Uncategorized

ହାଡ ଦୁର୍ବଳ ହେଲେ ହୋଇଥାଏ ବହୁତ ପ୍ରକାର ରୋଗ, ହାଡ ମଜବୁତ କରିବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ଯଦି ଆପଣ ନିଜ ହାଡ ମଜବୁତ ରଖିବା ପାଇଁ ଚାହୁଞ୍ଚନ୍ତି ତାହେଲେ କେଲସିଅମ ପରି ପୂର୍ଣ ଖାଦ୍ୟ ସେବନ କରିବା ଅତି ଆବଶ୍ୟକ ଅଟେ । ହାଡ ଦରଜ ଯଦି ଦୁର୍ବଳ ହେଇଗଲା ତାହେଲେ ଆଣ୍ଠୁ ଦର୍ଜ ଠାରୁ ଆରମ୍ଭ କରି ଗଣ୍ଠି ସମସ୍ୟା ପରି କେତେକ ରୋଗ ଆପଣଙ୍କୁ ହଇରାଣ କରିଥାଏ । ସବୁ ବୟସରେ ହାଡ ମଜବୁତ ରହିବା ବହୁତ ଜରୁରୀ ହୋଇଥାଏ, ହାଡ ପାଇଁ ସବୁଠାରୁ ଭଲ ଆପଣ ପତ୍ର ରହିତ ପନି ପାରିବା ଖାନ୍ତୁ, କାହିଁକିନା ଏତିରେ କେଲସିଅମ ଉଚ୍ଚ ମାତ୍ରା ରେ ହୋଇଥାଏ । ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ଯାହା ସେବନ କଲେ ହାଡ ମଜ୍ବୁତ ହୋଇଥାଏ ।

ଯଦି ଆପଣ କେଲସିଅମ ପରି ପୂର୍ଣ ଖାଦ୍ୟ ନ୍ଖାଇବେ ତାହେଲେ ଆପଣଙ୍କ ହାଡ ଦୁର୍ବଳ ହୋଇ ଯିବ । କେଲସିଆମ ସହ ହାଡ ପାଇଁ ବିଟାମିନ ଏ ଏବଂ କେ ମଧ୍ୟ ଲାଭକାରୀ ଅଟେ । ଏହି ସବୁ ଖାଦ୍ୟ ସହ ଆପଣ ନିଜ ଖାଇବା ରେ ପୋଟେସିଅମ ଏବଂ ଜିଙ୍କ ରହିତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

ଆପଣ ହାଡ ମଜବୁତ କରିବା ପାଇଁ ବାଦାମ ଖାନ୍ତୁ, ଗୋଟେ ମୁଠା ବାଦାମ ରେ ୭୫ଗ୍ରାମ ଅଧିକ କେଲସିଅମ ହୋଇଥାଏ, ଏହା ସହ ପଟାସିୟମ ଏବଂ ପ୍ରୋଟିନ ମାତ୍ରା ବି ହୋଇଥାଏ । ହାଡ ମଜ୍ବୁତ ହାବା ପାଇଁ ଆପଣ ବିଂଶ ଡାଲି ମଧ୍ୟ ସେବନ କରନ୍ତୁ, ଏଥିରେ କେଲସିୟମ ଓ ମେଗ୍ନେସିୟମ ଭଲ ଭାବରେ ପରି ପୂର୍ଣ ଥାଏ ।

ବ୍ରୋକଲିକୁ ହାଡ ପ ବିଟି ଲାଭକାଅଋ କୁହାଯାଏ, ବ୍ରୋକଲିରେ କେଲସିୟମ ଭଲ ତରା ରେ ଥାଏ । ଏହା ଛଡା ହାଡ ଉଟ ରହିବା ପାଇଁ ଆପଣ ପତ୍ରକୋବି ବି ଖାଇ ପାରନ୍ତି । କାଜୁ, ବାଦାମ ଏବଂ ମାଛ ବି ହାଡ ପାଇଁ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ।

୩୦ ବର୍ଷ ବୟସ ଠାରୁ ଆଜିକାଲି ଅନେକ ପ୍ରକାର ରୋଗ ହେବା ଆରମ୍ଭ ହେଇ ଯାଉଛି । ସେଥିପାଇଁ ଯଦି ଆପଣ ସୁସ୍ଥ ଜୀବନ ବଞ୍ଚିବାକୁ ଚହୁଁଛନ୍ତି ତେବେ ନ୍ଯାଯ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ତେବେ ଯାଇ ଆପଣ ଏକ ସୁସ୍ଥ ଜୀବନ ଯାପନ କରି ପାରିବେ । ନଚେତ କମ ବଯସରୁ ହିଁ ରୋଗଗ୍ରସ୍ତ ହୋଇଯିବେ । ସେଥିପାଇଁ ଆଗ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ବି ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଜାଣିବାକୁ ଚାହୁଁଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button