ଚଳିତ ବର୍ଷ ଦୋଳ ପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ର ଗ୍ରହଣ ! ଦୋଳ ପୂର୍ଣ୍ଣିମା ଠାରୁ ଏହି 5 ଟି ରାଶି କୋଟିପତି ! Astrology

25 ମାର୍ଚ 2024 ର ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି । ଏହି ଚନ୍ଦ୍ରଗ୍ରହଣର ପ୍ରଭାବ 12 ଗୋଟି ରାଶି ଉପରେ ପଡିବା ପାଇଁ ଯାଉଛି । ତେବେ ସେହି 12 ଗୋଟି ରାଶି ମାନଙ୍କ ମଧ୍ୟରୁ ଏପରି 5 ରାଶି ଅଛନ୍ତି । ଯେଉଁ ମାନଙ୍କର ଭାଗ୍ୟ ସଂପୂର୍ଣ୍ଣ ଭାବେ ଏହି ଦୋଳ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି । ତେବେ ଏହି ରାଶିର ଜୀବନରେ ହେବାକୁ ଯାଉଛି ଅପାର ଧନର ବର୍ଷ । ଦୀର୍ଘ 150 ବର୍ଷ ପରେ ଦୋଳ ପୂର୍ଣ୍ଣିମା ତିଥିରେ ଯେଉଁ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ସେଥିରେ ଏଭଳି କିଛି ସଂଯୋଗ ବନୁଅଛି । ଯେଉଁ କାରଣରୁ ଏହି 5 ଟି ଭାଗ୍ୟଶାଳୀ ରାଶି ଉପରେ ମାଆ ଲକ୍ଷ୍ମୀଙ୍କର ଅସୀମ କୃପାଦ୍ରୁଷ୍ଟି ରହିବା ପାଇଁ ଯାଉଛି । ତେବେ ସେହି 5 ଟି ଭାଗ୍ୟବନ ରାଶି ମାନଙ୍କ ବିଷୟରେ ଆଜି ଏଠାରେ ଜାଣିନେବା ।

ତୁଳା ରାଶି;- ଏହି ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ଦୋଳ ପୂର୍ଣ୍ଣିମା ଟାରୁ ଅପାର ସଫଳତା ମିଳିବାକୁ ଯାଉଛି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଛି । ଆପଣଙ୍କୁ ଅଚାନକ ଧନ ମଧ୍ୟ ପ୍ରାପ୍ତି ହେବ । ଆପଣଙ୍କର ଅଟକି ରହିଥିବା କୌଣସି ଏକ କାର୍ଯ୍ୟ ଆଗାମୀ ସମୟରେ ପୁରା ହେବାକୁ ଯାଉଛି । ସାମାଜିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।
ବୃଷ ରାଶି;- ଏହି ରାଶିର ଲୋକଙ୍କୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ଘଟିବ ପାଇଁ ଯାଉଛି । ଆପଣଙ୍କର ଆଗାମୀ ସମୟ ବହୁତ ଶୁଭ ରହିବା ପାଇଁ ଯାଉଛି । ଆପଣ ଏହି ସମୟରେ ଯେଉଁ ଠାକୁ ଯାତ୍ରା କରିବେ । ତାହା ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ବ୍ୟବସାୟ କରୁଥିବା ଲୋକଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ ।

ସିଂହ ରାଶି;- ଆପଣଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ଲକ୍ଷ୍ମୀଙ୍କର ଅପାର କୃପା ମିଳିବାକୁ ଯାଉଛି । ଆପଣ ଯେଉଁ ପରିଶ୍ରମ କରିବ କରିବେ । ତାହାର ଫଳ ଆପଣଙ୍କୁ ବହୁତ ଶୀଘ୍ର ପ୍ରାପ୍ତ ହେବ । ଆପଣଙ୍କର ଆର୍ଥିକ ସଙ୍କଟରୁ ଆପଣଙ୍କୁ ମୁକ୍ତି ମିଳିବ । ଜୀବନରେ ଖୁସିର ସମୟ ଆପଣଙ୍କର ଏହି ଦୋଳ ପୂର୍ଣ୍ଣିମା ଠାରୁ ଆସିବା ପାଇଁ ଯାଉଛି ।
କନ୍ୟା ରାଶି;- ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ଏହି ଦୋଳ ପୂର୍ଣ୍ଣିମା ଠାରୁ ହେବ ପାଇଁ ଯାଉଛି । ସାମାଜିକ ପ୍ରତିଷ୍ଠାରେ ଆପଣଙ୍କ ଭାଗ୍ୟ ଖୋଲିଯିବ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ । ଏହି ଦୋଳପୂର୍ଣ୍ଣିମା ପର ଠାରୁ ଆପଣଙ୍କୁ ଆପଣଙ୍କର ଭାଗ୍ୟର ସଂପୂର୍ଣ୍ଣ ସାଥ୍ ମିଳିବାକୁ ଯାଉଛି ।
ମକର ରାଶି;- ଆପଣଙ୍କ ଜୀବନରେ ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି । ଘର ପରିବାର ସହ ଭଲ ସମ୍ପର୍କ ରହିବ । ଆପଣଙ୍କ ଜୀବନରେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଯାଉଛନ୍ତି ।





