଇଁ ବହୁତ କ୍ଷତୀକାରକ ହୋଇଥାଏ ।

ଏହି କଥାର ଧ୍ୟାନ ରଖନ୍ତୁ କି ମାଂସ ଖାଇସାରିବା ପରେ କିମ୍ବା ପୁର୍ବରୁ କେବେ ହେଲେ ବି କ୍ଷୀର ପିଅନ୍ତୁ ନାହିଁ , କାରଣ କ୍ଷୀରରେ ଆଣ୍ତି ବାୟୋଟିକ୍ ଗୁଣ ଥାଏ , ଯାହା ଶରୀରକୁ ଥଣ୍ତା କରିବାରେ କାମ କରିଥାଏ । ଏଥିପାଇଁ କେବେ ମାଛ କିମ୍ବା ମାଂସ ଖାଇବା ପୂର୍ବରୁ କିମ୍ବା ପରେ କ୍ଷୀରର ସେବନ କରନ୍ତୁ ନାହିଁ , ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ ଧଳା ଦାଗ ହେବାର ସମ୍ଭାବନା ରହିବ , ଓ ପେଟ ସଂବନ୍ଧିତ ରୋଗ କିମ୍ବା ଇନ୍ ଫେକ୍ସନ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button