ରାଜ୍ୟ
ନନ୍ଦନକାନନରେ ନୂଆ ଅତିଥି – Ibnodisha

[ad_1]
ଭୁବନେଶ୍ବର: ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଥିବା ଜଣାପଡ଼ିଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି। ଉଭୟ ଗୋଲଡେନ୍ ହ୍ୟାଣ୍ଡେନ୍ ଟାମାରିନ ଏବଂ ସ୍କ୍ବିରେଲ୍ ମଙ୍କି ହାତର ପାପୁଲି ଅଂଶ ସୁନେଲି ରଙ୍ଗର । ଚଳିତ ବର୍ଷ ନନ୍ଦନକାନନକୁ ଆହୁରି ଅଧିକ ପଶୁପକ୍ଷୀଙ୍କୁ ଅଣାଯିବାର ଲକ୍ଷ୍ୟ ରହିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
The post ନନ୍ଦନକାନନରେ ନୂଆ ଅତିଥି appeared first on ONA KHABAR.
[ad_2]