ରାତିରେ ଶୋଇବା ପୂର୍ବରୁ 2-3ଟି ଲବଙ୍ଗ ଖାଇବାର ଫାଇଦା ଜାଣି ପାଦ ତଳୁ ଖସିଯିବ ମାଟି
ବର୍ତ୍ତମାନ ଯୁଗରେ ଆମର କିଛି ବି ରୋଗ ହେବା ସଙ୍ଗେ ସଙ୍ଗେ ଆମେ ଔଷଧ ର ସେବନ କରିଥାଉ । ଯାହାର ଫଳ ସ୍ୱରୂପ ଆମ ଶରୀରର କୁ ଏହି ରାସାୟନିକ ଔଷଧ ର ସେବନ ରେ ଧୀରେ ଧୀରେ ଅଭ୍ୟସ୍ତ ହୋଇ ଯାଇଥାଏ । ଏବଂ ଏହାର ଅନେକ ଖରାପ ପ୍ରଭାବ ଥିବାରୁ ଏହା ଆମ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଆୟୁର୍ବେଦିକ ଚିକିତ୍ସା ରେ କୌଣସି ରସାୟନିକ ପଦାର୍ଥ ର ମିଶ୍ରଣ ହୋଇ ନଥାଏ । ଏହା ପ୍ରାକୃତିକ ଜିନିଷର ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଏ ।
ତେବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଲବଙ୍ଗର ସେବନ ଦ୍ଵାରା ଆମକୁ କେଉଁ କେଉଁ ଫାଇଦା ମିଳିଥାଏ । ଲବଙ୍ଗ ଆମ ଦାନ୍ତ ସମସ୍ଯା ତଥା ଦାଣ୍ଟ ଦରଜକୁ ଠିକ କରିଥାଏ । ଏହାସହ ଲବଙ୍ଗ ଆମ ମୁହଁର ଖରାପ ଗନ୍ଧକୁ ମଧ୍ୟ ଦୂର କରିଥାଏ । ମୁହଁ ଦୁର୍ଗନ୍ଧକୁ ନେଇ ଅନେକ ଲୋକ ଚିନ୍ତିତ ରହିଥାନ୍ତି । ଲବଙ୍ଗ ଭିତରେ ଆଇରନ ପୋଟାସିମ ଭର୍ତି ହୋଇ ରହିଥାଏ ଯାହା ଦ୍ଵାରା ଲବଙ୍ଗ ସେବନ କରୁଥିବା ବ୍ୟକ୍ତି କେବେ ଦୁର୍ବଳ ଅନୁଭବ କରନ୍ତି ନାହିଁ ଏହା ଛଡା ସକାଳେ ବିନା ଦାନ୍ତ ଘଷି ଯଦି ଆପଣ ଗୋଟେ ଲବଙ୍ଗ ସେବନ କରନ୍ତି ତେବେ ଆପଣଙ୍କ ଚୁଟି ଝଡିବା ବନ୍ଦ ହୋଇଥାଏ ଆଉ ସୁନ୍ଦର ଗହବା ଚୁଟି ହୋଇଥାଏ ଏହା ଛଡା ଲବଙ୍ଗ ଖାଇବା ଦ୍ଵାରା ଆପଣଙ୍କ ଧଳା ଚୁଟି କମିଠାଏ ଆଉ କଳା ଚୁଟି ଅଧିକ ହୋଇଥାଏ ।
ପାଚନ କରିବାରେ ଯଦି ଅସୁବିଧା ଅଛି ତେବେ ଆପଣ ସବୁ ଦିନ ସକାଳେ ଏବଂ ସନ୍ଧ୍ୟାରେ ଖାଇବା ପୂର୍ବରୁ ଗୋଟିଏ ଲବଙ୍ଗ ନିଶ୍ଚିତ ସେବନ କରନ୍ତୁ । ଏହା ଦ୍ଵାରା ପଚନ ସଠିକ ରୂପରେ ହୋଇଥାଏ ଏବଂ ଏହା ସହିତ ଏସିଡିଟିର ଅସୁବିଧାରୁ ବି ମୁକ୍ତି ମିଳିଥାଏ । କହିବାକୁଗଲେ ଲବଙ୍ଗରେ ଏଂଟୀଇଂଫ୍ଲେମେଟରୀ ଗୁଣ ମିଳିଥାଏ ଯାହା ପେଟରେ ଥିବା ଇନଫେକଶନ ଦୂର କରିଥାଏ ଏବଂ ପେଟ ବିନ୍ଧିବା, ପେଟ ସମ୍ବନ୍ଧିତ ସବୁ ସମସ୍ୟାକୁ ଦୂର ହୋଇଥାଏ ।
ଅଧିକରୁ ଅଧକ ହାର୍ଟ ସମସ୍ଯା ରାତି ସମୟରେ ହୋଇଥାଏ । ସେଥି ପାଇଁ ଯଦି ଆପଣଙ୍କର ହାର୍ଟ ସମସ୍ଯା ଥାଏ ତେବେ ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇବା ଉଚିତ । ରାତିରେ ଶୋଇବା ସମୟରେ ଆମ ଶରୀରର ସମସ୍ତ ପାର୍ଟ ଭଲ କାମ କରିଥାଏ ସେଥି ପାଇଁ ଲବଙ୍ଗକୁ ରାତିରେ ସେବନ କରିବା ଉଚିତ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।