ରାଜ୍ୟ

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜରେ ମହା ଦୁର୍ନୀତି – Ibnodisha

[ad_1]

ପୁରୀ :ଗୋପବନ୍ଧୁ ଆୟୁର୍ବେଦିକ କଲେଜ କେବଳ ଦୁର୍ନୀତି ର ଗନ୍ତାଘର ପଲିଟିଛି ଆଡ଼ମିସନ ହେଉ କିମ୍ବା ନକଲିଡାକ୍ତରୀ_ଡିଗ୍ରୀ ଦେବାର ମୁଖ୍ୟ ଭୂମିକା ଗ୍ରହଣ କରିଛି ପୁରୀ ଗୋପାବନ୍ଧୁ ଆୟୁର୍ବେଦିକ କଲେଜ | ଆୟୁଷ ମନ୍ତ୍ରାଳୟ ଦୁର୍ନୀତିକୁ କେନ୍ଦ୍ର କରି ଚିଠି କରିଛି ଆୟୁର୍ବେଦିକ କଲେଜକୁ ହେଲେ ଏତେ ବଡ ଦୁର୍ନୀତି ପଛରେ ଅନେକ ବାହୁବଳୀ ରହିଥିବା ସନ୍ଦେହ ହେଉଛି | ଯାହା ନିମନ୍ତେ ଦୁର୍ନୀତିକୁ ଚପାଇବା ପାଇଁ ପ୍ରୟାସ ଚାଲିଛି – ପ୍ରଶ୍ନ ଏଠି କାହିଁକି ଜ଼ିଲ୍ଲା ପ୍ରଶାସନ ତତ୍ପର ନୁହଁ ଡାକ୍ତରୀ ଶିକ୍ଷା ରେ ଅବ୍ୟବସ୍ଥା ପ୍ରତି ଦୁର୍ନୀତି ପ୍ରତି |

ଏହାକୁ କେନ୍ଦ୍ର କରି ୩ଦଫା ଦାବି ପତ୍ର ଜ଼ିଲ୍ଲା ଯୁବ କଂଗ୍ରେସ ସହ ବିଧାନ ସଭା ଯୁବ କଂଗ୍ରେସ ର ଅନେକ ସହଯୋଗୀ ଓ କର୍ମୀଙ୍କ ଗହଣରେ ପୁରୀ ଜ଼ିଲ୍ଲାପାଳଙ୍କ ଉଧେଶ୍ୟ ରେ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ଏକ ୩ଦଫା ଦାବିପତ୍ର ଦେବା ସହ ୫ଦିନ ଭିତରେ ଯଦି ଦାବି ଉପରେ କାର୍ଯ୍ୟକାରୀ ନହୁଏ ତେବେ ଯୁବ କଂଗ୍ରେସ ଜ଼ିଲ୍ଲାପାଳ ଅଫିସ ଘେରାଉ ସହ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଅଦକ୍ଷଙ୍କୁ କାଳି ମାଡ କରିବାକୁ ଚେତାବନୀ ଦିଆଗଲା |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button