IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନିଜ ନାମର ପ୍ରଥମ ଅକ୍ଷରରୁ କେତୋଟି ବେବି ହେବ ଜାଣନ୍ତୁ…

ଆମ ମାନଙ୍କ ଜୀବନରେ ନୀତିନିୟମ ତଥା ଶାସ୍ତ୍ରର ବହୁତ ଭୂମିକା ରହିଛି । ଯାହା ଆଧାରରେ ଆମ ଜୀବନରେ ଘଟୁଥିବା ସବୁ ସଂକେତ ବିଷୟରେ ବର୍ଣ୍ଣନା ହୋଇଅଛି । ସେଥିପାଇଁ ଆମ ଜୀବନରେ ଆମ ମାନଙ୍କର ନାମର ପ୍ରଥମ ଅକ୍ଷର ମଧ୍ୟ ବହୁତ ଅଧିକ ମହତ୍ଵ ରହିଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତି ବିଷୟରେ ବହୁତ କିଛି କଥା ପତ୍ତା ଲଗାଇ ହୋଇଥାଏ । ଏପରିକି ନାମର ପ୍ରଥମ ଅକ୍ଷର ଅନୁଯାଇ କାହାର କେତୋଟି ସନ୍ତାନ ହେବ ତାହା ମଧ୍ୟ ଆଜି ଜାଣିବାକୁ ପାଇବେ । ତେବେ ନାମର ପ୍ରଥମ ଅକ୍ଷର ଅନୁଯାଇ କାହାର କେତୋଟି ସନ୍ତାନ ହେବ ଚାଲନ୍ତୁ ବିଳମ୍ବ ନକରି ଜାଣିବା ।

A, S, M; – ଏହି ନାମର ବ୍ୟକ୍ତିବିଶେଷ ମାନେ କୌଣସି କଥାକୁ ଅଧିକ ସମୟ ଭବିଠନ୍ତି । ତେଣୁ ଏମାନଙ୍କ ସ୍ଵଭାବ ସାମାନ୍ୟ ଭାବୁକ ପ୍ରକୃତିର ଅଟେ । ଏହି ଲୋକ ମାନଙ୍କ ପର୍ସୋନାଲିଟି ମଧ୍ୟ ସାମାନ୍ୟ ଜଟିଳ ହୋଇଥାଏ ।ତେଣୁ ଏମାନଙ୍କୁ ଏତେ ଶୀଘ୍ର ବୁଝିବା ଅମଧ୍ୟ ସମ୍ଭବ ହୋଇନଥାଏ ।

ହେଲେ ନିଜ ପରିବାରକୁ ବହୁତ ଅଧିକ ଭଲପାଇବା ଏହି ନାମର ଲୋକ ମାନେ ଦେଇଥାନ୍ତି । ଏମାନେ ସବୁବେଳେ ନିଜର ଏକ ବେଟର ଲାଇଫଷ୍ଟାଇଲରେ ବଞ୍ଚିବାରେ ଅଧିକ ପସନ୍ଦ କରିଥାନ୍ତି । ତେବେ ଏମାନଙ୍କ ଜାତକରେ 2 ଟି ପିଲା ହେବାର ସମ୍ଭାବନା ଅଧିକ ଥାଏ ।

I, G, K; – ଏହି ବ୍ୟକ୍ତି ମାନେ ବହୁତ ଶୀଘ୍ର ଅନ୍ୟ ମାନଙ୍କ ସହ ମିଶିଯାଇଥାନ୍ତି । ଏଥିସହ ଏହି ବ୍ୟକ୍ତି ମାନେ ଯାହା ସହ ଥରେ ମିଶି ଯାଇଥାନ୍ତି । ସେମାନେ ତାଙ୍କ ସହ ବହୁତ ମଜା ମସ୍ତି ମଧ୍ୟ କରିଥାନ୍ତି । ଏମାନଙ୍କ ଲକ୍ଷ ବହୁତ ବଡ ହୋଇଥାଏ । ହେଲେ ଏମାନେ ପର ଅଧୀନରେ ଚାକିରୀ କରିବାକୁ ଅଧିକ ପସନ୍ଦ କରନ୍ତି ନାହିଁ । ଏମାନଙ୍କର 3 ଟି ସନ୍ତାନ ହେବାର ସମ୍ଭାବନା ଅଧିକ ରହିଥାଏ ।

P, B, N; – ଏହି ଲୋକ ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ମଧ୍ୟ କୋମଳ ହୋଇଥାଏ । ଏମାନେ ଅନ୍ୟକୁ ସାହାଜ୍ଯ କରିବା ପାଇଁ ମଧ୍ୟ ତତ୍ପର ଥାନ୍ତି । ପ୍ରେମର ମାମଲାରେ ଏମାନେ ବହୁତ କେୟାରିଙ୍ଗ ହୋଇଥାନ୍ତି । ଏମାନଙ୍କ ଜାତକରେ 2 ଟି ପିଲା ହେବାର ଯୋଗ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button