IBN ଓଡ଼ିଶା ବ୍ୟୁରୋ

ଏହି 5ଟି ନାମର ପୁଅଙ୍କୁ ବିବାହ କରିଲେ ଝିଅ ମାନେ ବହୁତ ଅନୁତାପ କରିବେ, ଜୀବନ ସାରା କାନ୍ଦିବେ…

ବନ୍ଧୁଗଣ ସବୁ ଝିଅ ମାନଙ୍କର ଏହି ସ୍ଵପ୍ନ ଥାଏ କି ସେମାନଙ୍କ ଜୀବନରେ ଏପରି ପୁଅ ଆସୁ ଯିଏ ତାକୁ ଦୁନିଆର ସବୁ ଖୁସି ଦେବ । ତା ସହ ସେ ସାରା ଜୀବନ ଖୁସିରେ କଟାଇବ । କିନ୍ତୁ ଅନେକ ସମୟରେ ଝିଅ ମାନେ ପୁଅ ମାନଙ୍କୁ ଚିହ୍ନିବାରେ ଭୁଲ କରି ଦେଇଥାନ୍ତି । ଏହା ପରେ ବାହାଘର ପରେ ହଇରାଣ ହୋଇଥାନ୍ତି । ଦାମ୍ପତ୍ୟ ଜୀବନରେ ସମସ୍ଯା ସେତେବେଳେ ଆସେ ଯେବେ ପୁଅର ପ୍ରକୃତି ଠିକ ନ ଥିବ । ପୁଅ ନିଜର ସମ୍ପର୍କକୁ ନେଇ ସିରିଏସ ନ ଥିବ ତେବେ ଏଭଳି ପୁଅଙ୍କୁ ଠାରୁ ଝିଅ ମନେ ଦୂରେଇ ରହିବା ଆବଶ୍ୟକ । ଆଜି ଆମେ ଜାଣିବା ସେହି ପୁଅଙ୍କ ବିଷୟରେ ଯେଉଁ ମାନଙ୍କୁ ବିବାହ କରିଲେ ଝିଅ ମନେ ଦୁଃଖ ରେ ରହିଥାନ୍ତି ।

1- C ନାମର ପୁଅ : ଏହି ନାମର ପୁଅ ମନେ ନିଜ ରାଗ ଉପରେ କାବୁ କରିପାରନ୍ତି ନାହିଁ । ଯେବେ ଏମାନଙ୍କ ମୁଣ୍ଡ ଟିକେ ଖରାପ ହୋଇଯାଏ ସେତେବେଳେ ନିଜ ରାଗ ସ୍ତ୍ରୀ ଉପରେ ସୁଝାଇଥାନ୍ତି । ଏହି ନାମର ବ୍ୟକ୍ତି ସନ୍ଦେହ ଜନକ ହୋଇଥାନ୍ତି । ଏମାନେ ସର୍ବଦା ନିଜ ସ୍ତ୍ରୀଙ୍କୁ ସନେଧ କରିଥାନ୍ତି ।

2- K ନାମର ପୁଅ : ଯେଉଁ ପୁଅ ମାନଙ୍କର ନାମର ପ୍ରଥମ ଅକ୍ଷର ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ଦୁଇଟି ବ୍ୟକ୍ତିତ୍ବ ଥାଏ । ପ୍ରଥମ ହେଉଛି ଏମାନେ ଦୁନିଆ ଆଗରେ ବହୁତ ଭଲ ଦେଖାଇ ହୁଅନ୍ତି । ଅନ୍ୟ ଟି ସମୟ ସୀମାରେ ଏମାନେ ନିଜର ଅସଲ ଚେହେରା ଦେଖାଇଥାନ୍ତି । ଏମିତି ରେ ଏମାନଙ୍କ ସ୍ତ୍ରୀ ବହୁତ କମ ସମୟ ପାଇଁ ଖୁସି ରେ ରହିଥାନ୍ତି ।

 

3- P ନାମର ପୁଅ : ଏହି ନାମର ରୁ ଆରମ୍ଭ ହେଉଥିବା ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ସବୁବେଳେ ନିଚା ଦେଖାଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି ସ୍ଵାଧୀନତା ଦିଅନ୍ତି ନାହିଁ । ଏମାନଙ୍କର ରାଗ ବହୁତ ଅଧିକ ହୋଇଥାଏ । କେବେ କେବେ ରାଗରେ ଏମାନେ ନିଜ ସ୍ତ୍ରୀ ଙ୍କ ଉପରକୁ ହାତ ମଧ୍ୟ ଉଠାଇ ଦେଇଥାନ୍ତି ।

4- M ନାମର ପୁଅ : ଏହି ନାମର ପୁଅ ମାନେ ବାହାଘର ପରେ ନିଜ ସ୍ତ୍ରୀ ଙ୍କୁ ସମୟ ଦିଅନ୍ତି ନାହିଁ । ଏମାନଙ୍କର ପ୍ରେମ ବାହାଘର ପରେ ଫିକା ପଡି ଯାଇଥାଏ । ଏମାନଙ୍କୁ ନିଜ ସ୍ତ୍ରୀ ଅପେକ୍ଷା ନିଜ କାମ ଓ ଅନ୍ୟ ମାନଙ୍କ ଉପରେ ଅଧିକ ଆଗ୍ରହ ଥାଏ । ଏମାନେ ନିଜ ସ୍ତ୍ରୀ କୁ ବାହାଘର ପରେ ଅଣଦେଖା କରିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ସେତିକି ଭଲ ପାଇବା ଦେଇ ନ ଥାନ୍ତି ଯେତିକି ସେମାନଙ୍କ ସ୍ତ୍ରୀ ଆଶା ରଖିଥାନ୍ତି ।

 

5- A ନାମର ପୁଅ : ଯେଉଁ ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ଏମାନେ ଅଲଗା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନରେ କେବେ ବି ଗୋଟେ ଝିଅ ସହ ରହିବାକୁ ପସନ୍ଦ କରନ୍ତି ନାହିଁ । ବାହାଘର ପରେ ଏମାନେ ଅନ୍ୟ ଝିଅ ଉପରେ ଖରାପ ନଜର ପକାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button