ସବୁଠୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏହି 4ଟି ନାମର ଝିଅମାନେ, ପୁରୁଷମାନେ ଥରେ ଏହାକୁ ନିଶ୍ଚୟ ଦେଖନ୍ତୁ

ଆମ ଦୁନିଆରେ ସବୁ ଲୋକମାନେ ସବୁ ଲୋକନକ ପାଖରୁ ଅଲଗା ଲଗା ହୋଇ ଥାନ୍ତି । ଯଦି ଆମେ ନିଜ ନାମ କୁ ଦେଖିବା ତାହେଲେ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା ଆମେ ଯେଉଁ ଭଳି ବ୍ୟବହାର କରୁଛେ ଏହହା ଆମ ଶ୍ବେତହ ପ୍ରବୃତ କିନ୍ତୁ ଆମେ ଏହାକୁ ଅବଦଳାଇ ପାରିବା । ଦୁନିଆର ସବୁ ବ୍ୟକ୍ତି ମହିଳା ମାନେ ପରସ୍ପର ଠାରୁ ଖୁବ ଅଲଗା ହୋଇ ଥାନ୍ତି କିନ୍ତୁ ଦେଖିବା ପାଇ ଯିବା ତ କିଛି ଏହି ଭଳି ମହିଳା ଥାନ୍ତି ଯେଉଁ ମାନେ ଖୁବ ଭାଗ୍ଯବାନ ଥାନ୍ତି ।
ଏମାନେ ସବୁ ବେଳେ କିଛି ନନା କିଛି କାମରେ ନିଜକୁ ବ୍ୟାସ୍ତ ରଖୀ ଥାନ୍ତି ଏମାନଙ୍କ ଭାଗ୍ଯ ଏମାନଙ୍କ ସହ ରହି ଥାଏ । ଆପଣ କହିବେ କି ଏହା କିଭଳି ହୋଇ ପାରିବ । ଆଜ୍ଞା ହଁ ଏହି ଭଳି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନେ ନିଜ କଥାକୁ ଅନ୍ୟ ଆଗରେ ରଖିବା ମାତ୍ରେ କି ସେମାନେ ଏହାକୁ ଗ୍ରହଣ କରି ଥାନ୍ତି । ଏହା ସହ ଆମେ ଆଉ ଏକ କଥା କହିବା କି ଆପଣଙ୍କ ଭାଗ୍ୟରେ ଯଦି ଏହି ଭଳି ମହିଳା ମାନେ ଅଛନ୍ତି ଜାଣି ନିଅନ୍ତୁ କି ଆପଣ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ।
କହିବା କି ଆମେ କେଉଁ ଭଳି ଜୀବନ ବଞ୍ଚିବା ଓ କ୍କିଭଳି ଭାବେ ଏମାନଙ୍କ ମଧ୍ୟରୁ ନିଜ ଜୀବନ ସାଥି ମାନେ ଭଲ ଝିଅ ମାନଙ୍କୁ ବାଛିବା ଆସନ୍ତୁ ଆମେ ଆପଣଙ୍କୁ କହିବା କି କେଉଁ ଝିଅ ମାନେ ଭାଗ୍ଯବାନ ଥାନ୍ତି । ପ୍ରଥମ ଅକ୍ଷର ହେଉଛି “D” ଏହି ନାମର ମହିଳା ମାନେ ଭାଗ୍ଯବାନ ହୋଇ ଥାନ୍ତି । ଏମାନେ ସାସୁ ଘରେ ସୁଖ ସମୃଦ୍ଧ ଆଣି ଥାନ୍ତି । ଏହା ପରେ “G” ନାମର ମହିଳା ମାନଙ୍କ କଥା ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି କେବଳ ସେତିକି ନୁହେଁ ଏମାନେ ଯାହାଭି କରି ଥାନ୍ତି ହସି ହସି କରି ଥାନ୍ତି ସେଇ ପାଇଁ ଏମାନଙ୍କୁ ସବୁ ଲୋକମାନେ ଭଲ ପାଇ ଥାନ୍ତି ମା ଲକ୍ଷ୍ମୀ ଙ୍କ ଦୟା ସବୁ ବେଳେ ଏମାନଙ୍କ ଉପରେ ରହି ଥାଏ ।