IBN ଓଡ଼ିଶା ବ୍ୟୁରୋ

ବିବାହିତା ମହିଳା ମରିଗଲେବି ପିନ୍ଧନ୍ତୁ ନାହିଁ ଏହି 3 ଟି ଜିନିଷ, ଖୁବଶୀଘ୍ର ହୋଇଯିବ ସ୍ଵାମୀଙ୍କ ମୃତ୍ୟୁ…

ପିତାମାତା ପରେ ସ୍ତ୍ରୀ ତାର ସ୍ଵାମୀଙ୍କୁ ଅପାର ପ୍ରେମ କରିଥାଏ । ସିନ୍ଦୁର ବିବାହିତ ମହିଳାମାନଙ୍କର ପ୍ରତୀକ ଓ ସ୍ଵାମୀଙ୍କ ଦୀର୍ଘ ଆୟୁଷ ପାଇଁ ଲଗେଇଥାନ୍ତି । ଏହା ଆମ ଭାରତୀୟ ମହିଳାମାନଙ୍କ ଜୀବନରେ ସିନ୍ଦୁରର ମହତ୍ଵ ସର୍ବାଧିକ ହୋଇଥାଏ । ସିନ୍ଦୁର ବିନା ବାହାରକୁ ଯିବା ବା ମନ୍ଦିର ଶୁଭକାର୍ଯ୍ୟରେ ବସିବାକୁ ଅଶୁଭ ମାନା ଯାଇଥାଏ । ତେଣୁ ମହିଳାମାନଙ୍କୁ ସବୁ ବେଳେ ମଥାରେ ସିନ୍ଦୁର ଧାରଣ କରିବା ନିୟମ ପ୍ରାଚୀନ କାଳ ରୁ ରହିଛି ।

ହିନ୍ଦୁ ଧର୍ମରେ ସଂସ୍କୃତି କୁ ବହୁତ ଅଧିକ ମହତ୍ଵ ଦିଆଯାଇଛି ଓ ତହିରେ ମହିଳାମାନଙ୍କୁ ଏପରି କିଛି ଜିନିଷ ପିନ୍ଧିବାକୁ ବାରଣ କରାଯାଇଛି । ଯଦି ଆପଣ ସେହି ସବୁ ଜିନିଷକୁ ପିନ୍ଧିଥାନ୍ତି ତେବେ ଆପଣଙ୍କ ସ୍ଵାମୀଙ୍କ ମୃତ୍ୟୁର କାରଣ ଆପଣ ହେଇପାରନ୍ତି । ତେଣୁ କରି ଯଦି ଆପଣଙ୍କ ସ୍ଵାମୀ ନିଜେ ତାହାକୁ ପିନ୍ଧିବାକୁ କୁହନ୍ତି ତେବେ ମଧ୍ୟ ଆପଣ ତାହାକୁ ପରିଧାନ କରନ୍ତୁ ନାହିଁ ।

ତେବେ ଆସନ୍ତୁ ଜାଣିବା ବିବାହିତ ମହିଳାମାନଙ୍କୁ କେଉଁ ସବୁ ଜିନିଷ ପିନ୍ଧିବା ଅନୁଚିତ୍ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ବିବାହିତ ମହିଳାମାନଙ୍କୁ ଧଳା ରଙ୍ଗର ଶାଢୀ ପିନ୍ଧିବା କଥା ନୁହେଁ । କାରଣ ସ୍ଵାମୀଙ୍କ ମୃତ୍ୟୁ ପରେ ବିଧବା ମହିଳାମାନେ ଧଳାର ରଙ୍ଗର ବସ୍ତ୍ରକୁ ପିନ୍ଧିବା ର ବିଧି ଆମ ଶାସ୍ତ୍ରରେ ଲିଖିତ ହୋଇଛି । ମାତ୍ର ବିବାହିତ ଯଥା ସ୍ଵାମୀ ଥିବା ସ୍ତ୍ରୀଲୋକମାନେ ଧଳା ରଙ୍ଗ ର ଶାଢୀ ପିନ୍ଧିବା ଅନୁଚିତ୍ ହୋଇଥାଏ ଏହା ଯୋଗୁ ସ୍ଵାମୀଙ୍କ ପ୍ରାଣହାନିର ସମ୍ଭାବନା ରହିଥାଏ ।

ଗୋଡର ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ ମହିଳାମାନେ ଗୋଡରେ ସୁନାର ପାଉଜି ପିନ୍ଧନ୍ତି, କିନ୍ତୁ ଅଶୁଭ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ କଳହ ଝଗଡା ସୃଷ୍ଟି ହେବାର ସମ୍ଭାବନା ଦେଖାଯାଇଥାଏ । ତେଣୁ ମହିଳାମାନଙ୍କୁ ତାହା ଧାରଣ କରିବା କଥା ନୁହେଁ । ସହରରେ ଥିବା ମହିଳାମାନେ ସିନ୍ଦୁର ଓ ମଙ୍ଗଲସୂତ୍ରକୁ ପିନ୍ଧନ୍ତି ନାହିଁ ।

ମାତ୍ର ତାହା ଶାସ୍ତ୍ର ନିୟମର ବିରୋଧ ହୋଇଥାଏ । ଶାସ୍ତ୍ର ମତ ଅନୁସାରେ ବିବାହିତ ମହିଳାମାନଙ୍କୁ ସିନ୍ଦୁର ଧାରଣ କରିବା ଉଚିତ୍ । ସିନ୍ଦୁର ଲଗେଇବା ଦ୍ଵାରା ସ୍ଵାମୀଙ୍କ ଆୟୁ ବୃଦ୍ଧି ହୋଇଥାଏ । ଆପଣମାନଙ୍କୁ ଆମ ପୋଷ୍ଟ ଭଲଲାଗିଲେ । ଆମ ପେଜ୍ କୁ ଲାଇକ , ଶେୟାର ଓ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button