IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗାଈ ଲାଞ୍ଜର ବାଳ ପିନ୍ଧିଲେ କ’ଣ ହୋଇଥାଏ ଫାଇଦା ? ଚକିତ କରିଦେବା ଭଳି ହୋଇଥାଏ ନିହାତି ଜାଣନ୍ତୁ ! Astrology

ବନ୍ଧୁଗଣ ଗାଈଙ୍କୁ ଗୋମାତାର ଆକ୍ଷା ଦିଆଯାଇଛି । ଗୋମାତାଙ୍କର ଯେଉଁ ବ୍ୟକ୍ତି ନିଷ୍ଠାର ସହ ସେବା କରିଥାଏ । ସେହି ବ୍ୟକ୍ତି ଜୀବନରେ ଖୁବ ସାରା ଉନ୍ନତି କରିଥାଏ । ସମୁଦ୍ର ମନ୍ଥନ ସମୟରେ ଗୋମାତା ପ୍ରକଟ ହୋଇଥିଲେ । ଗୋମାତା ନିଜ ଶରୀରରେ ସମସ୍ତ 33 କୋଟି ଦେବା ଦେବୀଙ୍କୁ ସ୍ଥାନ ଦେଇଛନ୍ତି । ସେହି ଗୋମାତାଙ୍କ ଲାଞ୍ଜ ଆପଣଙ୍କ ଭାଗ୍ୟରେ ଟଙ୍କାର ଆଗମନ କରାଇଦେବେ । ଯଦି ଆପଣ ଗାଈର ଲାଞ୍ଜରେ ଏହି ଉପାୟଟି କରିନେବେ ।

ବେଦ ଏବଂ ଶାସ୍ତ୍ର ଅନୁଯାୟୀ ଗୋମାତାଙ୍କ ଲାଞ୍ଜରେ ସ୍ଵୟଂ ହନୁମାନଙ୍କ ବାସ ହୋଇଥାଏ । ଯଦି କାହା ଉପରେ ଖରାପ ନଜର ଦୋଷ ଲାଗିଥାଏ ତେବେ ଗୋମାତାଙ୍କ ଲାଞ୍ଜର ଗୋଟିଏ ବାଳ ଆଣି ଝାଡିଦେବା ଦ୍ଵାରା ତାହା ଦୂର ହୋଇଯାଇଥାଏ । ଯଦି ଆପଣଙ୍କ ଜୀବନରେ ଦୁଃଖ ଏବଂ ଦୁର୍ଭାଗ୍ୟ ଲାଗି ରହିଛି ଆପଣଙ୍କ ପିଛା ଛାଡୁ ନାହିଁ ତେବେ ଏଭଳି ପରିସ୍ଥିତିରେ ଆପଣ ଗୋମାତାଙ୍କ ଲାଞ୍ଜର ବାଳ ନିହାତି ଭାବରେ ଧାରଣ କରିବା ଆବଶ୍ୟକ ।

ଆପଣ ଗୋମାତାଙ୍କ ଲାଞ୍ଜର ବାଳକୁ ଆଣି ତାବିଜ ପ୍ରସ୍ତୁତ କରି ତା ଭିତରେ ରଖି ବେକରେ ଧାରଣ କରିବା ଆବଶ୍ୟକ । ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଜୀବନ ଉପରେ ଦୁର୍ଭାଗ୍ୟର ନଜର ଦୂର ଦୂର ପର୍ଯ୍ୟନ୍ତ ପଡିନଥାଏ । ଆପଣଙ୍କୁ ଏଥିପାଇଁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ । ଆପଣ ଗୋମାତାଙ୍କ ଲାଞ୍ଜର ବସ ଅଳପ ବାଳ ଆଣି ତାବିଜ ପ୍ରସ୍ତୁତ କରି ପିନ୍ଧନ୍ତୁ ଏବଂ ଚମତ୍କାର ଦେଖନ୍ତୁ ।

ଯଦି କାହାକୁ ଅକାଳ ମୃତ୍ୟୁ ଭଳି ସମସ୍ୟା ରହିଛି ଏବଂ ଯେଉଁ ଲୋକମାନଙ୍କୁ କାଳସର୍ପ ଦୋଷ, ପିତୃଦୋଷ ଲାଗିଥାଏ ଏହି ଦୁଇ ଦୋଷ ହିଁ ମୃତ୍ୟୁ ଯୋଗ ବନାଇଥାନ୍ତି । ଏହିସବୁ ଦୋଷକୁ ଦୂର କରିବା ନିହାତି ଜରୁରୀ ହୋଇଥାଏ । ଏଥିପାଇଁ ଆପଣଙ୍କୁ ନିହାତି ଭାବରେ ଗୋମାତାଙ୍କ ଲାଞ୍ଜର ବାଳକୁ ଧାରଣ କରିବା ଉଚିତ ।

ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଗୋମାତାଙ୍କୁ ଘାସ ଖାଇବାକୁ ଦେବେ । ତେବେ ଆପଣଙ୍କୁ କେବେ ମଧ୍ୟ ଧନର ଅଭାବ ଭୋଗ କରିବା ପାଇଁ ପଡିବ ନାହିଁ । ଯଦି ଆପଣଙ୍କ ଉପରେ ବହୁତ ଅଧିକ କରଜ ଭାର ହୋଇଯାଇଛି ଆଉ ଆପଣ ତାହାକୁ ସୁଝିବା ପାଇଁ ଅସମର୍ଥ ତେବେ ଆପଣ ଗୋଟିଏ ହଳଦିଆ ରଙ୍ଗର କଉଡି ସହ ଗାଈ ଲାଞ୍ଜର ବାଳକୁ ବାନ୍ଧି ଆପଣଙ୍କ ଗଳାରେ ସୂତା ଦ୍ଵାରା ଧାରଣ କରିବା ପାଇଁ ପଡିବ ।

ଆପଣ ଏଭଳି କରିବା ଦ୍ଵାରା କରିଥିବା କରଜକୁ ସୁଝିବା ପାଇଁ ସକ୍ଷମ ହେବା ସହ ଖୁବ ଧନ କମାଇବାକୁ ଲାଗିବେ ଆଉ ନିଜ ପାଇଁ ନୂଆ ଘର ଗାଡି ବଙ୍ଗଳା ଇତ୍ୟାଦି ବନାଇବା ପାଇଁ ସମର୍ଥ ହେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button