IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମଦ ଅଭ୍ଯାସ ଛଡେଇବାର ଜବରଦସ୍ତ ଘରୋଇ ଉପଚାର, ମଦୁଆ ନିଜେ କହିବ ଆଊ ପିଇବି ନାହିଁ ମଦ, ଜଲ୍ଦି ଦେଖନ୍ତୁ

ବର୍ତ୍ତମାନ ସମୟରେ ମଦ ଏକ ଏମିତି ଜିନିଷ ହୋଇ ଯାଇଛି କି ଯାହାକୁ ପ୍ରାୟତଃ ସମସ୍ତେ ସେବନ କରୁଛନ୍ତି । କେତେକ ଲୋକମାନେ ଖୁସିରେ ପିଇଥାନ୍ତି ତ କେତେକ ଲୋକମାନେ ସବୁଦିନ ପିଇ ପିଇ ଅଭ୍ୟାସରେ ପଡି ଯାଇଛନ୍ତି । ଯଦି ଆପଣ ମଦ ଛାଡିବା ପାଇଁ ଚାହୁଁଛନ୍ତି କିମ୍ବା କାହାର ଛଡାଇବାକୁ ଚାହୁଁଛନ୍ତି ତେବେ ଆଜିର ଏହି ଘରୋଇ ଉପଚାର ଆପଣଙ୍କ ପାଇଁ । ଏହି ଘରୋଇ ଉପଚାରକୁ ସେବନ କରି ଆପଣ ସହଜରେ ମଦର ଅଭ୍ୟାସକୁ ଛଡାଇ ପାରିବେ । ତେବେ ଚାଳନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ଏହି ଘରୋଇ ଉପଚାର ପାଇଁ ଆପଣ ପ୍ରଥମେ ବଜାରରୁ ସୁଣ୍ଠି କିଣି ଆଣନ୍ତୁ ଓ ତାକୁ ଗ୍ରାଇଡିଙ୍ଗ କରି ତାର ପାଉଡର କରି ଦିଅନ୍ତୁ । ସୁଣ୍ଠି ଶୁଖିଲା ଅଦାକୁ କୁହାଯାଏ । ଏହି ପାଉଡରକୁ ଚାଲୁଣି ସାହାର୍ଯ୍ୟରେ ଛାଣି ଦିଅନ୍ତୁ । କହିଦେଉଛୁ କି ଅତ୍ୟଧିକ ମଦ ସେବନ କରିବା କାରଣରୁ ଶରୀରରେ ସଲଫରର ମାତ୍ରା କମ ହୋଇଯାଏ ।

କିନ୍ତୁ ସୁଣ୍ଠିର ସେବନ କରିଲେ ଏହା ସେହି ସଲଫରକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଜୁଆଣୀ । ମଦ ଛାଡିବା ପରେ ପେଟର ଗଣ୍ଠି ବାନ୍ଧିଯାଏ କିମ୍ବା ଆପଣଙ୍କ ପେଟରେ ବହୁତ ଅଧିକ ଯନ୍ତ୍ରଣା ଓ କଷ୍ଟ ହୋଇଥାଏ । ଏହି ଜୁଆଣୀ ଆପଣଙ୍କର ଏହି ଯନ୍ତ୍ରଣାକୁ ଦୂର କରିବାରେ ସାହାର୍ଯ୍ୟ କରିବ ।

ବର୍ତ୍ତମାନ ଆପଣ ଗୋଟିଏ ପାତ୍ରକୁ ଗ୍ୟାସରେ ରଖି ସେଥିରେ ଏକ ଗ୍ଳାସ ପାଣି ଦିଅନ୍ତୁ । ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ଦିଅନ୍ତୁ । ଏଥିରେ ଏକ ଚାମଚ ଜୁଆଣୀ ଦିଅନ୍ତୁ । ଏହି ପାଣିକୁ ଆପଣ ସେହି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଏକ ଗ୍ଳାସ ପାଣି ଅଧ ଗ୍ଳାସ ନ ହୋଇ ଯାଇଛି । ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପାଣି ଅଳ୍ପ ଥଣ୍ଡା ହେବା ପରେ ଏହି ପାଣିକୁ ଗୋଟିଏ ଗ୍ଳାସରେ ଛାଣି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ଯାହାକି ମଦ ଛାଡିବାରେ ସାହାର୍ଯ୍ୟ କରିବ ତାହା ପ୍ରସ୍ତୁତ ହୋଇ ଯାଇଛି । ବର୍ତ୍ତମାନ ଜାଣି ନିଅନ୍ତୁ କି ଏହାକୁ କେମିତି ସେବନ କରିବେ । ଆପଣ ଏହି ଘରୋଇ ଉପଚାରକୁ ସକାଳେ କରନ୍ତୁ । ଯାହାକୁ ଆପଣ ସନ୍ଧ୍ୟା ବେଳେ ସେବନ କରନ୍ତୁ । ସେହିଭଳି ରାତିରେ ପୁଣି ଏହି ଘରୋଇ ଉପଚାରକୁ କରନ୍ତୁ ଓ ଏହାକୁ ତା ପର ଦିନ ସକାଳେ ସେବନ କରନ୍ତୁ ।

କିଛି ଦିନ ଏହାର ସେବନ କରିବା ମାତ୍ରେ ହିଁ ଆପଣ ମଦ ଛାଡି ଦେବେ । ଧୀରେ ଧୀରେ ଆପଣ ମଦ ଅଭ୍ୟାସ ଠାରୁ ଦୂରେଇ ଯିବେ ଓ ସୁସ୍ଥ ଜୀବନଶୈଳୀରେ ରହିବେ । ତେବେ ବନ୍ଧୁଗଣ ଅପଣା ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button