IBN ଓଡ଼ିଶା ବ୍ୟୁରୋ

କେବେବି ଅଲଗା ହୁଅନ୍ତି ନାହିଁ ଏହି 5ଟି ନାମର ଯୋଡି-

ପ୍ରେମ ବିବାହ ଓ ଘର ଲୋକଙ୍କ ପସନ୍ଦ ର ବିବାହ ମଧ୍ୟରେ ଅନେକ ପାର୍ଥକ୍ଯ ମାନ ଅଛି ଯଦି ଆମେ ବିବାହ କରୁ ତେବେ ଏହା ଆମେ ଧର୍ମ କୁ ସାକ୍ଷୀ ରଖିବା ପାଇଁ ବାଧ୍ୟ ହୋଇ ଥାନ୍ତି । ଏମାନେ କିଛି ଭି ନକରିଲେ ନିଜ ଜୀବନ ସାଥି ଙ୍କ ସହ ଭଲ ସମ୍ମାନ ଓ ଖୁଶି ରହିବାର କଥା ଦେଇ ଥାନ୍ତି । ଆପଣ ମାନେ ଜାଣି ଛନ୍ତି କି ବିବାହ ରେ ସବୁ ବେଳେ ସ୍ଵାମୀ ସ୍ତ୍ରୀ ଉଭୟ ଉଭୟ ଙ୍କ ସହ ଭଲରେ ରହି ଥାନ୍ତି କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କିଛି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଖୁବ କମ ଦିନ ମଧ୍ୟରେ ଭାଙ୍ଗି ଥିବା ବେଳେ କିଛି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଅଧିକ ଦିନ ଯାଏ ଚାଲି ଥାଏ ସେମାନେ ନିଜ କୁ ଛାଡି ଅନ୍ୟକୁ ଭଲ ପାଇ ଥାନ୍ତି ଏହି ଭଳି ସ୍ଵାମୀ ସ୍ତ୍ରୀ ମାନେ ସବୁ ବେଳେ ନିଜ ସହ ଖୁଶିରେ ରହି ଥାନ୍ତି ।

ଆଜି ଆମେ କହିବା କି ଏହି ଭଳି କିଛି ଯୋଡି ମାନଙ୍କ ବିଷୟରେ ଯେଉଁ ମାନେ ବିବାହ ପରେ ମଧ୍ୟ ପରସ୍ପର କୁ ଛାଡି ରହି ପରି ନଥାନ୍ତି । ଆପଣ ମାନେ ଜାଣି ଥିବେ କି କିଛି ସ୍ଵାମୀ ସ୍ତ୍ରୀ ମାନେ ନିଜ ପରିବାର କିମ୍ବା ନିଜ ଘର କୁ ଛାଡି ରହିବା ପାଇଁ ଭଲ ପାଇ ନଥାନ୍ତି ଆଜି ଆମେ ସେହି ଭଳି କିଛି ଯୋଡି ଙ୍କ କଥା କହିବୁ । ଆଜି ଆମେ କହିବା ପାଇଁ ଯାଉଥିବା ପ୍ରଥମ ଯୋଡି ହେଉଛନ୍ତି “H” ଏବଂ “J” ନାମର ଯୋଡି । ସାଙ୍ଗ ମାନେ ଏହି ମାନେ ସବୁ ବେଳେ ପରସ୍ପର କ୍କୁ ସତ ସତରେ ଭଲ ପାଇ ଥାନ୍ତି ଏମାନେ କେବେହେଲେ ଝଗଡା କରି ନଥାନ୍ତି ।

ଏମାନେ ଅଧିକ ବିଶ୍ବାଶ କରି ଥାନ୍ତି ଏହା ପରେ ଆସେ “A” ଏବଂ “S” ନାମର ଯୋଡି ଙ୍କ କଥା ଏମାନେ ଭଲ ପାଇବା ସହ ଜୀବନ ସାଥିର ସହ ହସି ହସି ଖୁଶିରେ ରହି ଥାନ୍ତି । ଏମାନେ ଖୁବ ଭରସା କରି ଥାନ୍ତି ଓ କିଛି କଥା ଲୁଚାଇ ନଥାନ୍ତି । “B” ଏବଂ “M” ନାମର ଯୋଡି ଏମାନେ ନିଜର ପାର୍ଟନର ସହ ଖୁବ ଭଲ ସମୟ ବିତାଇବା ପାଇଁ ଚାହିଁ ଥାନ୍ତି । ଏମାନେ ନିଜ ଜୀବନ ସାଥି ସହ କେବେ ହେଲେ ଖରାପ କରି ନଥାନ୍ତି ।

ଏମାନେ ସବୁ ବେଳେ ସବୁ କଥା ନିଜ ପାର୍ଟନର କୁ କହି ଥାନ୍ତି ସେଇ ପାଇଁ ଏମାନଙ୍କ ଯୋଡି ସବୁ ବେଲଲେ ଭଲ ଥାଏ । ଏହା ପରେ “K” ଏବଂ “T” ନାମର ଲୋକମାନେ ଏମାନେ ସବୁ ବେଳେ ପରସ୍ପର ଠାରୁ କେବେ ଦୂରେଇ ରହି ପାରନ୍ତି ନି ଏମାନେ ସବୁ ବେଳେ ଇମାନ ଡାର ଥାନ୍ତି । ଏମାନେ କେବେହେଲେ କାହାକୁ ଧୋକା ଦେଇ ନଥାନ୍ତି । ଏହା ପରେ “R” ଏବଂ “P” ଏମାନେ କେବେ ହେଲେ ନିଜ ପାର୍ଟନର ସହ ଏମାନେ ଭଲ ସମୟ ବିତାଇ ଠନଟି ଓ ଏମାନେ ସବୁ ବେଳେ ନିଜ ପାର୍ଟନର ଠାରୁ ଅଧିକ ବ୍ବିସବାଶ ଆଉ କାହାକୁ କରି ନଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button