IBN ଓଡ଼ିଶା ବ୍ୟୁରୋ

ରାତିରେ ମୁହଁରେ ଲଗେଇ ଦିଅନ୍ତୁ ଘରେ ବନେଇଥିବା କେବଳ ଏହି କ୍ରିମ, ଆଉ କେବେହେଲେ ପାର୍ଲର ଯିବାକୁ ପଡିବନି

ଆଜି କା ସମୟରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ କି ସୁନ୍ଦର ଦେଖା ଯିବାକୁ ଚାହେଁ ନାହିଁ । କିନ୍ତୁ ସମସ୍ତେ ସୁନ୍ଦର ଦେଖା ଯାନ୍ତି ନାହିଁ । ଆଜିର ଏହି ବ୍ୟସ୍ତ ପୂର୍ଣ୍ଣ ଜୀବନରେ ଲୋକମାନେ ନିଜର ଚେହେରା ଏବଂ ଦେହ ର ଧ୍ୟାନ ରଖିପାରୁ ନାହାନ୍ତି । ଚେହେରାର ଚମକ ଏବଂ ସୁନ୍ଦରତା ସମସ୍ତଙ୍କ ପାଇଁ ଦରକାର ଅଟେ । ସ୍ତ୍ରୀ ହଉ କି ପୁରୁଷ ସମସ୍ତେ ନିଜର ଚେହେରା କୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି ।

ଚେହେରା ରେ ଦାଗ ଏବଂ ବ୍ରଣର ର ଅସଲ କାରଣ ହେଉଛି ଆପଣଙ୍କ ର ଜୀବନ ଶୈଳୀ, ଖାଇବା ପିଇବା ଏବଂ ବାୟୁପ୍ରଦୂଷଣ । ଚେହେରା କୁ ସତେଜ ରଖିବା ପାଇଁ ଲୋକମାନେ ବହୁତ ପ୍ରକାର ପ୍ରଡକ୍ଟସ ର ବ୍ୟବହାର କରୁଛନ୍ତି ଯାହା କି କିଛି ସମୟ ପର୍ଯ୍ଯନ୍ତ ଚେହେରା କୁ ସଫା ଏବଂ ସତେଜ କରିଦିଏ କିନ୍ତୁ କିଛି କିଛି ଚେହେରା କୁ ଖାରାପ ମଧ୍ୟ କରିଥାଏ ।

ଆଜିକାଲି ଚେହେରା ର ସୁନ୍ଦରତାକୁ ବଢେଇବା ପାଇଁ ଦାବି କରୁଥିବା କସ୍ମେଟିକ ଏବଂ ବିୟୁଟି ପ୍ରୋଡକ୍ଟ ବିକ୍ରି ହେଉଛି । କିନ୍ତୁ ଏହି କୃତ୍ରିମ ସାଧନ ରେ ଏମିତି କେମିକାଲ ର ବ୍ୟବହାର ହେଉଛି ଯାହା ଫଳରେ ଆପଣଙ୍କୁ ସାଇଡ ଇଫେକ୍ଟ ହୋଇ ଯିବ । ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ରିମ ବିଷୟରେ କହିବାକୁ ଯାଉଛୁ ଯାହାକୁ ସବୁଦିନ ରାତିରେ ଚେହେରା ରେ ଲେଗେଇ କରି ଶୋଇଲେ ଆପଣଙ୍କୁ ପାର୍ଲର ବି ଯିବାକୁ ପଡିବନି ।

କ୍ରିମ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ

ଏଲୋୱେରା ଜେଲ, ଗୋଲାପ ପାଣି, ନଡିଆ ତେଲ, ଟି ଟ୍ରୀ ତେଲ, ଭିଟାମିନ E କୈପ୍ସୂଲ

କ୍ରିମ ବନେଇବାର ବିଧି

ଏହି କ୍ରିମ କୁ ବନେଇବା ପାଇଁ ଏକ ଚାମଚ ନଡିଆ ତେଲ, ଏକ ଚାମଚ ଏଲୋୱେରା ଜେଲ, ଏକ ଚାମଚ ଗୋଲାପ ପାଣି, ଟି ଟ୍ରୀ ତେଲ ଏବଂ ଗୋଟେ ଭିଟାମିନ ର କ୍ୟାପସୁଲ ନେଇ ଏହାର ମିଶ୍ରଣ ବନେଇ ନିଅନ୍ତୁ ।

ଏହି ମିଶ୍ରଣ ଆପଣଙ୍କୁ ଏକ କ୍ରିମ ଭଳି ଲାଗିବ । ଏହି କ୍ରିମ କୁ ସବୁଦିନ ଶୋଇବା ପୂର୍ବରୁ 8-10 ମିନିଟ ପର୍ଯ୍ଯନ୍ତ ଚେହେରା ରେ ମସାଜ କରନ୍ତୁ ।

 

ଏବଂ ରାତି ସାରା ଏହା କୁ ଚେହେରାରେ ଲଗାଇରଖନ୍ତୁ । ଏବଂ ସକାଳେ ପାଣିରେ ଧୋଇ ଦିଅନ୍ତୁ । ଏହି ଉପାୟ ସବୁ ଦିନ କରିଲେ ଆପଣଙ୍କ ଚେହେରାରେ ଜଲ୍ଦି ସତେଜତା ଆସିବ ଏବଂ ଆପଣ ଙ୍କ ଚେହେରା ଗୋରା ଏବଂ ବେଦାଗ ହୋଇଯିବ । ଆପଣଙ୍କୁ କେବେ ପାର୍ଲର ଯିବାକର ଆବଶ୍ୟକତା ମଧ୍ୟ ପଡିବନି।

 

Related Articles

Leave a Reply

Your email address will not be published. Required fields are marked *

Back to top button