IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପାପ କରୁଥିବା ବ୍ୟକ୍ତିଙ୍କୁ ମୋକ୍ଷ କେମିତି ମିଳେ ? Garuda Purana

ଆମେ ଅଜାଣତରେ ଆଏଙ୍କ ଭୁଲ କରି ଦେଇ ଥାଉ ଏହା ପାଇଁ ଆମକୁ ଅନେକ ଦଣ୍ଡ ମଧ୍ୟ ଭୋଗ କରିବା କୁ ପଡି ଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ କିଛି ଭି ଭୁଲ ଜାଣିକି କରି ନଥାଉ । କିଛି ଭୁଲ ଅଜାଣତରେ ହୋଇ ଯାଇଥାଏ । ଶେଥି ପାଇଁ ଯଦି ଆମେ ମୋକ୍ଷ ଖୋଜିବା ତାହେଲେ ଏହା ମିଳିବା ସମ୍ଭବ ହୋଇ ଥାଏ । କିନ୍ତୁ ଏହି ପାପ ରୁ କିଭଳି ମୁକ୍ତି ପାଇବା ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବା ପାଇଁ ଯାଉଛୁ ।

କଳିଯୁଗରେ ଯେତେବେଳେ ପାପ ନିଜର ପ୍ରାଧାନ୍ୟ ବିସ୍ତାର କରି ଦେଇଛି ସେତେବେଳେ ଆମେ ମୋକ୍ଷ ଖୋଜିବା ସାଧାରଣ କଥା ଅଟେ । କିନ୍ତୁ ଯେତେବେଳେ ଆମେ କିଛି ଭି କାମରୁ ମୁକ୍ତି କିମ୍ବବା ମୋକ୍ଷ ପାଇବା ପାଇଁ ଚାହୁଁ ଏହାର ଅର୍ଥ ଅନେକ ଲୋକ ମୃ-ତ୍ୟୁ କୁ ବୁଝି ଥାନ୍ତି ।

କିନ୍ତୁ ଏହାର ଅର୍ଥ ମୃ-ତ୍ୟୁ ନୁହେଁ । ଯଦି ଆମେ ଦେଖିବା ପାଇ ଯିବା ତ ଜାଣି ପାରିବା କି ଆପଣ ମୋକ୍ଷ ସେତେବେଳେ ପାଇ ପାରିବେ ଯେତେବେଳେ ଆପଣ ମ-ର-ଣ ଓ ଜୀବନର ସତ୍ୟତା କୁ ଜଣାଇ ନେବେ । ଏହା ଏକ ଏଭଳି ଅବସ୍ଥା ଯେଉଁ ତିରେ ମଣିଷ ବଞ୍ଚିଥିଲା ବେଳେ ଭି ସବୁ କାମରେ ଭଗବାନ ଙ୍କ ନାମ ଜପୁ ଥିବ ଓ ଛବି ଦେଖୁ ଥିବ ।

ମୋକ୍ଷ ପାଇବା ପାଇଁ ଆମ ଶାସ୍ତ୍ର ରେ ଅନେକ ପ୍ରକାର ଉପାୟ ଲେଖା ଯାଇଛି । ଏହା ପାଇଁ ମଣିଷ କୁ ତ୍ୟାଗ, ବଳିଦାନ କରି ଥାଏ । ଏହି ବିଷୟରେ ଗରୁଡ ପୁରାଣରେ ଲେଖା ଯାଇଛି । ଏହି ତିରେ କୁହା ଯାଇଛି କି ଆମେ ମାରିବା ସମୟରେ ଯଦି ସଂସାର ର ମାୟା ରେ ନିଜକୁ ବାନ୍ଧିକି ରଖିବା ତେବେ ଆମେ କେବେ ଭି ମୋକ୍ଷ ପାଇ ପାରିବା ନି । ତେଣୁ କରି ଯେଉଁ ବ୍ୟକ୍ତି ମରିବା ପାଇଁ ଯାଉଛି ସେ ସବୁ ବେଳେ ନିଜ ମନକୁ ଭଗବାନ ଙ୍କ ପାଖରେ ରଖିବା ଉଚିତ ।

ମରିବା ସମୟରେ ଓଙ୍କାରା ମନ୍ତ୍ର ଗାଇବା ଦ୍ଵାରା ସେ ବ୍ୟକ୍ତି ମୁକ୍ତି ପାଇଥାଏ । ଭଗବାନ କୃଷ୍ଣ କହିଛନ୍ତି କି ଯଦି କେହି ବ୍ୟକ୍ତି ପାପ କଳା ପରେ ଭୀ ପ୍ରକୃତ ମନରେ ମୋ ନାମ କୁ ଜପ କରିବ ତେବେ ସେ ନିଶ୍ଚିତ ଭାବେ ମୁକ୍ତି ପାଇଯିବା। ଭଗବାନ କହିଛନ୍ତି କି ଯିଏ କେବଳ ତାଙ୍କ ସରଣରେ ଆସିଛନ୍ତି ଓ ସବୁ ପ୍ରକାର ଧର୍ମ କୁ ବର୍ଜନ କରିଛନ୍ତି ତାଙ୍କୁ ସେ ମୋକ୍ଷ ପ୍ରଦାନ କରିବେ ।

ଭକ୍ତି, ଜ୍ଞାନ ର ପ୍ରାପ୍ତି କରିବା ଦ୍ଵାରା ମୋକ୍ଷ ଲାଭ କରିବେ । ଏହା କେବଳ କର୍ମଠ ବ୍ୟକ୍ତି ଙ୍କୁ ହିଁ ବୁଝି ଆସିବ । ଯେଉଁ ମାନେ କର୍ମ ଯୋଗୀ ସାରା ଜୀବନ ନିଜକୁ ଅନ୍ୟର ଭଲ ପାଇଁ ବିତାଇ ସେମାନେ ମୋକ୍ଷ ପାଇ ଥାନ୍ତି । ଯଦି କେହି ବଞ୍ଚି ଥାଉ ଥାଉ ମୋକ୍ଷ ପାଇବା ପାଇଁ ଚାହୁଁ ଛନ୍ତି ତେବେ ଏହା ପାଇଁ ମଧ୍ୟ ଗୀତା ରେ ଲେଖା ଯାଇଛି କି ବଞ୍ଚିବା ଅବସ୍ଥାରେ ମଧ୍ୟ ମୁକ୍ତି ପାଇ ପାରିବେ । ଏହା ପାଇଁ ଆମକୁ କୃଷ୍ଣ ଙ୍କ ନିରାକାର ରୂପ କୁ ଖୋଜିବା ଦ୍ଵାରା ଆମେ ମୁକ୍ତି ପାଇ ପାରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button