IBN ଓଡ଼ିଶା ବ୍ୟୁରୋ

ସକାଳୁ ବାସି ମୁହଁରେ ପାଣି ପିଇବାରା ଫାଇଦା, ଏହିଁ 5ଟି କଥା ଜାଣନ୍ତୁ

ନ୍ଧୁଗଣ ସକାଳେ ବାସି ମୁହଁ ରେ ପାଣି ପାଇଲେ ଆମର କଣ ସବୁ ଲାଭ ହୋଇ ଥାଏ ଆମେ ଆଜି ଏହି ବିଷୟରେ କଥା ହେବା । ବନ୍ଧୁଗଣ ତେବେ ଆମେ ଆପଣ ମାନଙ୍କୁ କହି ଦେବୁ କି ସକାଳୁ ଯେଉଁ ବାସୀ ମୁହଁ ରେ ଆମେ ମାନେ ପାଣି ର ସେବନ କରି ଥାନ୍ତି ତାହା ଆମ ପେଟ କୁ ଯାଏ ଏବଂ ଆମ ମୁହଁ ରେ ରହି ଥିବା ଲାଳ ବି ପେଟ କୁ ଯାଏ । ଏହା ଦ୍ୱାରା ଆପଣ ମାନେ ବହୁତ ଗୁଡିଏ ରୋଗ ରୁ ବଞ୍ଚିତ ହୋଇ ଥାନ୍ତି ଆପଣ ମାନଙ୍କତୁ କେହି ଦେବୁ କି ।

ଏହି ଲାଳ ମୁହଁ ରେ ତିଆରି ହେଉ ଥିବା ଏମିତି ଜିନିଷ ଅଟେ ଜାହା ଏଣ୍ଚିସେପ୍ଟିକ୍ ପରି କାମ କରେ । ଏବଂ ଆମକୁ ବହୁତ ପ୍ରକାରର ରୋଗ ରୁ ବଞ୍ଚାଇ ଥାଏ । ଏବଂ ପାଣି ପିଇଲେ ଆମ ମାନଙ୍କୁ ବହୁତ ୟେମିତି ଚର୍ମ ରୋଗ ଏବଂ ଡି ହାଇଡ୍ରେସନ ଏବଂ ଏମିତି ବହୁତ ପେଟ ସମସ୍ୟା ରୁ ଦୂରରେ ରଖି ଥାଏ ।

ହେଲେ ଆପଣ ମାନେ କେବଳ ପାଣି ବିଷୟ ରେ ଜାଣନ୍ତି ହେଲେ ଏହାକୁ ବାସୀ ମୁହଁ ରେ ପିଇଲେ ଆମର କଣ ସବୁ ଲାଭ ହୁଏ ସେହି ବିଷୟରେ ଆସନ୍ତୁ ଜାଣି ନେବା ତେବେ ବନ୍ଧୁଗଣ ସକାଳୁ ଉଠି ଖାଲି ପେଟ ରେ ପାଣି ର ସେବନ କରିଲେ ଶରୀର ମଧ୍ୟ ରେ ଅଙ୍ଗ ଏକ୍ଟିଭ୍ ରହି ଥାଏ ।

ଏବଂ ଆମ ମାନଙ୍କ ମୁହଂ ଗ୍ଲୋ ରହି ଥାଏ । ଏବଂ ସେହି ପରି ବେଳେ ଶରୀର ମଧ୍ୟ ରେ ରହି ଥିବା ସବୁ ମଇଳା ଗୁଡିକ ସଫା ହୋଇ ଥାଏ । ଦୁଇ ରେ ରହିଛି ଶୋଇବା ପୂର୍ବ ରୁ ପାଣି ପିଇବାର ପାଇଦା । ଶୋଇବା ପୂର୍ବ ରୁ ପାଣି ପିଇବାର ଦ୍ୱାରା ହାର୍ଟ ଜନିତ ସମସ୍ୟା ଆମ ମାନଙ୍କ ଠାରୁ ଦୂର କେ ରହି ଥାଏ । ଏବଂ ଆମ ମାନଙ୍କ ଓଠ ସବୁ ବେଳେ ନରମ ରହେ । ଆମ ମାନଙ୍କୁ ଏହା ହାର୍ଟ ଆର୍ଟାକ୍ କୁ ବଞ୍ଚେଇ ଥାଏ । ସେହି ପରି ବେଳେ ଗାଧୋଇବା ପୂର୍ବ ରୁ ପାଣି ପିଇବାର ପାଇଦା ।

ଗାଧୋଇବା ପୂର୍ବ ରୁ ପାଣି ପିଇବାର ଫାଇଦା ହେଲା କି ଆପଣ ମାନଙ୍କ ହାଇ ବ୍ଲଡ୍ ପ୍ରେସର ବହୁତ କମ୍ ରହି ଥାଏ । ତେବେ ଆପଣ ମାନେ ବି ଏହା ଟ୍ରାୟ କରି ପାରିବେ । ସେହି ପରି ବେଳେ ଆପଣ ମାନେ ସଂନ୍ଧ୍ୟା ସମୟ ରେ ଯଦି ଖାଇବା ପୂର୍ବ ରୁ ପାଣି ପିଅନ୍ତି ତେବେ ଆପଣ ମାନଙ୍କ ରାତିରେ ପୂର୍ଣ୍ଣ ରହି ଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button