IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହୋଲି ଦୋଳ ପୂର୍ଣ୍ଣିମା ଗାଈକୁ ଖୁଆଇ ଦିଅନ୍ତୁ ଏହି 1 ଗୁପ୍ତ ଜିନିଷ ସବୁ ଦୁଃଖ ଦୂର ହେବ, Holi 2024

ହିନ୍ଦୁ ଧର୍ମରେ ଦୋଳ ପୂର୍ଣ୍ଣିମାର ବହୁତ ଅଧିକ ମହତ୍ଵ ରହିଛି । ଏହି ଦିନ କରାଯାଇଥିବା କୌଣସି ଶୁଭ କାର୍ଯ୍ୟର ଫଳ ଆପଣଙ୍କୁ ସଙ୍ଗେ ସଙ୍ଗେ ମିଳିଯାଇଥାଏ । ତେବେ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ତିଥିରେ ଗୋମତାଙ୍କୁ କେଉଁ ଖାଦ୍ୟ ଖୁଆଇବା ଦ୍ଵାରା ଆପଣଙ୍କୁ ଅନେକ ପୂଣ୍ୟଫଳ ମିଳିଥାଏ ଆଜି ଏଠାରେ ଆଲୋଚନା କରିବା । ଏଥିସହ ଗୋମାତାଙ୍କର ଏପରି କେଉଁ ଅଙ୍ଗକୁ ଛୁଇଁବା ଦ୍ଵାରା ଆପଣଙ୍କର ଅନେକ ପାପ ଧୋଇ ହୋଇ ଯାଇଥାଏ । ଆପଣଙ୍କ ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଯାଇଥାଏ ।

ଶାସ୍ତ୍ରରେ ଗାଈ ମାନଙ୍କୁ ଗୋମାତା ବୋଲି କୁହାଯାଇଅଛି । ସମସ୍ତ ଦେବାଦେବୀ ମଧ୍ୟ ଗୋମାତାଙ୍କର ପୂଜା କରିଥାନ୍ତି । ଗାଈର 5 ଟି ଜିନିଷ ଅତ୍ୟନ୍ତ ପବିତ୍ର ହୋଇଥାଏ । ତାହା ହେଉଛି ଗୋବର, ଗୋମୁତ୍ର, ଦୁଗ୍ଧ, ଦହି ଓ ଘିଅ । ଗାଈ ମାନେ ଅତ୍ୟନ୍ତ ପବିତ୍ର, ନିର୍ମଳ ହୋଇଥାନ୍ତି । ଗାଈର ଦର୍ଶନ ମାତ୍ରେ ବ୍ୟକ୍ତିର ଅନେକ ପାପ ନଷ୍ଟ ହୋଇଯାଇଥାଏ । ତେଣୁ ଏହି ନିଷ୍ପାପ ପ୍ରାଣୀ ଉପରେ ଅତ୍ୟାଚାର କରିବା ଜମାରୁ ବି ଉଚିତ ନୁହେଁ ।

ଗାଈ ହୁଅନ୍ତୁ ଅବା କୌଣସି ପ୍ରାଣୀ ତାଙ୍କ ଉପରେ ଅନ୍ୟାୟ କରିବା ଉଚିତ ନୁହେଁ । ତାଙ୍କୁ ଯଥା ସମ୍ଭବ ଖାଇବାକୁ ଦେବାକୁ ଚେଷ୍ଟା କରନ୍ତୁ । ଯେଉଁ ଲୋକ ବିନା କୌଣସି ସ୍ଵାର୍ଥ ରଖି ଗୋମତାଙ୍କର ସେବା ଯତ୍ନ କରିଥାଏ । ସେହି ଲୋକ ନିଜ ଜୀବନରେ ବହୁ ସୁଖ ଓ ସମୃଦ୍ଧିର ଅଧିକାରୀ ହୋଇପାରିଥାଏ । ଯେଉଁ ସ୍ତ୍ରୀ ରୋଷେଇ କରିଥିବା ପ୍ରଥମ ରୁଟିକୁ ଗାଈଙ୍କୁ ଆଣି ଖାଇବାକୁ ଦେଇଥାଏ । ସେହି ସ୍ତ୍ରୀ ସଦା ସର୍ବଦା ସୁହାଗିନୀ ହୋଇ ରହିଥାଏ ।

ଏଥିସହ ଘରେ ସୁଖ ଓ ଆର୍ଥିକ ସମୃଦ୍ଧିର ବିକାଶ ଘଟିଥାଏ । ସକାଳୁ ସକାଳୁ ଯେଉଁ ବ୍ୟକ୍ତି ଗାଈର ଗୋବର ଦର୍ଶନ କରିଥାଏ । ସେହି ବ୍ୟକ୍ତିକୁ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ସେ ବ୍ୟକ୍ତିକୁ କୌଣସି ବଡ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିନଥାଏ । ଗାଈଙ୍କୁ ପ୍ରତିଦିନ ସବୁଜ ଘାସ ଓ ରୁଟି ଖାଇବାକୁ ଦିଅନ୍ତୁ ।

ବିଶେଷ କରି ସକାଳ ସମୟରେ ଘରେ ତିଆରି ହୋଇଥିବା ରୁଟିକୁ କୌଣସି ଗାଈଙ୍କୁ ଦେଖିଲେ ତାକୁ ପ୍ରଥମ ରୁଟି ଏବଂ ଯଦି ସମ୍ଭବ ତେବେ ଗାଈକୁ ଚଣା ମଧ୍ୟ ଖାଇବାକୁ ଦିଅନ୍ତୁ ।  ଖାଇବାକୁ ଦିଅନ୍ତୁ । ଗାଈର ପିଠିରେ ଥିବା ସୂର୍ଯ୍ୟକେତୁ ନାଡିକୁ ସ୍ପର୍ଶ କରି ଗୋମାତାଙ୍କୁ ପ୍ରଣାମ କରନ୍ତୁ । ଏହାଦ୍ବାରା ସେହି ବ୍ୟକ୍ତିକୁ ବଡ ବଡ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ।

ଏଥିସହ ସେହି ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ ବହୁ କିଛି ଉନ୍ନତି କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button