IBN ଓଡ଼ିଶା ବ୍ୟୁରୋ

ମହିଳା ମାନଙ୍କର ଏହି 5ଟି ଭୁଲ୍ ସେମାନଙ୍କୁ କରିଥାଏ ” ବିଧବା ” – ନିଶ୍ଚୟ ଦେଖନ୍ତୁ |

କୁହାଯାଏ ବିବାହ ସ୍ଵର୍ଗ ରେ ଠିକ ହୋଇ ଥାଏ ଏହାକୁ କେହି ଭାଙ୍ଗି ପାରିବେ ନି । ଏହା କହିବାର ମାନେ ହେଉଛି କି ଆମକୁ ଯେକେହି ଭି ମିଳୁ ନା କାହିଁକି ଆମେ ତାକୁ ସ୍ଵୀକାର କରି ତାକୁ ନେଇ ସାରା ଜୀବନ ଚାଲିବା ନିହାତି ଦରକାର ଅଟେ । ଆମେ ଯଦି ଦେଖିବା ପାଇଁ ଯିବା ଆଜି କାଲୀ ସମାଜ ଏହି ପୁରୁଣା ପ୍ରଥାକୁ ନମାନି ଚାଲିବା ପାଇଁ ଆମକୁ ଅନେକ କିଛି ଶିଖାଉଛି । କିନ୍ତୁ ଆମେ ଏହାକୁ କରିବା ଦ୍ଵାରା ଅନେକ ସମୟରେ ଅଜାଣତରେ କିଛି ଭୁଲ କରି ଦେଇ ଥାଉ ।

ଆମ ସମାଜରେ ଥିବା ମହିଳା ମାନେ ନିଜ ସ୍ଵାମୀ ଙ୍କ ପାଇଁ କିଛି ଭି କରି ପାରନ୍ତି ଏହା ଆମେ ମାନେ ଜାଣିଛେ ଏହା ଆମ ପାଇଁ ଏକ ନୂଆ କଥା ନୁହେଁ କି ମହିଳା ମାନେ ଆମ ପାଇଁ କିଛି ଭି କରି ନାହାଁନ୍ତି ବୋଲି ସମାଜ ତାଙ୍କୁ ଖି ଥାଏ । କିନ୍ତୁ ଦେଖିବା ପାଇଁ ଗଲେ ଏହି ମହିଳା ମାନେ ନିଜ ସ୍ଵାମୀ ଙ୍କ ଜୀବନ ବଞ୍ଚାଇବା ପାଇଁ ଅନେକ କିଛି କରିଥାନ୍ତି ସେମାନେ ନିଜ ସ୍ଵାମୀ ଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଖୀ ହୋଇ ଥାନ୍ତି ଯଦି ଆପଣ ବାହାରେ କେଉଁ ଜାଗାରେ ରହୁଛନ୍ତି ନିଜ ସାସୁ ଘର ଛାଡିକି ସେ ଅଲଗା କଥା ଥାଏ କି ଆମେ ଏହାକୁ ସ୍ଵୀକାର କରିବା ଅପାଇନ ପଛ ଗୁଞ୍ଚା ଦେଇ ଥାଉ ।

ଆଜି ଆମେ ଆଖିବା ପାଇଁ ଯାଉଛେ ଏହି ଭଳି କିଛି ଘଟଣା ଯାହା କରିବା ଦ୍ଵାରା ମହିଳା ମାନେ ବି-ଧ-ବା ହୋଇ ଥାନ୍ତି କିମ୍ବା ନିଜ ସ୍ଵାମୀ ଙ୍କୁ ସବୁ ଦିନ ପାଇଁ ହରାଇ ଦେଇ ଥାନ୍ତି । ଆମେ କହିବ ଅପାଇନ ଯାଉଥିବା ଜିନିଷ ମାନଙ୍କ ମଧ୍ୟରେ ପ୍ରଥମ ଆସୁଛି ମଙ୍ଗଳ ସୂତ୍ର ଏହାକୁ ଆମେ ବିବାହ ସମୟରେ ପରିଧାନ କରୁ । ସବୁ ସ୍ଵାମୀ ମାନେ ବିବାହ ବେଦିରେ ଏହାକୁ ଦେଇ ଥାନ୍ତି ସ୍ତ୍ରୀ କୁ ଆଜି କାଲିର ମହିଳା ମାନେ ଏହାକୁ ପରିଧାନ କରିବା ପାଇଁ ଲାଜ ଅନୁଭବ କରି ଏହାକୁ ପିନ୍ଧୁ ନାହାଁନ୍ତି ଏହା ସହ ଏଥିରେ ଥିବା ଆକଲା ମାଳୀ କୁ ମଧ୍ୟ ଏମାନେ କାଢି ଦେଉ ଛନ୍ତି ଆପଣ ଏହି ଭୁଲ କରିବା କଥା ନୁହେଁ ।

ଏହା ସହ ଏହି ମହିଳା ମାନେ ସିନ୍ଦୁର କୁ ମଧ୍ୟ ପିନ୍ଧୁ ନାହାଁନ୍ତି ଆଧୁନିକ ଭାବେ ହୋଇ ଏହା କରିବା ମଧ୍ୟ ପାପ ଅଟେ । ଏହା କରିବା ଦ୍ଵାରା ଆପଣ ନର୍କ ଭୋଗିବେ କୁହାଯାଏ କି ସିନ୍ଦୁର ଯେତେ ଅଧିକା ଲଗାଇବା ସେତେ ଅଧିକ ସ୍ଵାମୀ ଙ୍କ ମଙ୍ଗଳ ହୋଇ ଥାଏ । ଏହା ପରେ ଧଳା ଶାଢୀ ଆପଣ ମାନେ ଗୁରୁବାର ଦିନ ଛାଡି ଦେଲେ ଧଳା ଶାଢୀ ପିନ୍ଧିବା ଅନୁଚିତ ଅଟେ । ଏହା ଦ୍ଵାରା ଆପଣଙ୍କ ସ୍ଵାମୀ ଙ୍କ ଉପରେ ବିଇପଦ ଆସିପାରେ । କିଛି ମହିଳା ମାନେ ନିଜ ସ୍ଵାମୀ ଙ୍କୁ ନା ଧରି ଡାକନ୍ତି ଓ କିଛି ଜଣ ସ୍ଵାମୀ ଙ୍କୁ ମୁଣ୍ଡିଆ ମା-ରି ନଥାନ୍ତି ପୂଜା ମାନଙ୍କ ରେ ଏହା କରିବା ଭୁଲ ଅଟେ । ଏହା ପାଇଁ ମହିଳା ମାନେ ବି-ଧ-ବା ହୋଇ ପାରନ୍ତି ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button