IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜୀବନରେ ହାରିଯିବା ପୂର୍ବରୁ ଏହାକୁ ଥରେ ନିଶ୍ଚୟ ଶୁଣନ୍ତୁ- Never Give Up

ଆପଣ ମାନେ ଯଦି ନିଜକୁ ସଫଳ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଚେଷ୍ଟା କରି ଚାଳନ୍ତୁ । ଆଜି ଆମେ କହିବା କି ଏକ କାହାଣୀ ଏକ ମୂର୍ତ୍ତିକାର ଯିଏ କି ନିଜ ଦକ୍ଷତା ଓ ବାରମ୍ବାର ଚେଷ୍ଟା ଦ୍ଵାରା ଆପଣ ନିଜ ସଫଳତା କୁ ପାଇବେ । ଦକ୍ଷତା ଓ କୌଶଳ ଠାରୁ ଭଲ ହୋଇଥାଏ ଧାର୍ଯ୍ୟ ଶକ୍ତି ଓ ଆତ୍ମବିଶ୍ବାଶ । ଆଜି ଯେଉଁ କାହାଣୀ କହିବା ପାଇ ଆମେ ଯାଉଛୁ ଏହା ଏକ ସାଧାରଣ କରିଗରର କାହାଣୀ ।

ଏକ ଦେଶରେ ଏକ ରାଜା ଥିଲେ ସେ ବହୁତ ଭଲ ବ୍ୟବହାର କରୁଥିଲେ ନିଜ ଦେଶର ରହୁଥିବା ଓ ବାହାରୁ ଆସୁଥିବା ସବୁ ବ୍ୟକ୍ତି ମାନଙ୍କ ସମ୍ମାନ କରୁଥିଲେ । ଏକ ଦିନ ଜଣେ ବିଦେଶୀ କାରିଗର ଏହି ରାଜ୍ୟକୁ ଆସିଥିଲେ । ସେ କିଛି ଦିନ ରହିବା ପରେ ଯିବା ସମୟରେ ରାଜାଙ୍କୁ ଏକ ପଥର ଦେଇକି ଗଲେ ଓ କହିଲେ ଏହା ମଧ୍ୟରୁ ଯଦି  ଆପଣ କିଛି ଭି ବନାଇବେ ତେବେ ଏହା ବହୁତ ସୁନ୍ଦର ଲାଗିବ ।

ଏହା ଏକ ଅମୂଲ୍ୟ ପଥର ଏହା କହିକି ସେ ଚାଲିଗଲେ । ରାଜା ତାଙ୍କ ପ୍ରଧାନ କରିଗଗର କୁ ଡାକି କହିଲେ କି ଆପଣ ଏହାକୁ ଭାଙ୍ଗି ଏହା ମଧ୍ୟରୁ ଏକ ସୁନ୍ଦର ମୂର୍ତ୍ତି ବନାନ୍ତୁ ଆପଣ ଯଦି ଏହାକୁ ବନେଇ ଦେବେ ତେବେ ମୁ ଆପଣଙ୍କୁ ସବୁ କିଛି ଦେବୀ ଯାହା ଆପଣ ଚାହାଁନ୍ତି ।

ପ୍ରଧାନ କାରିଗର ଏହା ଶୁଣିବା ମାତ୍ରେ ଏହାକୁ ନେଇ ସାଙ୍ଗେ ସାଙ୍ଗେ ମୂର୍ତ୍ତି ଗଢିବ୍ବା ଆରମ୍ଭ କରି ଦେଲେ କିନ୍ତୁ ଅନେକ ଚେଷ୍ଟା  କରିବା ପରେ ମଧ୍ୟ ସେ ଏହାକୁ ଭାଙ୍ଗି ପାରି ନଥିଲେ ସେ ଆସିକି ଏହା କୁ ରାଜାଙ୍କୁ ଦେଇ କ୍ଷମା ପ୍ରାର୍ଥନା କରି ଚାଲିଗଲେ । ଏକ ସାଧାରଣ କାରିଗର ସେହି ଜାଗାରେ ଥିଲା ସେ ପ୍ରଧାନ କାରିଗର ପାଖରୁ ସେ କାମ ସିଖୁଥିଲା । ସେହି କାରିଗର ଆସିକି କହିଲାକି ମହାରାଜା ଆପଣ ଯଦି ଅନୁମତି ଦେବେ ତ ମୁ ଏହାକୁ ଆରମ୍ଭ କରିବି । ରାଜା କହିଲେ ପ୍ରଧାନ କାରିଗର ଯାହା ପରିଲେଣି ଆପଣ କଣ ଏହାକୁ ପାରିବେ ।

ଏହା ପରେ ରାଜା ଏକ ମଉକା ଦେବା କଥା ଚିନ୍ତା କରିକି ତାକୁ ଅନୁମତି ଦେଲେ ଏହା ପରେ ରାଜା ଙ୍କ ଅନୁମତି ରେ ସେ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଲେ । କିଛି ସମୟ ଗଲା ପରେ ସେ ଏକ ସୁନ୍ଦର ମୂର୍ତ୍ତି ନିର୍ମାଣ କରିକି ଆଣିଲେ । ଏହା ଦେଖିକି ସବୁ ଆଶ୍ଚର୍ଯ୍ୟ ହୋଇଗଲେ ।

ରାଜା ସେହି ସମୟରେ ବୁଝି ଯାଇଥିଲେ କି ଦକ୍ଷତା, ଅଭିଜ୍ଞତା ଦ୍ଵାରା ମଣିଷ ସବୁ କାମ କରି ପାରିବ କିନ୍ତୁ ଯଦି ଆପଣଙ୍କ ପାଖରେ ଧର୍ଯ୍ୟ ନାଇ ତେବେ ଆପଣ ସଫଳତା ପାଇ ପରିବେନି । ଆପଣଙ୍କୁ ଆଉ ଏକ ଉଦାହରଣ ଆମେ ଦେବା ପାଇଁ ଚାହିଁବୁ । ସେ ହେଉଛନ୍ତି ମହାନ ବିଜ୍ଞାନ ଥୋମାସ ଅରଲ୍ବର୍ଟ 9999 ଥର ଅସଫଳ ହେବା ପରେ ଇଲେଟ୍ରିକ ବଲ୍ବ ର ଆବିଷ୍କାର କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button