IBN ଓଡ଼ିଶା ବ୍ୟୁରୋ

ବ୍ୟକ୍ତିର କେଉଁ ଅଙ୍ଗ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେବେ ବଢେ ନାହିଁ ? Smart Question with Answer

ବନ୍ଧୁଗଣ ସେମିତିରେ ଆପଣ ବହୁତ ପ୍ରକାର ପରୀକ୍ଷା ଦେଇଥିବେ । ଅନେକ ପରୀକ୍ଷା ଅଛି ସେଥିରୁ ଆଇଏସ ପରୀକ୍ଷା ସବୁ ଠାରୁ କଠିନ ଅଟେ, ଏହି ପରୀକ୍ଷା ଲେଖା ଏବଂ ଇଣ୍ଟରଭ୍ୟୁ ସବୁ ବହୁତ କଷ୍ଟକର ହୋଇଥାଏ । ଯଦି ଆପଣ କମ୍ପିଟିଟିଭ ପରୀକ୍ଷା ଦେଇ ଥିବେ ତେବେ ଆପଣ ଅନୁଭବ କରି ପାରିବେ ଯେ ଆଇଏସ ପରୀକ୍ଷା କେତେ କଷ୍ଟ ହଉଥିବ । ଏହି ପ୍ରଶ୍ନ ଦ୍ଵାରା ପରିକ୍ଷକ ଆପଣଙ୍କ ଆଇକ୍ୟୁ ଏବଂ କରେଣ୍ଟ ଆଫେୟର ବିଷୟରେ ଚେକ କରିଥାନ୍ତି, ଏହି ପରୀକ୍ଷା ପାସ କରିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ ।

ଏହି ଅଜବ ଗଜବ ପ୍ରଶ୍ନ ଶୁଣି ଭଲ ଭଲ ଲୋକ ମୁଣ୍ଡ ଖରାପ ହୋଇଯାଏ, ତେବେ ଆପଣ ଭାବୁ ଥିବେ ଏମିତି କଣ ପ୍ରଶ୍ନ ପଚରା ଯାଏ ଯାହା ଉତ୍ତର ଦେଇ ପାରନ୍ତି ନାହିଁ, ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ସ୍ମାର୍ଟ ପ୍ରଶ୍ନ ଓ ତାହାର ଉତ୍ତର । ଏହା ଜାଣିଲା ପରେ ଆପଣ ମଧ୍ୟ କହିବେ ଏମିତି ପ୍ରଶ୍ନ ମଧ୍ୟ ଥାଇପାରେ ।

1- ବ୍ୟକ୍ତିର କେଉଁ ଅଙ୍ଗ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେବେ ବଢେ ନାହିଁ ?

ଉତ୍ତର : ଆଖି

2- ଗୋଟେ ମଣିଷ ୮ ଦିନ ନ ସୋଇକି କେମିତି ରହି ପାରିବ ?

ଉତ୍ତର : ମଣିଷ ରାତିରେ ସୋଇ ପାରିବ, ତେବେ ତାକୁ ଦିନରେ ଶୋଇବା କଣ ଦରକାର ।

3- ଯଦି ଗୋଟେ କଦଳୀ ଟେବଲ ଉପରେ ଗୋଟେ ତାଟିଆରେ ୫ଟି କଦଳୀ ଅଛି ତେବେ ଆପଣ ୬ ଲୋକଙ୍କ ମଧ୍ୟରେ ସମାନ ଭାବରେ କେମିତି ବାଣ୍ଟିବେ ?

ଉତ୍ତର;- ଆପଣଙ୍କୁ କହିବାକୁ ଚାହୁଁଛୁ ଗୋଟେ କଦଳୀ ଟେବଲ ଉପରେ ଅଛି ଓ ୫ଟି ତାଟିଆ ଭିତରେ ତେବେ ୬ ଲୋକଙ୍କ ପାଇଁ ୬ଟି କଦଳୀ ସମାନ ହୋଇଗଲା ।

4- ବର୍ତ୍ତମାନ ଭାରତ ମିସ ୱୋର୍ଲ୍ଡ ଖିତାବ ଜିତି ଛନ୍ତି କଣ ଆପଣ କହି ପାରିବେ ୧୯୯୪ରେ ମିସ ୱୋର୍ଲ୍ଡ ଖିତାବ କିଏ ପାଇ ଥିଲେ ?

ଉତ୍ତର : ୧୯୯୪ରେ ମିସ ୱୋର୍ଲ୍ଡ ଖିତାବ ଏସୱର୍ୟା ରାୟ ଜିତି ଥିଲେ, ଯିଏ ଭାରତ ତରଫରୁ ଯାଇଥିଲେ ।

5- ରେଲୱେରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଆପଣ ଏହାର ସବୁଠାରୁ ବଡ କାରଣ କ’ଣ ମାନନ୍ତି ?

ଉତ୍ତର : ବର୍ତ୍ତମାନ ନିୟମିତ ରୂପରେ ଅଧିକାରୀ ନିଯୁକ୍ତି ହୋଇପାରୁନାହାନ୍ତି । ଯେତେକ ଅଧିକାରୀ ଅଛନ୍ତି ତାଙ୍କର ମଧ୍ୟ ଟ୍ରାନ୍ସଫର ହେଉଛି ସେଥିପାଇଁ ଏତେ ସାବୁ ଦୁର୍ଘଟଣା ଘଟିଯାଉଛି ।

6- ମଣିଷ ଶରୀରର କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ ?

ଉତ୍ତର : ଓଠର ଉପର ଲେୟର ପାଇଁ ଓଠରୁ ଝାଳ ବାହାରେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button