IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜି ହିଁ ଘରର ଏହି ଜାଗାରେ ରଖି ଦିଅନ୍ତୁ ଅଳ୍ପ ଲୁଣ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି- Vastu Tips

ନମସ୍କାର ବନ୍ଧୁଗଣ ଆମ ଜୀଵନ ରେ ଲୁଣ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଲୁଣ ବିନା ଖାଦ୍ୟ ପଦାର୍ଥ ସହ ଜୀଵନ ମଧ୍ୟ ଫିକା ଲାଗେ । ଲୁଣ ଖାଦ୍ୟ କୁ ସୁସ୍ୱାଦୁ କରିଥାଏ । କିନ୍ତୁ ଏହି ଲୁଣ ର ମାତ୍ରା ଖାଦ୍ୟ ରେ ଅଧିକ ହେଲେ ଖାଦ୍ୟ ପଦାର୍ଥ ନଷ୍ଟ ହୋଇ ଯାଇଥାଏ ।

ଖାଦ୍ୟ ରେ ଲୁଣ ର ମାତ୍ରା କମ ହୋଇଗଲେ ମଧ୍ୟ ଖାଦ୍ୟ ବେକାର ହୋଇ ଯାଇଥାଏ । ତେଣୁ ସର୍ଵଦା ସଠିକ ପରିମାଣ ଅନୁସାରେ ଖାଦ୍ୟ ରେ ଲୁଣ ପକାଇବା ଉଚିତ । ଲୁଣ ଆମ ଆୟୁଷ କୁ ବଢ଼ାଇ ଥାଏ ଏବଂ ଘଟାଇ ମଧ୍ୟ ଥାଏ ।

ପ୍ରାୟତଃ ଲୋକ ଲୁଣ ର ସଠିକ ବ୍ୟବହାର କରି ଜାଣି ନାହାଁନ୍ତି । ଆଜି ଆମେ ଲୁଣ ର ସଠିକ ଉପଯୋଗ ଏବଂ ବ୍ୟବହାର ବିଷୟରେ ଆଲୋଚନା କରିବୁ । ଖାଦ୍ୟ ପଦାର୍ଥ ରେ କିପରି ବ୍ୟବହାର କରିବେ ସେ ବିଷୟରେ ନୁହେଁ ବରଂ ଏହି ଲୁଣ ର କିଛି ଚମତ୍କାର ଉପାୟ ବିଷୟରେ ଆଲୋଚନା କରିବୁ । ଲୁଣ ଅନେକ ପ୍ରକାରର ହୋଇଥାଏ ପାହାଡ଼ି ଲୁଣ, ସମୁଦ୍ରି ଲୁଣ, କଳା ଲୁଣ ଆଦି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ କୁ ଚନ୍ଦ୍ର ସହିତ ତୁଳନା କରାଯାଇଛି ଏବଂ କିଛି ଲୋକ ଏହାକୁ ରାହୁ ସହିତ ମଧ୍ୟ ତୁଳନା କରନ୍ତି । ଆଜି ଆମେ ଧର୍ମ ସହ ଯୋଡି ହୋଇ ରହିଥିବା କିଛି ଉପାୟ ବିଷୟରେ ଆଲୋଚନା କରିବୁ ଏବଂ ଏହି ଉପାୟ ଦ୍ୱାରା ଆପଣ ନିଜ ସମସ୍ୟା ର ସମାଧାନ କରିବାରେ ସକ୍ଷମ ହେବେ । ତେବେ ଚାଲନ୍ତୁ ସେ ଉପାୟ ଗୁଡିକ ବିଷୟରେ ଆଲୋଚନା କରି ନେବା ।

ଏହି ସବୁ ଉପାୟ ଗୁଡିକ ଦ୍ୱାରା ଆମେ ଘରେ ଥିବା ନକରାତ୍ମକ ଉର୍ଜା କୁ ଘରୁ ବାହାର କରିଦେଇ ପାରିବା ।

ପ୍ରଥମ ଉପାୟ ଟି ହେଉଛି । କିଛି ଲୁଣ ଆଣନ୍ତୁ ଏବଂ ଗୋଟିଏ ଲାଲ କପଡା ଆଣନ୍ତୁ । ସେଥିରେ ଏହି ଲୁଣ କୁ ବାନ୍ଧି ଦିଅନ୍ତୁ । ତାପରେ ସେ ଲାଲ କପଡାକୁ ଆପଣ ନିଜ ଘରର ମୁଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ । ଏହି ଉପାୟ ଟି କରିବା ଦ୍ୱାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି କିମ୍ବା ଉର୍ଜା ଘରୁ ପଳାୟନ କରିବ ।

ଏହା ଛଡା ଅନ୍ୟ କୌଣସି ଖରାପ ଶକ୍ତି ଘରେ ପ୍ରବେଶ କରି ପାରି ନଥାଏ ଏବଂ ଘର କୁ କୌଣସି କୁଦୃଷ୍ଟି ମଧ୍ୟ ପଡି ନଥାଏ । ଏହା ବ୍ୟତୀତ ଏହି ଲାଲ କପଡା କୁ ଯେଉଁଠାରେ ଆପଣ ନିଜର ଟଙ୍କା ପଇସା ରଖନ୍ତି ସେଠାରେ ରଖିବେ ତେବେ ଆପଣଙ୍କ ଧନ ର ବୃଦ୍ଧି ହେବ ଏବଂ ଘରେ ଧନ ର ଅଭାବ ମଧ୍ୟ ଦେଖା ଯିବ ନାହିଁ ।

ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ଯଦି କିଛି ଲୁଣ କାଚ ପାତ୍ର ରେ ନେଇ ନିଜ ଗାଧୁଆ ଘରେ ରଖି ଦିଅନ୍ତି ଏହା ଦ୍ୱାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ମଧ୍ୟ କଟିଯିବ । ଘରେ ସୁଖ ଶାନ୍ତି ବଢ଼ିଥାଏ । ଘରେ ବ୍ୟବହାର କରା ଯାଉଥିବା ଲୁଣ କୁ କେବେବି ଆପଣ ଷ୍ଟିଲ କିମ୍ବା ଲୁହା ପାତ୍ର ରେ ରଖିବେ ନାହିଁ ଏହା ଦ୍ୱାରା ଘରେ ଅନେକ ସମସ୍ୟା ଆସିଥାଏ କାରଣ ଲୁଣ ଚନ୍ଦ୍ର ଏବଂ ଲୁହା ଶନି ଏହି ଦୁଇ ଜଣ ଏକାଠି ହେଲେ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button