ରାଜ୍ୟ
ବାହାନଗା ଟ୍ରେନ ଟ୍ରାଜେଡି : ଏବେବି ଅଚିହ୍ନା ୨୮ ମୃତ ଦେହ – Ibnodisha

[ad_1]
ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡି ,ଏମସ ରେ ପଡ଼ିରହିଛି ୨୮ ମୃତ ଦେହ | ସୂଚନା ଦେଲେ ଭୁବନେଶ୍ୱର ଏମସ ସୁପରିଟେଣ୍ଡେଣ୍ଟ | ମୋଟ ୮୧ଟି ମୃତ ଦେହ ଥିଲା , ଦାବିଦାର ଥିଲେ ୧୧୦ ଜଣ | ଡିଏନଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ କଲା | ମ୍ୟାଚ ହୋଉନଥିବା ୨୮ ମୃତ ଦେହ ଏମସ ରେ ସଂରକ୍ଷିତ ରହିଛି | ଗତ ୧୦ ଦିନ ଭିତରେ କୌଣସି ମୃତକଙ୍କ ଦାବିଦାର ଆସିନାହାନ୍ତି | ଦାବିଦାର ନଥିବା ମୃତକ ଙ୍କର କଣ କରାଯିବ , ନିଷ୍ପତି କୁ ଅପେକ୍ଷା | ରେଳ ମନ୍ତ୍ରାଳୟ , ସିବିଆଇ, ରାଜ୍ୟ ସରକାରଙ୍କ ନିଷ୍ପତି କୁ ଅପେକ୍ଷା |
[ad_2]