ରାଜ୍ୟ
ବଦଳି ପାଇଁ ଉଚ୍ଚଶିକ୍ଷା ବିଭାଗର ଅନଲାଇନ ଆବେଦନ ବ୍ୟବସ୍ଥା – Ibnodisha

[ad_1]
ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗରେ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା, ଗ୍ରନ୍ଥାଗାରୀକ, କିରାଣୀ, ଲାବ ଆସିଷ୍ଟାଣ୍ଟ ଓ ଷ୍ଟୋର କିପର ମାନଙ୍କ ବଦଳି କ୍ଷେତ୍ରରେ ବିଭାଗ ସ୍ଵଛ ବ୍ୟବସ୍ଥା ଆପଣେଇଛି। ପୂର୍ବରୁ ଏ ନେଇ ଅନେକ ଅଭିଯୋଗ ହେବା ଏବଂ ବଦଳି କ୍ଷେତ୍ରରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହେବା ପରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।
[ad_2]